Browsing Tag

kantabanji news

ତୁରେକେଲା ପଞ୍ଚାୟତ କାର୍ଯ୍ୟାଳୟରେ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ

କଣ୍ଟାବାଞ୍ଜି, (ଗୁରୁ ଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ସଦର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଗୁରୁବାର ଦିନ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ତୁରେକେଲା ଗ୍ରାମ ପଞ୍ଚାୟତ ସରପଞ୍ଚ ଜଲନ୍ଧର ମହାକୁଡଙ୍କ ସଭାପତିତ୍ୱରେ ସଭା
Read More...

ପି.ଡବ୍ଲୁ.ଡି. ରୋଡରୁ ଲେବେଡା ପି.ଏମ୍‌.ଜି.ଏସ୍‌.ୱାଇ ରୋଡ ନିର୍ମାଣରେ ଦୁର୍ନିତି ଅଭିଯୋଗ

କଣ୍ଟାବାଞ୍ଜି, (ଗୁରୁ ଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଗ୍ରାମ୍ୟ ରାସ୍ତା ନିର୍ମାଣ ଡିଭିଜନର ପି.ଡବ୍ଲୁ.ଡି. ରୋଡରୁ ଲେବେଡା ଗ୍ରାମକୁ ନିର୍ମାଣଧିନ ପ୍ରଧାନମନ୍ତ୍ରୀ ସଡକରେ ସଂପୃକ୍ତ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ନିମ୍ନ ମାନର କାମ ହେଉଥିବା ଅଭିଯୋଗ
Read More...

ବନବିଭାଗ ଦ୍ୱାରା ରାତିରେ ପେଟ୍ରୋଲିଙ୍ଗ ବେଳେ ଲକ୍ଷାଧିକ ଟଙ୍କାର ଖଇର କାଠ ଜବତ

କଣ୍ଟାବାଞ୍ଜି, (ଗୁରୁ ଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଫରେଷ୍ଟ ରେଂଜ ଲର୍କି ସେକ୍ସନର ମହୁଲବାହାଲି ଛକ ନିକଟରେ ଗୁରବାର ରାତିରେ ଲକ୍ଷାଧିକ ଟଙ୍କାର ଖଇର କାଠ ବୋଝେଇ ପିକ ଅଫ ଭ୍ୟାନ ଜବତ କରିଛି ବନ ବିଭାଗ । ସୂଚନା ଅନୁସାରେ ଗୁରୁବାର ମଧ୍ୟ ରାତ୍ରୀରେ କଣ୍ଟାବାଞ୍ଜି ବନ
Read More...

ତୁରେକେଲା କ୍ଳଷ୍ଟରର ଆସ ପ୍ରକୃତିକୁ ଭଲ ପାଇବା କାର୍ଯ୍ୟକ୍ରମ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା ବ୍ଳକ ଅନ୍ତର୍ଗତ ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ରର ଆସ ପ୍ରକୃତିକୁ ଭଲ ପାଇବା କାର୍ଯ୍ୟକ୍ରମ ଓ କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରକୃତି ବନ୍ଧୁ ତଥା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ

କଣ୍ଟାବାଞ୍ଜି , (ଯୁଗଳ କିଶୋର ଶବର) : ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରାଭେଲର ଗାଡ଼ି ଧକ୍କାରେ ଜଣେ ବାଇକ୍ ଆରୋହୀ ମୃତ । ବଙ୍ଗୋମୁଣ୍ଡା ପଟୁ ଆସୁଥିବା ଏକ ଟ୍ରାଭେଲର ଗାଡ଼ି କଣ୍ଟାବାଞ୍ଜି ପଟୁ ଯାଉଥିବା ଏକ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ବାଇକ୍ ଆରୋହୀଙ୍କ
Read More...

ସାଲେପଡା ବିଦ୍ୟାଳୟରେ ଶିକ୍ଷଣ ସାମଗ୍ରୀ ମେଳା

କଣ୍ଟାବାଞ୍ଜି, (ପିତାମ୍ବର ଦୀପ) : ତୁରେକେଲା ବ୍ଳକ ଅନ୍ତର୍ଗତ ମାନ୍ଦଲା ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନସ୍ଥ ସାଲେପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମ ସହିତ ଶିକ୍ଷଣ ସାମଗ୍ରୀ ମେଳା ଅନୁଷ୍ଠିତ ହୋଇଯାଇଥିଲା । ଏହି ମେଳାକୁ ଅତିଥିଭାବରେ ବଲାଙ୍ଗିରର
Read More...

ବଲାଙ୍ଗିର ଜିଲ୍ଲାରେ ହଇଚଇ : କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ ୧୨ଟି ବୋମା ଜବତ

କଣ୍ଟାବାଞ୍ଜି : ବର୍ତ୍ତମାନର ଏକ ବଡ଼ ଖବର । ବଲାଙ୍ଗିର ଜିଲ୍ଲାରେ ହଇଚଇ । କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ ୧୨ଟି ବୋମା ଜବତ । କଣ୍ଟାବାଞ୍ଜି ରେଲୱେ ଷ୍ଟେସନର ରେଳ ୱାଗନ ଭିତରୁ ଏହି ୧୨ଟି ବୋମା ଜବତ କରାଯାଇଥିବା ସୂଚନା ରହିଛି । ଯାଞ୍ଚ ସମୟରେ ୱାଗନ ଭିତରୁ ଏହି ୧୨ଟି ବୋମା ରେଲୱେ ପୋଲିସ
Read More...

ବାଇକ ଧକ୍କାରେ ଜଣେ ମୃତ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ରାସ୍ତାକଡ଼ରେ ଛିଡ଼ା ହେବା ହେଲା କାଳ । ବାଇକ ଧକ୍କାରେ ଚାଲିଗଲା ଜଣଙ୍କ ଜୀବନ । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଗୋହିରିଆପଦର ଛକ ଠାରେ ବାଇକ ଧକ୍କାରେ ଜଣେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ବଙ୍ଗୋମୁଣ୍ଡା ଥାନା
Read More...

ଅନ୍‌ଲାଇନ୍‌ ଗେମଲରଙ୍କ କବ୍‌ଜାରେ କଣ୍ଟାବାଞ୍ଜି

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ଅନ୍‌ଲାଇନ୍‌ ଗେମଲରଙ୍କ କବ୍‌ଜାରେ କଣ୍ଟାବାଞ୍ଜି । ଅନଲାଇନ ବ୍ୟାଟିଂ ଗେମ୍‌ରେ ୮୦ ପ୍ରତିଶତ ଟଙ୍କା ପାଇବାର ପ୍ରଲୋଭନ ଦେଖାଇ ଠକାମୀ କରୁଥିବା ୫ ଜଣଙ୍କୁ ଗିରଫ କରିଛି ପୋଲିସ । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ଲାୟନ୍ସ ପବ୍ଲିକ ସ୍କୁଲ ନିକଟରେ
Read More...

ଭାରସାମ୍ୟ ହରାଇ ଦୋକାନରେ ପିଟି ହେଲା ଟ୍ରକ୍

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ଭାରସାମ୍ୟ ହରାଇ ଦୋକାନରେ ପିଟି ହେଲା ଟ୍ରକ୍ । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ମହାବୀର କଲୋନୀ ଯିବା ରାସ୍ତା ବୁଲାଣି ନିକଟରେ ଭାରସାମ୍ୟ ହରାଇ ପଶ୍ଚିମବଙ୍ଗ ନମ୍ବର ଥିବା ଏକ ଟ୍ରକ୍ ଓଡ଼ି ୩୩ ଡି ୭୨୩୮ ପାଖରେ ଥିବା ଏକ ଦୋକାନ ପାଚେରୀରେ ବାଡେଇ ହୋଇ
Read More...