Browsing Tag

jayapatana news

ଜୟପାଟଣା କାର୍ଯ୍ୟରତ ସାମ୍ବାଦିକ ସଂଘର ରାଷ୍ଟ୍ରୀୟ ପ୍ରେସ ଦିବସ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସ୍ଥିତ ପର୍ଶୁରାମ ପେଲେସ ଠାରେ ଜୟପାଟଣା କାର୍ଯ୍ୟରତ ସାମ୍ବାଦିକ ସଂଘର ରାଷ୍ଟ୍ରୀୟ ପ୍ରେସ ଦିବସ ଦୃଢ଼ ସଂକଳ୍ପର ସହ ପାଳିତ ହୋଇଯାଇଛି । ଏହି ଅବସରରେ ଆଞ୍ଚଳିକ ବିକାଶ, ସଶକ୍ତ ସଂଗଠନ ଓ ଆନୁପାତିକ ଅଧିକାର ଉପରେ ବ୍ୟାପକ ଆଲୋଚନା କରାଯାଇଥିଲା ।
Read More...

ଧନସୁଳୀ ଆଶ୍ରମ ବିଦ୍ୟାଳୟ ଠାରେ ଜନଜାତି ଗୌରବମୟ ଦିବସ ପାଳିତ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ଧନସୁଳୀ ସରକାରୀ ଆଶ୍ରମ ବିଦ୍ୟାଳୟ ପରିସରରେ ସହିଦ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଅବସରରେ ଜାତୀୟ ଗୌରବମୟ ଦିବସ ପାଳିତ ହୋଇଯାଇଛି । ରାଷ୍ଟ୍ର ପ୍ରେମର ମଶାଲ ଜଳାଇ ଇଂରେଜ ବିରୁଦ୍ଧରେ ସଶସ୍ତ୍ର ସଂଗ୍ରାମ କରି ବଳିଦାନୀ ହୋଇଥିବା
Read More...

ଅବ୍ୟବସ୍ଥାରେ ଶିକ୍ଷା : ଶିଶୁ ଦିବସରେ ରାଜରାସ୍ତାରେ ଶିଶୁ

ଜୟପାଟଣା, (ଶେଷଦେବ ବେହେରା) : ନଭେମ୍ବର ୧୪ ସମଗ୍ର ଦେଶରେ ଶିଶୁ ଦିବସ ଭାବରେ ପାଳିତ ହେଉଥିବା ବେଳେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ମୁଖିଗୁଡ଼ା ସ୍ଥିତ ଇନ୍ଦ୍ରାବତୀ ଯୋଜନା ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଶିଶୁ ଦିବସରେ ନିଜ ଶିକ୍ଷା ଅଧିକାର ପାଇଁ ରାଜରାସ୍ତାକୁ ଓହ୍ଲାଇ
Read More...

ଉଚ୍ଛୁଲା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ମେଳା

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ଉଚ୍ଛୁଲା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ମେଳା ମହାସମାରୋହରେ ସମ୍ପନ୍ନ ହୋଇଯାଇଛି । ଜୟପାଟଣା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ଏହି
Read More...

ପ୍ରଜ୍ଞାନ ମିଶନ ତରଫରୁ ବ୍ଲକସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ

ଜୟପାଟଣା, (ଶେଷଦେବ ବେହେରା) : ଧର୍ମଗଡ ବ୍ଲକର ବ୍ଲକସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଧର୍ମଗଡ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ 'କ' (୩ରୁ ୫ ଶ୍ରେଣୀ) ୨୪ ଜଣ, 'ଖ' (୬ରୁ ୮ ଶ୍ରେଣୀ )୧୩ ଜଣ ଓ 'ଗ' (୯ରୁ ୧୨ ଶ୍ରେଣୀ) ୪ ଜଣ ପ୍ରତିଭାଗୀ ଏହିପରି
Read More...

ମା’ ଲଙ୍କେଶ୍ଵରୀଙ୍କ ୩୮ତମ ବାର୍ଷିକ ମହୋତ୍ସବ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ କୁଚା ଗାଁ ଠାରେ ଅବସ୍ଥିତ ମା' ଲଙ୍କେଶ୍ୱରୀଙ୍କ ୩୮ତମ ବାର୍ଷିକ ମହୋତ୍ସବ ଶ୍ରଦ୍ଧା ଓ ଭକ୍ତିର ସହ ମହାସମାରୋହରେ ପାଳିତ ହୋଇଯାଇଛି । ଗାଁର ଇଷ୍ଟଦେବୀ ଭାବରେ ପୂଜା ପାଇ ସମଗ୍ର ଅଞ୍ଚଳରେ ଶ୍ରଦ୍ଧା ଓ ବିଶ୍ୱାସର ପ୍ରତୀକ ସାଜି ଥିବା
Read More...

ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ କଳା ଉତ୍ସବ ୨୦୨୪

ଜୟପାଟଣା, (ଶେଷଦେବ ବେହେରା) : ଆଜି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଶିକ୍ଷା କାର୍ଯ୍ୟାଳୟ ସମଗ୍ର ଶିକ୍ଷା ଆନୁକୂଲ୍ୟରେ ସ୍ଥାନୀୟ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଖଲିଆଭଟାଠାରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ କଳା ଉତ୍ସବ ୨୦୨୪ ଅନୁଷ୍ଠିତ ହୋଇଯାଇଛି । ଅଗ୍ରପୂଜ୍ୟ ଗଜାନନଙ୍କ
Read More...

କଳାହାଣ୍ଡି ଜିଲ୍ଲା ଗଠନର ୭୫ତମ ବର୍ଷ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ପଞ୍ଚାୟତ ସମିତି ସଭାଗୃହରେ କଳାହାଣ୍ଡି ଜିଲ୍ଲା ଗଠନର ୭୫ତମ ସ୍ଥାପନା ଦିବସ ଉପଲକ୍ଷେ ବିଡିଓ ଧର୍ମରାଜ ମାଝୀଙ୍କ ଅଧ୍ୟକ୍ଷତାରେ କଳାହାଣ୍ଡି ଜିଲ୍ଲାର ସ୍ୱର୍ଣ୍ଣିମ ଇତିହାସର ପୃଷ୍ଠଭୂମି ସମ୍ପର୍କିତ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତକୁ ନେଇ ଏକ
Read More...

ପ୍ରଜ୍ଞାନ ମିଶନ ତରଫରୁ ରାଜ୍ୟସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ

ଜୟପାଟଣା, (ଶେଷଦେବ ବେହେରା) : ଆଜି ପ୍ରଜ୍ଞାନ ମିଶନ ତରଫରୁ ଅନୁଷ୍ଠିତ ହେଉଥିବା ରାଜ୍ୟସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତାର ପ୍ରଥମ ଚରଣରେ ଜୁନାଗଡ ବ୍ଲକ ଅନ୍ତର୍ଗତ କର୍ଚଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ କର୍ଚଲା, ଗୌଡ ଛେଣ୍ଡିଆ, ହାବସପୁର, ଚିକିଲି ଆଦି ଗ୍ରାମର ବିଦ୍ୟାଳୟଗୁଡ଼ିକର
Read More...

ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ ଦୌଡ଼କୁଦ ପ୍ରତିଯୋଗିତା

ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ ଦୌଡ଼କୁଦ ପ୍ରତିଯୋଗିତା ଜୟପାଟଣା ବ୍ଲକ ଅନ୍ତର୍ଗତ ଖଲିଆଭଟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପଡିଆ ଠାରେ ମହାସମାରୋହରେ ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପ ସିଂହ ମାଝୀଙ୍କ ପ୍ରତ୍ୟକ୍ଷ
Read More...