Browsing Tag

ganjam news

ଗଞ୍ଜାମ ସହରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସାରା ବିଶ୍ୱରେ ଜୁନ ୨୧ ତାରିଖକୁ ଯୋଗ ଦିବସ ରୂପେ ପାଳନ ହେଉଥିବା ବେଳେ ଗଞ୍ଜାମ ସହର ଗ୍ରାସୀମି ଇଣ୍ଡଷ୍ଟ୍ରି ନିକଟ ସ୍ଥିତ ଇଣ୍ଡୋର ଷ୍ଟାଡିଅମ୍‌ ଠାରେ ଶୁକ୍ରବାର ଯୋଗ ଦିବସ ପାଳନ ହୋଇଥିଲା । ଗଞ୍ଜାମ ବିଡ଼ିଓ ବସନ୍ତ ମଲିକ, ତହସିଲଦାର କୁଞ୍ଜ ବିହାରୀ
Read More...

ଆର୍ଜିପଲ୍ଲୀର ଯୁବକ ସମୁଦ୍ରରେ ବୁଡ଼ି ନିଖୋଜ : ଉଦ୍ଧାର କାର୍ଯ୍ୟ ଜାରି

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଛତ୍ରପୁର ନିକଟସ୍ଥ ଆର୍ଜିପଲ୍ଲୀ ସମୁଦ୍ରରେ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି । ନିଖୋଜ ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ୨୨ବର୍ଷୀୟ ଯୁବକ ହେମନସେନ ବେହେରା ବୋଲି କୁହାଯାଉଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ଓଡ୍ରାଫ୍ ଓ ପୋଲିସ ପହଞ୍ଚି ଉଦ୍ଧାର
Read More...

ଗଞ୍ଜାମ ବାଳିକା ଉଚ୍ଚ ବିଦ୍ୟାଳୟରୁ ଚୋରି ମାମଲା : ଦୁଇ ଗିରଫ, ଚୋରି ସାମଗ୍ରୀ ଜବତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍‌ଏସି ସ୍ଥିତ ଷ୍ଟେସନ ରୋଡ଼ ଠାରେ ଥିବା ଗଞ୍ଜାମ ବାଳିକା ଉଚ୍ଚ ବିଦ୍ୟାଳୟରୁ ଗତ ଦୁଇଦିନ ତଳେ ବିଦ୍ୟାଳୟରେ ଇନ୍‌ଭଟର୍‌ ବ୍ୟାଟେରୀ, ସି.ସି କ୍ୟାମେରା ଆଦି ଚୋରି ହୋଇଥିଲା । ଏନେଇ ସୋମବାର ସ୍କୁଲ ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ଯାନୀ ଗଞ୍ଜାମ
Read More...

ବ୍ରହ୍ମପୁର ସାଂସଦ ଓ ଛତ୍ରପୁର ବିଧାୟକ ସମ୍ବର୍ଦ୍ଧନା ପାଇଁ ପ୍ରସ୍ତୁତି ବୈଠକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ୬ ନମ୍ବର ୱାର୍ଡ ଓଡ଼ିଆ ଢମଣା ସାହି ସ୍ଥିତ ରାମଲିଙ୍ଗେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ନବ ନିର୍ବାଚିତ ସାଂସଦ ଓ ବିଧାୟକଙ୍କୁ ସମ୍ବର୍ଦ୍ଧନା ପାଇଁ ଏକ ପ୍ରସ୍ତୁତି ବୈଠକ ଗଞ୍ଜାମ ଜିଲ୍ଲା
Read More...

ଓଡିଶାର ନୂତନ ମୁଖ୍ୟମନ୍ତ୍ରୀଙ୍କୁ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବୁଧବାର ଓଡିଶାର ନୂତନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ସ୍ଥିତ ଜନତା ମୈଦାନରେ ଶପଥ ଗ୍ରହଣ କରିଛନ୍ତି । ତାଙ୍କୁ ସ୍ୱାଗତ ଜଣାଇବା ପାଇଁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ବଟେଶ୍ଵର ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ତାଙ୍କୁ ସ୍ୱାଗତ
Read More...

ମଲାଡ଼ ଗ୍ରାମରେ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ମଲାଡ଼ ଗ୍ରାମ ପଞ୍ଚାୟତ ଏବଂ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରଝୋଳ ହିଞ୍ଜିଳିକାଟୁର ମିଳିତ ଆନୁକୂଲ୍ୟରେ ଏକ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର କାର୍ଯ୍ୟକ୍ରମ ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ଗ୍ରାମର ଚୈତନ୍ୟ ଠାକୁର କୋଠଘର ପରିସରରେ ଅନୁଷ୍ଠିତ କରାଯାଇଛି
Read More...

ବିରୁଳିଗଡ଼ ରାଜମାତାଙ୍କ ବିୟୋଗ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ବିରୁଳିଗଡ଼ର ରାଜମାତା ଶ୍ରୀମତୀ ପ୍ରେମ ମଞ୍ଜରୀ ସିଂହଦେଓ (୮୯)ଙ୍କ ବିରୁଳି ରାଜବାଟିରେ ଶନିବାର ଦିନ ଭୋରୁ ଦେହନ୍ତ ଘଟିଛି । ତାଙ୍କର ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସେ ଜଣେ ପରୋଉପକାରୀ, ଧର୍ମ ପରାୟଣ
Read More...

ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସହ ସ୍ଵଚ୍ଚ ଭାରତ କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସହରକୁ ସରସ ସୁନ୍ଦର କରିବା ପାଇଁ ବୃକ୍ଷ କାଟି ପିଚୁ କଂକ୍ରିଟ ପ୍ରଶସ୍ତ ରୋଡ଼ ନିର୍ମାଣ କରାଯାଉଛି ସେହି ଅନୁପାତରେ ତାପମାତ୍ରା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ସେହି କଥାକୁ ଚିନ୍ତା କରି ଜୁନ ୫ ବିଶ୍ୱ ପରିବେଶ ଦିବସ ଅବସରରେ ଗଞ୍ଜାମ ବ୍ଲକ ଅନ୍ତର୍ଗତ
Read More...

ଋଷିକୂଲ୍ୟା ନଦୀ ସୁରକ୍ଷା ସତ୍ୟାଗ୍ରହରେ ପିପଲପଙ୍କା ଡ୍ୟାମ ପ୍ରକଳ୍ପ ପ୍ରତ୍ୟାହାର ଓ ବାଲି ଚୋରାଚାଲାଣ ବନ୍ଦ କରିବାକୁ…

ଗଞ୍ଜାମ, (କେପିଏନ୍‌ଏସ୍‌) : ବୁଧବାର ବିଶ୍ୱ ପରିବେଶ ଦିବସରେ ଋଷିକୂଲ୍ୟା ନଦୀ ତଟ ଗ୍ରାମ ବିଞ୍ଚଣାପଲି ଠାରେ ଋଷିକୂଲ୍ୟା ନଦୀର ସୁରକ୍ଷା ପାଇଁ ସତ୍ୟାଗ୍ରହ କରାଯାଇଛି । ମଙ୍ଗଳବାର ଠାରୁ ବିଶିଷ୍ଠ ପରିବେଶବିତ୍‌ ପ୍ରଫୁଲ୍ଲ ସମନ୍ତରା ଉପବାସରଖି ବୁଧବାର ଶେଷ କରି ସତ୍ୟାଗ୍ରହ ସ୍ଥଳରେ ଉପସ୍ଥିତ
Read More...

ବାଇକ୍ ଦୁର୍ଘଟଣାରେ ଯୁବକ ମୃତ

ଗଞ୍ଜାମ : ବାଇକ୍ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ । ଗଞ୍ଜାମ ଜିଲ୍ଲା କୋଟିନଡା ଥାନା କଲେଜଛକ ସୂତାକଳ ନିକଟରେ ଘଟିଛି ଏହି ଦୁର୍ଘଟଣା । ମୃତ ଯୁବକ ହରିଡ଼ାପଦର ପଞ୍ଚାୟତ ମାଗୁରା ଗ୍ରାମର ବାଦଲ ନାୟକ ବୋଲି ଜଣାପଡ଼ିଛି । ବାଦଲ ନିଜ ବାଇକ ଯୋଗେ ଗାଁଁକୁ ଫେରିବା ସମୟରେ ସୂତାକଳ ନିକଟରେ
Read More...