Browsing Tag

ka.nuagaon

ବାଇକ୍ ଦୁର୍ଘଟଣାରେ ଜଣେ ମୃତ

କ ନୂଆଗାଁ : କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ଅନ୍ତର୍ଗତ ମାରବାଲି ଜାତୀୟ ରାଜପଥ ବୁଲାନ୍ତି ରାସ୍ତାରେ ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା ଗ୍ରସ୍ତ ହେବା ପରେ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ବାଲିଗୁଡ଼ାରୁ କ ନୂଆଗାଁ ଅଭିମୁଖ ବାଇକଟି ଦୃତ ଗତିରେ ଯାଉଥିବା ବେଳେ
Read More...

କୁଡୁତୁଲି ପଞ୍ଚାୟତରେ ମଦମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

କ.ନୂଆଗାଁ : କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଳକ କୁଡୁତୁଲି ପଞ୍ଚାୟତ ସରପଞ୍ଚ ଚନ୍ଦ୍ର ମଲିକଙ୍କ ନୈତୃତ୍ବରେ ମଦମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ କୁଡୁତୁଲି ପଞ୍ଚାୟତର ସମସ୍ତ ମହିଳା ଏସଏଚ୍‌ଜି ସଦସ୍ୟ ମାନେ ଉପସ୍ଥିତ ରହି ଏକ ରାଲି ମାଧ୍ୟମରେ ସମସ୍ତ ୱାର୍ଡ
Read More...

କ.ନୂଆଗାଁରେ ଅହିଂସା ରଥକୁ ସ୍ୱାଗତ

କ.ନୂଆଗାଁ : କନ୍ଧମାଳ ଜିଲ୍ଲାରେ ପହଞ୍ଚିଥିବା ଅହିଂସା ରଥକୁ କ.ନୂଆଗାଁ ବ୍ଲକ ପ୍ରଶାସନ ପକ୍ଷରୁ ସାରଙ୍ଗଡ ଥାନା ପାଖରେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏଥିରେ ପ୍ରଶାସନ ଅଧିକାରୀ, ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀ ଉପସ୍ଥିତ ରହି ରଥକୁ ପୂଜା ଅର୍ଚ୍ଚନା କରି ସ୍ୱାଗତ କରିଥିଲେ। ରଥରେ
Read More...

କ.ନୂଆଗାଁ ବ୍ଲକରେ ସ୍ୱାଧୀନତା ଦିବସ ପାଳନ

କ.ନୂଆଗାଁ : କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ଅଞ୍ଚଳରେ ଥିବା ୧୪ଟି ପଞ୍ଚାୟତ ଓ ସମସ୍ତ କାର୍ଯ୍ୟାଳୟ ଓ ବିଦ୍ୟାଳୟରେ ୭୬ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି । କୁଡୁତୂଲି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସରପଞ୍ଚ ଚନ୍ଦ୍ର ମଲ୍ଲିକ ଉପସ୍ଥିତ ରହି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ମହାସିଂ
Read More...