କାବା ହେଇଯିବ ହୋ’ : ଏଭର୍ କବିତା ଆସର୍
କବିତା ଟେ ପଢ଼୍ବାର୍ ଲାଗି କି କବିତା କିଛି ମନ୍ ଦେଇକରି ଶୁନ୍ବାର୍ ଲାଗି କବିତା ଆସର୍ କେ କବି ଜନେ ଲମିଯିବାର୍ଟା ସ୍ୱଭାବିକ୍ କଥା ଆଏ । ମାତର୍କ’ ଏଭେ କିଛି କିଛି କବିତା ଆସର୍ ଥି ଯେନ୍ ହାଟ୍ ବଜାର୍ ବସୁଛେ, ସେଟା ଦେଖିକରି ଡର୍ ଲାଗି ବସ୍ଲାନ’ । ଯେନ୍ ହୁଆହୁଟା ଯେ’!-->…
Read More...
Read More...