Browsing Tag

kantabanji news

କେ.ଭି. କଲେଜରେ ଗଙ୍ଗାଧର ମେହେର ଜୟନ୍ତୀ

ଅମୃତ ଓ ଆଲୋକର କବି ହେଉଛନ୍ତି ଗଙ୍ଗାଧର ମେହେରଗଙ୍ଗାଧରଙ୍କ ସାହିତ୍ୟ ଆଜି ମଧ୍ୟ ପ୍ରାସଙ୍ଗିକ କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ଗଙ୍ଗାଧର ମେହେର ହେଉଛନ୍ତି ଏ ମାଟିର ଗର୍ବ ଓ ଗୌରବ । ସେ ଅମୃତ ଓ ଆଲୋକର କବି । ଗଙ୍ଗାଧରଙ୍କ ସାହିତ୍ୟ ଆଜି ମଧ୍ୟ ପ୍ରାସଙ୍ଗିକ । ଏ ମତ ପ୍ରକାଶ ପାଇଛି
Read More...

କଣ୍ଟାବାଞ୍ଜି ବନ୍ଦ ପାଳନ ସଫଳ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ୧ ଅଗଷ୍ଟ ସର୍ବୋଚ୍ଚ ନ୍ୟାୟାଳୟଙ୍କ ତରଫରୁ ଏସ୍‌ସି ଏବଂ ଏସ୍‌ଟି ସଂରକ୍ଷଣ ବିରୋଧୀ ରାୟ ପ୍ରତ୍ୟାହାର ଦାବିରେ କଣ୍ଟାବାଞ୍ଜି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କ୍ରିୟାନୁଷ୍ଠାନ କମିଟି ତରଫରୁ ଗିରିରାଜ୍ ସିଂ ମାଝୀଙ୍କ ନେତୃତ୍ୱରେ ସକାଳ ୬ରୁ ବନ୍ଦ
Read More...

ଆର.ଜି କର କଲେକର ବଳାତ୍କାର-ହତ୍ୟା ଘଟଣା : ଡାକ୍ତରୀ କର୍ମଚାରୀଙ୍କ ଦ୍ୱାରା କ୍ୟାଣ୍ଡେଲ ମାର୍ଚ୍ଚ

କଣ୍ଟାବାଞ୍ଜି, (ଜୁଗଳ କିଶୋର ଶବର) : ଶନିବାର ଦିନ କଣ୍ଟାବାଞ୍ଜି ହସ୍ପିଟାଲର ସମସ୍ତ କର୍ମଚାରୀ ତଥା ଆର.କେ.ଏସ୍ କମିଟି ସଦସ୍ୟ ଅଗଷ୍ଟ ୯ରେ କୋଲକାତାର କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଘଟିଥିବା ଦୁଷ୍କର୍ମ ଏବଂ ହତ୍ୟା ମାମଲା ନେଇ ଏକ କେଣ୍ଡଲ ରେଲି ମାଧ୍ୟମରେ ସହର ପରିକ୍ରମା କରି
Read More...

ପାଣି ଭର୍ତ୍ତି ଗାତରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

କଂଟାବାଞ୍ଜି, (ଯୁଗଳ କିଶୋର ଶବର) : ତୁରେକେଲା ଥାନା ବଡ଼ବାଙ୍କୀ ଗ୍ରାମ ନିକଟରେ ଥିବା ଏକ ପାଣି ଭତ୍ତି ଗାତରୁ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ଯୁବକ ଜଣକ ହେଉଛନ୍ତି ବଡବାଙ୍କି ଗ୍ରାମର ଜଳନ୍ଧର ମାଝି(୧୯ ) । ସେ ଶୁକ୍ରବାର ଦିନ ସନ୍ଧ୍ୟାରେ ଶୌଚ ପାଇଁ ଘରୁ ବାହାରି
Read More...

ରାଜ୍ୟସ୍ତରୀୟ ରାଙ୍କିଂ ରୋଲର ସ୍କେଟିଂ ରେସିଂ ପ୍ରତିଯୋଗିତା ଆରମ୍ଭ

କଣ୍ଟାବାଞ୍ଜି, (ଜୁଗଳ କିଶୋର ଶବର) : ଲକ୍ଷ୍ମୀ ଟେକନୋ ବିକାଶ ସ୍କୁଲ କଣ୍ଟାବାଞ୍ଜିରେ ରାଜ୍ୟସ୍ତରୀୟ ରାଙ୍କିଂ ରୋଲର୍‌ ସ୍କେଟିଂ ରେସିଂ ପ୍ରତିଯୋଗିତା ଆରମ୍ଭ । ଅଗଷ୍ଟ ୧୭ ରୁ ୧୮ ତାରିଖ ଦୁଇ ଦିନ ଧରି ଏହି ପ୍ରତିଯୋଗିତା ଚାଲିବ । ୯ଟି ଜିଲ୍ଲାର ପ୍ରତିଯୋଗୀମାନେ ଏହି ପ୍ରତିଯୋଗିତାରେ ଭାଗ
Read More...

କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି, (ଜୁଗଳ କିଶୋର ଶବର) : ବଡବାଙ୍କି ଗ୍ରାମର ଏକ କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ଯୁବକ ଜଣକ ହେଉଛନ୍ତି ବଡବାଙ୍କି ଗ୍ରାମର ଜଳନ୍ଧର ମାଝି (୧୯) । ନିର୍ମାଣଧୀନ ୫ଟି ସ୍କୁଲ ପାଖରେ ଥିବା କୂଅରୁ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡ଼ିଛି । ସନ୍ଦେହ ଘେରରେ
Read More...

ସମ୍ବିଧାନ ଛକ ଠାରେ ସମ୍ବିଧାନତା ଦିବସ ପାଳିତ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ସମ୍ବିଧାନ ଛକଠାରେ ଯୁବ ସାମାଜସେବୀ ଅନିଳ ସିପକାଙ୍କ ନେତୃତ୍ୱରେ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳି ଲକ୍ଷେ ଘର ଗଣ୍ଡା ସମାଜ ସଭାପତି ଗୋବିନ୍ଦ
Read More...

୭୮ତମ ସ୍ୱାଧିନତା ଦିବସ ପାଳିତ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଏନ୍‌ଏସି ସ୍ତରୀୟ ୭୮ତମ ସ୍ୱାଧିନତା ଦିବସ ମହା ଆଡମ୍ୱର୍ ସହ ପାଳିତ ହୋଇଛି । ସ୍ଥାନୀୟ ରେଳ ୱେ ଫୁଟବଲ ପଡ଼ିଆରେ ଅନୁଷ୍ଠିତ ସାଧାରଣ ଜାତୀୟ ପତାକା ଉତ୍ତୋଳନରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥିତି ଭାବେ
Read More...

ଧୋବଘାଟେନ୍ ଛକ ଠାରେ ବ୍ୟକ୍ତିଙ୍କ ଉପରେ ପଡ଼ିଲା ଗଛ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ କୁର୍ଲୀ ଗ୍ରାମ ଧୋବଘାଟେନ୍ ମନ୍ଦିର ସାମ୍ନାରେ ଜଣେ ଯୁବକଙ୍କ ଉପରେ ଏକ ବଡ ଗଛର ଡ଼ାଳ ପଡିଯିବାରୁ ଯୁବକ ଗୁରତର ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ବେଲାପଡ଼ା ଥାନା ଅନ୍ତର୍ଗତ ସିହିନି ଗ୍ରାମର ରୂପ ରଣା କୌଣସି
Read More...

ସ୍କୁଲ ଭିତରେ ଚେତାଶୂନ୍ୟ ହୋଇ ମୃତ୍ୟୁବରଣ କଲେ ଅଷ୍ଟମ ଶ୍ରେଣୀର ଛାତ୍ରୀ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ସ୍କୁଲ ଭିତରେ ଚେତାଶୂନ୍ୟ ହୋଇ ମୃତ୍ୟୁବରଣ କଲେ ଅଷ୍ଟମ ଶ୍ରେଣୀର ଛାତ୍ରୀ । ସବୁ ଦିନ ଭଲି ଆଜି ମଧ୍ୟ ବିଦ୍ୟାଳୟକୁ ପାଠ ପଢିବାକୁ ଆସିଥିଲେ । ବିଦ୍ୟାଳୟରେ ଚାଲିଥିଲା କୁଇଜ୍‌ କନ୍‌ପିଡିସନ୍‌ । ଛାତ୍ରୀ ଜଣକ କୁଇଜ୍‌ କନ୍‌ପିଡିସନ୍‌ରେ ଭାଗ ନେଇ ବସିଥିବା
Read More...