କଂଗ୍ରେସ ଛାଡିପାରନ୍ତି ବରିଷ୍ଠ ନେତା ଜୟରାମ ପାଙ୍ଗୀ : ଜାହିର କଲେ ଅସନ୍ତୋଷ
ଜୟପୁର : କଂଗ୍ରେସ ଛାଡିବେ ବରିଷ୍ଠ ନେତା ଜୟରାମ ପାଙ୍ଗୀ । କୋଟିଆକୁ ନେଇ ଦଣ୍ଡକାରଣ୍ୟ ରାଜ୍ୟ ଗଠନ ପାଇଁ କରିବେ ପ୍ରୟାସ । ଆନ୍ଧ୍ରର ୨ଟି ଜିଲ୍ଲା ସହ ଅବିଭକ୍ତ କୋରାପୁଟ ଜିଲ୍ଲାକୁ ଏଥିରେ ସାମିଲ ପାଇଁ ଯୋଜନା । କୋଟିଆ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର କିମ୍ବା ରାଜ୍ୟ ସରକାର ପ୍ରୟାସ!-->…
Read More...
Read More...