Browsing Tag

jajpur

ମର୍ମ‌ନ୍ତୁଦ ସଡକ ଦୁର୍ଘଟଣା : ବାଇକକୁ ଧକ୍କା ଦେଲା ଡମ୍ଫର, ୨ ମୃତ, ୧ ଗୁରୁତର

ଯାଜପୁର : ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ନେଉଳପୁର ନିକଟରେ ପେଟ୍ରୋଲ ପମ୍ପ ସମ୍ମୁଖରେ ଏକ ମର୍ମ‌ନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ମୃତକ ଦ୍ୱୟ ହେଲେ ଲକ୍ଷ୍ମୀକାନ୍ତ ମାଟିଆ ଓ ତାଙ୍କ ପତ୍ନୀ ମଞ୍ଜୁଲତା । ସ୍ୱାମୀ, ସ୍ତ୍ରୀ ଏବଂ ୮ ବର୍ଷର ଝିଅ ବାଇକରେ ବାରିପଦା ଯାଉଥିବା ବେଳେ ଚଣ୍ଡିଖୋଲ ପଟୁ
Read More...