Browsing Tag

duduka news

ରାସନ କାର୍ଡରେ ଗହମ ଦେବାକୁ ଦାବୀ

ଡୁଡୁକା : ଆଗରୁ ବିପିଏଲ୍‌ କାର୍ଡଧାରୀଙ୍କୁ ରିହାତୀ ମୁଲ୍ୟରେ ଚିନି, ଗହମ କିରୋସିନି ମିଳୁଥିଲା । ସେଥିମଧ୍ୟରୁ ପୂର୍ବରୁ ଚିନି ଓ ଏବେ ଗହମ ବାଦ୍‌ ପଡିଛି । ଫଳରେ ଏବେ ଖାଦ୍ୟ ସୁରକ୍ଷା ଯୋଜନା କେବଳ ଚାଉଳରେ ସୀମିତ ରହିଛି । ଗହମ ବନ୍ଦ ହେବାରୁ ଆଗଲପୁର ବ୍ଲକ ଅଞ୍ଚଳର ହିତାଧିକାରୀମାନେ ଅଧିକ
Read More...

ନିଖୋଜ ବାଳକ ଉଦ୍ଧାର

ଡୁଡୁକା, (କେପିଏନ୍‌ଏସ୍‌) : ଡୁଡୁକା ଗାଁର ଗାନ୍ଧୀ ବଗର୍ତ୍ତିଙ୍କ ପୁଅ ନାମୁ ବଗର୍ତ୍ତି(୧୩) ଗତ କିଛିଦିନ ହେଲା ନିଖୋଜ ହୋଇଯାଇଥିଲେ । ପରିବାର ଲୋକେ ଆଖପାଖ ଅଞ୍ଚଳରେ ବହୁ ଖୋଜାଖୋଜି କରି ନପାଇବାରୁ ଆଗଲପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଶନିବାର ସାଲେଭଟା ଫାଣ୍ଡି ଇନଚାର୍ଜ
Read More...

ଡୁଡୁକା ଅମଲା ମଞ୍ଚର ସମୂହ ଛୁଟି ଦରଖାସ୍ତ

ଡୁଡୁକା, (କେପିଏନ୍‌ଏସ୍‌) : ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚର ନିର୍ଦ୍ଦେଶ କ୍ରମେ ଆଗଲପୁର ବ୍ଲକ ଡୁଡୁକା ମଞ୍ଚର କର୍ମକର୍ତ୍ତା ଗତ ୨୨ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ କଳାବ୍ୟାଚ୍‌ ପରିଧାନ କରିଥିଲେ । ତଥାପି ମଞ୍ଚର ଦାବୀ ପ୍ରତି ସରକାର ଦୃଷ୍ଟି ନ ଦେବାରୁ ବ୍ଲକର ସମସ୍ତ ଅମଲା ଜୁନ୍‌ ୧
Read More...

ପାଣି ପାଇଁ ଡହଳବିକଳ

ଡୁଡୁକା, (କେପିଏନ୍‌ଏସ୍‌) : ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଆଗଲପୁର ଅଞ୍ଚଳରେ ବିଶେଷ କରି ବୁଲା ଗୋରୁ, କୁକୁର, ପକ୍ଷୀ ଆଦି ବହୁ କଷ୍ଟ ପାଉଥିବା ଦେଖିବାକୁ ମିଳୁଛି । ପାଣି ବୁନ୍ଦାଏ ପାଇଁ ଡହଳବିକଳ ହେଉଛନ୍ତି ସମସ୍ତେ । ତେଣୁ ଏମାନଙ୍କ ପାଇଁ
Read More...

କାଳବୈଶାଖୀରେ ଆମ୍ବ ଫସଲ ନଷ୍ଟ

ଡୁଡୁକା, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଅଞ୍ଚଳରେ ଚଳିତ ବର୍ଷ ଭଲ ଆମ୍ବ ଫସଲ ହୋଇଥିଲା । ଆମ୍ବ ଚାଷୀମାନେ ଭଲ ଦୁଇ ପଇସା ରୋଜଗାର କରିବେ ବୋଲି ଆଶା କରିଥିଲେ, ହେଲେ ଆଶା ଆଶାରେ ରହିଗଲା । କାଳବୈଶାଖୀ ଝଡବର୍ଷା ସବୁ ଉଜାଡି ଦେଲା । ପ୍ରବଳ ବେଗରେ ପବନ ବହିବାରୁ ଆମ୍ବ ଝଡିଯାଇ ନଷ୍ଟ
Read More...

ଆଗଲପୁର ବ୍ଲକରେ ୯୩.୮୮% ପାସ୍‌

ଡୁଡୁକା, (କେପିଏନ୍‌ଏସ୍‌) : ସଦ୍ୟ ପ୍ରକାଶିତ ମାଟ୍ରିକ୍‌ ପରୀକ୍ଷା ଫଳାଫଳ ଅନୁଯାୟୀ ଆଗଲପୁର(ଡୁଡୁକା) ବ୍ଲକର ୯୩.୮୮ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡିଛି । ଚଳିତ ବର୍ଷ ଏହି ବ୍ଲକ ଅନ୍ତର୍ଗତ ୨୪ଟି ହାଇସ୍କୁଲର ୧୪୮୬ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୩୯୫ ଜଣ ଛାତ୍ରଛାତ୍ରୀ
Read More...

ଫାଣ୍ଡିରେ ଫେରାର୍‌ ପ୍ରେମୀଯୁଗଳଙ୍କ ବିବାହ

ଡୁଡୁକା, (କେପିଏନ୍‌ଏସ୍‌) : ଆଗଲପୁର (ଡୁଡୁକା) ବ୍ଲକ୍‌ ସାଲେଭଟା ଫାଣ୍ଡି ପରିସରରେ ପୁଲିସ ଉପସ୍ଥିତିରେ ଫେରାର୍‌ ପ୍ରେମୀଯୁଗଳଙ୍କ ବିବାହ ସମ୍ପନ୍ନ ହୋଇଛି । ସୂଚନା ଅନୁସାରେ ମୁର୍ଷୁଣ୍ଡ ଗାଁର ବିକାଶ ବିଶ୍ୱାଳ(୨୬) ଏବଂ ସେହି ଗାଁର ସ୍ୱର୍ଗସିନୀ ପ୍ରଧାନ(୨୨)ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ
Read More...

ଅଦିନିଆ ବର୍ଷା ଉଜାଡି ଦେଳା ପରିବା ଫସଲ

ଡୁଡୁକା, (କେପିଏନ୍‌ଏସ୍‌) : ଆଗଲପୁର(ଡୁଡୁକା) ବ୍ଲକ ଅଞ୍ଚଳରେ ଗୁରୁବାର ରାତି ପ୍ରାୟ ସାଢେ ୧୧ଟା ବେଳେ ଖୁବ୍‌ ଜୋର୍‌ରେ ପବନ ବହିବା ସହ ବର୍ଷା ହୋଇଥିଲା । ଝଡ ତୋଫାନ ଯୋଗୁଁ ଅଞ୍ଚଳରେ ପନିପରିବା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି । ପାଣିରେ ପରିବା ଫସଲ ପଚି ନଷ୍ଟ ହୋଇଯିବାରୁ ଚାଷୀ ହତାଶ
Read More...

ଶବ ବ୍ୟବଚ୍ଛେଦ ଗୃହ ନିର୍ମାଣ ପାଇଁ ଦାବୀ

ଡୁଡୁକା, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକରେ ଶବ ବ୍ୟବଚ୍ଛେଦ ଗୃହ ନଥିବାରୁ ଅଞ୍ଚଳବାସୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଶବ ବ୍ୟବଚ୍ଛେଦ ଗୃହ ନିର୍ମାଣ ନିମନ୍ତେ ପୂର୍ବରୁ ବହୁବାର ଆନ୍ଦୋଳନ ଓ ଦାବୀ କରାଯାଇଥିଲେ ମଧ୍ୟ ପ୍ରଶାସନ ଦୃଷ୍ଟି ଦେଉନଥିବାରୁ ସାଧାରଣରେ ତୀବ୍ର
Read More...

ଚଳିତ ମାସର ପିଡିଏସ୍‌ ଚାଉଳ ପ୍ରଦାନ ଦାବୀରେ ବିଡ଼ିଓଙ୍କୁ ଦାବୀପତ୍ର ଦେଲେ ହରଭଙ୍ଗା ଗ୍ରାମବାସୀ

ଡୁଡୁକା, (କେପିଏନ୍‌ଏସ୍‌) : ଚଳିତ ମାସର ପିଡିଏସ୍‌ ଚାଉଳ ପ୍ରଦାନ ଦାବୀରେ ବିଡ଼ିଓଙ୍କୁ ଦାବୀପତ୍ର ଦେଲେ ଡୁଡୁକା ବ୍ଲକ ହରଭଙ୍ଗା ଗ୍ରାମବାସୀ । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଚଳିତ ମାସ ପଞ୍ଚାୟତର ସବୁ ଗାଁକୁ ଚାଉଳ ବଣ୍ଟା ହୋଇସାରିଛି ହେଲେ ହରଭଙ୍ଗା ଗାଁକୁ ଏଯାଏଁ ପିଡିଏସ୍‌ ଚାଉଳ
Read More...