Browsing Tag

kamakhyanagar news

ଦିବ୍ୟାଙ୍ଗ ମହିଳାଙ୍କୁ ତିନି ଚକିଆ ସାଇକେଲ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାକୁ ଦାବୀ

କାମାକ୍ଷାନଗର, (ତାପସ ଦାସ) : କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କନ୍ତିଓକାଟେଣୀ ଗାଁର ଦଳିତ ସାହିର ହୁଣ୍ଡି ନାଏକ ୧୮ ବର୍ଷ ହେଲା ଘୁଷୁରି ଘୁଷୁରି ଚଳପ୍ରଚଳ କରନ୍ତି । ଗାଧୋଇବାଠାରୁ ଆରମ୍ଭ କରି ଶୌଚ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ପାଇଁ ସ୍ବାମୀ ବା ପୁଅ ଉପରେ ନିର୍ଭର କରିଥାନ୍ତି । ସ୍ବାମୀ
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧ ମୃତ

କାମାକ୍ଷନଗର : କାମାକ୍ଷାନଗର ଟାଙ୍ଗରପଡ଼ା ୫୩ ନମ୍ବର ଜାତୀୟ ରାଜପଥ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ଭୁବନ ଥାନା ମୁରୁଗା ଗ୍ରାମର ମଙ୍ଗରାଜ ନାଏକ ତାଙ୍କ ଶ୍ୱଶୁର ଘର ମଠକରଗୋଳା ଠାରେ ରହି କାମାକ୍ଷନଗର ମେଡ଼ିକାଲରେ ସଫେଇ କର୍ମଚାରୀ ଭାବେ
Read More...