Browsing Tag

ganjam news

ଗଞ୍ଜାମ ମୁଖ୍ୟ ରାସ୍ତା ପାର୍ଶ୍ଵରୁ ମୋରମ୍‌ ଚୋରି ଅଭିଯୋଗ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ବଡ଼ବଜାର ମୁଖ୍ୟ ରାସ୍ତା ପାର୍ଶ୍ଵରୁ ଏକାଧିକ ଟ୍ରିପରୁ ଅଧିକ ମୋରମ ବେହି ନେଇଯାଇଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ରଙ୍କୁ ପଚାରିବାରୁ ମୋରମ ଚୋରି ହୋଇଥିବା ମୋ ନିକଟରେ ଅଭିଯୋଗ
Read More...

ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ଉମାକାନ୍ତ ବେହେରା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସମାଜକୁ ସଚେତନତା ବାର୍ତ୍ତା ଦେଇ ପରିବେଶକୁ ସବୁଜ ସୁନ୍ଦର କରି ଗଢି ତୋଳିବା ପାଇଁ ନିଜ ଜନ୍ମ ଦିବସକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ଓଡିଶା ସମ୍ବାଦିକ ସଙ୍ଘର ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଉମାକାନ୍ତ ବେହେରା । ଗଞ୍ଜାମ ମହାବିଦ୍ୟାଳୟ
Read More...

ଅବ୍ୟବସ୍ଥାରେ ହୁମା ହାଟ : ହାଟ ମଧ୍ୟକୁ ଯିବା ପାଇଁ ନାହଁ ବାଟ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତରେ ରହିଥିବା ଏସିଆ ମହାଦେଶର ପ୍ରସିଦ୍ଧ ହୁମା ସୁକୁଆ ହାଟ ମଧ୍ୟରେ ରାସ୍ତାର ଅବସ୍ଥା ଟିକିଏ ବର୍ଷାରେ ଅତି ଶୋଚନୀୟ ହୋଇପଡିଛି । ଯାହାକୁ ନେଇ ହାଟକୁ ଆସୁଥିବା ବ୍ୟବସାୟୀ ଓ ଗ୍ରାହକଙ୍କ ମଧ୍ୟରେ ଘୋର ଅସନ୍ତୋଷ
Read More...

ଦିଗପହଣ୍ଡିରେ ଭୟଙ୍କର ବସ୍‌ ଦୁର୍ଘଟଣା

ଗଂଜାମ, (କେପିଏନ୍‌ଏସ୍‌) : ଗଂଜାମ ଦିଗପହଣ୍ଡିରେ ଘଟିଛି ଏକ ଭୟଙ୍କର ଦୁର୍ଘଟଣା । ଓଏସ୍‌ଆର୍‌ଟିସି ବସ ଓ ଘରୋଇ ବସ ମଧ୍ୟରେ ହୋଇଛି ଧକ୍କା । ଫଳରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦୁଇ ବସର ଅନେକ ଯାତ୍ରୀ ଆହତ ହୋଇଥିବା ବେଳେ ସମସ୍ତ ଆହତଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି
Read More...

ମୁକ୍ତା ଯୋଜନା ପ୍ରକଳ୍ପ ନିର୍ମାଣ ପାଇଁ ଜାଗା ପରିଦର୍ଶନ କଲେ ନିର୍ବାହୀ ଅଧିକାରୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍‌ଏସିରେ ପ୍ରତ୍ୟେକ ୱାର୍ଡରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ ପାଇଁ ୧ କୋଟି ୯୦ ଲକ୍ଷ ମଞ୍ଜୁର କରିଛନ୍ତି ରାଜ୍ୟ ସରକାର । ମୁକ୍ତା ଯୋଜନାରେ ଆସିଥିବା ଏହି ଅନୁଦାନରେ ସହରର ଉର୍ନ୍ନତିକରଣ କରାଯିବ ଏହାର ପ୍ରକ୍ରିୟା ଶୁକ୍ରବାର ଠାରୁ ଆରମ୍ଭ ହୋଇଛି
Read More...

ଘନଘନ ବିଦ୍ୟୁତ କାଟ ପାଇଁ ବାମଦଳ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି । ପ୍ରବଳ ଖରା ସାଙ୍ଗରେ ଅସହ୍ୟ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଉଛି । ସରକାରଙ୍କର ଛତା ସାଙ୍ଗରେ ଜୋତା କାମ କରୁନାହିଁ । ଏଥିପାଇଁ ଲୋକେ ଘରୁ ପଦାକୁ ବାହାରି ପାରୁନାହାନ୍ତି । ଏହି ଭଳି ପରିସ୍ଥିତିରେ
Read More...

ଗୁଣ୍ଡିଚା ମନ୍ଦିରରେ ଦର୍ଶନ ଦେଲେ ତିନି ଠାକୁର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ଚାଲିଥିବା ପବିତ୍ର ରଥଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ପାଳିତ ହେଉଛି । ବୁଧବାର ଦିନ ଗୁଣ୍ଡିଚା ମନ୍ଦିରରେ ତିନି ଠାକୁର ଜଗନ୍ନାଥ, ବଳଭଦ୍ର ଓ ମା' ସୁଭଦ୍ରା ମତ୍ସ୍ୟ ଅବତାରରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ତିନି ଠାକୁରଙ୍କୁ ଭକ୍ତମାନେ
Read More...

“ଗୁରୁ ରତ୍ନମଣି” ସମ୍ମାନରେ ସମ୍ମାନିତ ହେଲେ ନାଟ୍ୟ ନିର୍ଦ୍ଦେଶକ ଡ଼. ଗୌରୀ ଶଙ୍କର ଶତପଥୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ସହର ସ୍ଥିତ ଭଗତ ସିଂ କନିଷ୍ଠ ମହାବିଦ୍ୟାଳୟର କାର୍ଯ୍ୟରତ ଅଧ୍ୟାପକ ତଥା ବରିଷ୍ଟ ନାଟ୍ୟ ନିର୍ଦ୍ଧେଶକ ଡ଼ଃ. ଗୌରୀ ଶଙ୍କର ଶତପଥୀଙ୍କୁ "ଗୁରୁ ରତ୍ନମଣି" ଉପାଧିରେ ସମର୍ଦ୍ଧିତ କରାଯାଇଛି । ଭୁବନେଶ୍ୱର ସ୍ଥିତ
Read More...

ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ଗଞ୍ଜାମ, (ପ୍ରଦୀପ ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପୋଡ଼ମପେଟା ଓ ଡ଼ିଆରପି କଲୋନୀରେ ଭିୟୁଷ ଅନୁଷ୍ଠାନ ପକ୍ଷରୁ ଭିୟୁଷ ଡିଜିଟାଲ ଲଟରାରୀ ସେଣ୍ଟରରେ ଏକ ଛଅ ଦିନିଆ ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ହୋଇଯାଇଛି । ଉକ୍ତ ଶିବିରକୁ ମୁଖ୍ୟ ଅତିଥି ଭାବେ
Read More...

ଓଡିଶା ବରିଷ୍ଠ କଳାକାର ମହାମଞ୍ଚ ପକ୍ଷରୁ ଦାବୀପତ୍ର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାମଞ୍ଚ ପକ୍ଷରୁ ଗଞ୍ଜାମ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ୩ ଦଫା ଦାବୀ ସମ୍ବଳିତ ଦାବୀପତ୍ର ପ୍ରଦାନ କରାଯାଇଛି । ସ୍ଥାନୀୟ କଳାକାର ଗୀତା ସ୍ୱାଇଁଙ୍କ ନେତୃତ୍ୱରେ କଳାକାରମାନେ ମୁଖ୍ୟମନ୍ତ୍ରୀଙ୍କ ଉର୍ଦ୍ଦୋ୍ୟରେ ବିଡ଼ିଓ
Read More...