Browsing Tag

dharmagad news

ଗୋତୋମୁଣ୍ଡା ଡାହିମାଲ ରାସ୍ତା କାର୍ଯ୍ୟ ତଦାରଖ ସହ ଅଞ୍ଚଳବାସୀଙ୍କ ସହ ସମସ୍ୟା ଆଲୋଚନା କଲେ ଜିଲ୍ଲା ବିଜେଡି ସଭାପତି

ଧର୍ମଗଡ଼, (ଭରତ ବିଶି) : କଳାହାଣ୍ଡି ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ ଗୁରୁବାର କୋକସରା ବ୍ଲକ ଗସ୍ତରେ ଆସି ଦଳୀୟ କର୍ମୀଙ୍କ ସହ କୋକସରା ପାର୍ଟି କାର୍ୟ୍ୟାଳୟରୁ ବାହାରି ପ୍ରଥମେ ଲଡୁଗାଁ ପଞ୍ଚୟତ ପହଞ୍ଚି ବହୁ ପ୍ରତୀକ୍ଷିତ ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲକୁ
Read More...

ନିମ୍‌ ଏଜୁକେସନ୍‌ ଫାଉଣ୍ଡେସନ୍‌‌ ଦ୍ଵାରା ପ୍ରଶିକ୍ଷଣ ଶିବିର କୋକସରା ଠାରେ ଅନୁଷ୍ଠିତ

ଧର୍ମଗଡ଼, (ଭରତ ବିଶି) : ନିମ୍‌ ଏଜୁକେସନ୍‌ ଫାଉଣ୍ଡେସନ୍‌‌ ଦ୍ବାରା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ଅତଥି ଭାବେ ରାଜ୍ୟ ମୁଖ୍ୟ ସତ୍ୟବ୍ରତ ଦାସ ଏବଂ ଜିଲ୍ଲା ଅଧକ୍ଷ ଦ୍ବାରିକା ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ରାଜ୍ୟ ମାନବାଧିକାର କମିଶନ ଓ
Read More...

ଶବରପଡାକୁ ନାହିଁ ରାସ୍ତା : ଜମି ହୁଡା ହିଁ ଭରସା

ଧର୍ମଗଡ଼, (ଭରତ ବିଶି) : କଳାହାଣ୍ଡି ଜିଲା କୋକସରା ବ୍ଲକ ଡୁଡକାଠେଙ୍ଗା ପଞ୍ଚାୟତ ଶବରପଡା ଗାଁକୁ ସବୁଦିନିଆ ଭଲ ରାସ୍ତା ନାହିଁ । ଲୋକଙ୍କୁ ଯାତାୟାତ ପାଇଁ ଜମି ହିଡ ହିଁ ଭରସା ପାଲଟିଛି । ଭଲ ରାସ୍ତା ନ ଥିବାରୁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସରକାରୀ ବାବୁମାନେ ଗାଁ
Read More...

କୁନି କୁନି ଛାତ୍ରଛାତ୍ରୀ‌ଙ୍କ ଭବିଷ୍ୟତ ଏବେ ଛେଳି ଚରାଇବାରେ : ବିରୋଧୀ ତଣ୍ଟି ଶୁଖିଯାଇଛି

ଧର୍ମଗଡ଼, (ଭରତ ବିଶି) : ଦେଶର ଭବିଷ୍ୟତ କହିଲେ କୁନି କୁନି ଛାତ୍ରଛାତ୍ରୀ ଠୁ ଆରମ୍ଭ ହୁଏ । ନୁତନ ସୁର୍ୟ୍ୟଦୟ ପାଇଁ ଭାରତ ସ୍ବପ୍ନ ଦେଖିବା ସମୟରେ ହଠାତ୍ କଳା ମେଘ ଘୋଟି ଆସିଲା ପ୍ରାୟ କରୋନା କରାଳ ରୂପ ଧରି ମାଡ଼ି ଆସିଛି । ଶୁଣାଯାଇଥିଲା, ସ୍କୁଲ କଲେଜ ବନ୍ଦ ହେବ କିଛି ଦିନ ପାଇଁ ।
Read More...

ଓଲଟିଲା ଗୁପ୍ତା ବସ୍‌ : ଶ୍ରମିକ ବୋଝେଇ ହାଇଦ୍ରାବାଦ ଯିବା ସମୟରେ ଦୁର୍ଘଟଣା

ଧର୍ମଗଡ଼, (ଭରତ ବିଶି) : ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କଳାହାଣ୍ଡି ଜିଲ୍ଲା କୋକସରା ଥାନା ବଡକେନ୍ଦୁଗୁଡ଼ା ନିକଟରେ ବସ୍ ଓଲଟି ପଡ଼ିଛି । ଭାରସାମ୍ୟ ହରାଇ ଗୁପ୍ତା ନାମକ ବସ୍ ଓଲଟି ପଡ଼ିଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି । ଛତିଶଗଡ଼ର ଦେଓଭୋଗରୁ
Read More...

ମହୁଲପାଟଣା ଘାଟିରେ ମାରଣାସ୍ତ୍ର ଦେଖାଇ ଗୋରୁ ବେପାରୀ ଠୁ ୫ ଲକ୍ଷ ୨୨ହଜାର ଟଙ୍କା ଲୁଟ ଅଭିଯୋଗ

ଧର୍ମଗଡ଼, (ଭରତ ବିଶି) : କଳାହାଣ୍ଡି ଜିଲ୍ଲାର ଜୟପାଟଣା ଥାନା ଅନ୍ତର୍ଗତ ମୁଖୀଗୁଡା ମହୁଲପାଟଣା ସାତ ନମ୍ବର ଘାଟି ରାସ୍ତାରେ ମାରଣାସ୍ତ୍ର ଦେଖାଇ ଲୁଟ ହୋଇଥିବା ଜଣାପଡିଛି । ରାୟଗଡା ଜିଲ୍ଲାର ଜଣେ ଗୋରୁ ବେପାରୀଙ୍କ ଠାରୁ ପାଞ୍ଚ ଲକ୍ଷ ଟଙ୍କା ଲୁଟ୍‌ କରି ଦୁବୃତ୍‌ର୍ତ ମାନେ ଫେରାର
Read More...

ସମାଜସେବା ପାଇଁ ଚର୍ଚ୍ଚାରେ ଦଣ୍ଡପାଟ ଅଞ୍ଚଳରେ ଭାରତୀ

ଧର୍ମଗଡ଼, (ଭାରତ ବିଶି) : ସମାଜସେବା ପାଇଁ ଉତ୍ସର୍ଗୀକୃତ ଜଣେ ଯୁବତୀ ଭାରତୀ ବିଶି । ଦଣ୍ଡପାଟ ଅଞ୍ଚଳର ୧୫ ଜଣ ଅସହାୟ ବୃଦ୍ଧା ଓ ଜଣେ ଭିନ୍ନକ୍ଷମଙ୍କୁ ନିଜ ଉଦ୍ୟମରେ କମ୍ବଳ ବଣ୍ଟନ କରିଥିବା ବେଳେ ଅନେକ ସମୟରେ ଲୋକଙ୍କୁ କରୋନା ସଚେତନ କରି ଆସୁଛନ୍ତି । ତାଙ୍କର ଏହି ଜନସେବା ପାଇଁ ଅନେକ
Read More...