Browsing Tag

dhandamunda news

ଦୁର୍ଘଟଣାଗ୍ରସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଲା ବିଙ୍ଗ୍‌ ହ୍ୟୁମାନ ସଂଗଠନ

ଧଣ୍ଡାମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଭାନପୁର ଓ ବ୍ରାହ୍ମଣୀ ଗ୍ରାମର ରାସ୍ତା ମଝିରେ ଜଣେ ବ୍ୟକ୍ତି ଦୁର୍ଘଟଣାଗ୍ରସ୍ତ ହୋଇ ଅସହାୟ ଅବସ୍ଥାରେ ପଡ଼ିରହିଥିଲେ । ଏ ବିଷୟରେ ବିଙ୍ଗ୍‌ ହ୍ୟୁମାନ ଫାଉଣ୍ଡେସନ ଖପ୍ରାଖୋଲ ଶାଖାର ସଭାପତି ବିଶ୍ୱଜିତ୍‌ ପଧାନଙ୍କ ସହ
Read More...

ମାଲପଡାରେ ସଂଚାର ମହୋତ୍ସବ ଉଦ୍‌ଘାଟିତ

ଧଣ୍ଡାମୁଣ୍ଡା, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ମାଲପଡାଠାରେ ଓମ୍‌ ବୈଦିକ ସାଂସ୍କୃତିକ ପରିଷଦ ପକ୍ଷରୁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ସହାୟତାରେ ଗ୍ରାମୀଣ ଲୋକକଳା ସଂଚାର ମହୋତ୍ସବ ଗତକାଲି ଉଦ୍‌ଘାଟିତ ହୋଇଯାଇଛି । ପରିଷଦ ସଭାପତି ଭାରତ ସାହୁଙ୍କ
Read More...

ବିଶ୍ୱଶାନ୍ତି ରୁଦ୍ର ମହାଯଜ୍ଞ ପାଇଁ କଳସ ଶୋଭାଯାତ୍ରା

ଧଣ୍ଡାମୁଣ୍ଡା, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ ଲୁହାସିଂହା ପଞ୍ଚାୟତ ଗଉଡପାଲି ଗୋକୁଳ ତପୋବନରେ ବିଶ୍ୱଶାନ୍ତି ରୁଦ୍ର ମହାଯଜ୍ଞ ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ସ୍ଥାନୀୟ ସୁକତେଲ ନଦୀରୁ ଜଳପୂର୍ଣ୍ଣ କଳସ ଆଣି ଯଜ୍ଞ ମଣ୍ଡପରେ ପହଞ୍ଚିଥିଲେ
Read More...

ରାବଣ ଦରବାର ପାଇଁ କଳାକାର ବରଣ

ଧଣ୍ଡାମୁଣ୍ଡା, (କେପିଏନ୍‌ଏସ୍‌) : ବେଲପଡା ବ୍ଲକ ଗମ୍ଭାରୀ ପଞ୍ଚାୟତ ବଜଲସାଗର ଗାଁରେ ଶିବମନ୍ଦିର ପ୍ରତିଷ୍ଠା ଅବସରରେ ହେବାକୁ ଥିବା ରାବଣ ଦରବାର ପାଇଁ କଳାକାର ବରଣ କରାଯାଇଛି । ରାବଣ ଭୂମିକାରେ ଅଭିନୟ କରିବା ପାଇଁ ଲାଠୋର ଗାଁର ଆର୍ତ୍ତ ସୁନାନୀଙ୍କୁ ବରଣ କରାଯାଇଛି ।
Read More...

ମାଣ୍ଡିଆ ବିକ୍ରୟ ନିମନ୍ତେ ସଚେତନତା ରଥର ଶୁଭାରମ୍ଭ

ଧଣ୍ଡାମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଖପ୍ରଖୋଲ ବ୍ଲକ କୃଷି କାର୍ଯ୍ୟାଳୟରେ ଓଡିଶା ମିଲେଟ ମିସନ ପକ୍ଷରୁ ମାଣ୍ଡିଆ ବିକ୍ରୟ ନିମନ୍ତେ ସଚେତନତା ରଥ ଆରମ୍ଭ ହୋଇଛି । ଖରିଫ ଋତୁରେ ଅମଳ ହୋଇଥିବା ମାଣ୍ଡିଆକୁ ମଣ୍ଡିରେ ବିକ୍ରି କରିବା ପାଇଁ ବ୍ଲକର ସମସ୍ତ ପଞ୍ଚାୟତ ଗାଁମାନଙ୍କୁ
Read More...

ଧଣ୍ଡାମୁଣ୍ଡାରେ ମହାଲକ୍ଷ୍ମୀ ପୂଜା ଅନୁଷ୍ଠିତ

ଧଣ୍ଡାମୁଣ୍ଡା, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ଧଣ୍ଡାମୁଣ୍ଡା ଜଗନ୍ନାଥ ମନ୍ଦିର ପ୍ରହରୀ ମଣ୍ଡପଠାରେ ମହାଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଘାସିରାମ ଭୋଇ ଓ ସ୍ତ୍ରୀ ଯଶୋଦା ଭୋଇ କର୍ତ୍ତା ଭାବେ ଯୋଗ ଦେଇଥିଲେ । ପୂଜା କମିଟି ସଭାପତି ଶୋଭନ୍ମୟ
Read More...

ସାଇ ବାବା ଜୟନ୍ତୀ ପାଳିତ

ଧଣ୍ଡାମୁଣ୍ଡା, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ସାଇ ମନ୍ଦିରଠାରେ ବୁଧବାର ଶ୍ରୀ ସତ୍ୟସାଇ ବାବାଙ୍କ ୯୭ତମ ଜୟନ୍ତୀ ପାଳିତ ହୋଇଯାଇଛି । ଧଣ୍ଡାମୁଣ୍ଡା ଶ୍ରୀ ସତ୍ୟସାଇ ଭଜନ ମଣ୍ଡଳୀ ଆନୁକୂଲ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତପସ୍ୱିନୀ ପାଢୀ, ପରକ୍ଷିତ ସାହୁ,
Read More...

ବଢୁଛି ଜଙ୍ଗଲି ବାର୍‌ହାଙ୍କ ଉପଦ୍ରବ

ଧଣ୍ଡାମୁଣ୍ଡା, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ବାଞ୍ଜିପାଲି ଗାଁରେ ଜଙ୍ଗଲି ବାର୍‌ହାଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି । ବାର୍‌ହା ପଲ ଚାଷ ଜମିକୁ ପଶି ଧାନ ଖାଇବା ସହ ଦାନ ଗଛ ଗୁଡିକୁ ଦଳି ଦେଉଛନ୍ତି । ଫଳରେ ଏକର ଏକର ଜମିର ଚାଷ ଏକ ପ୍ରକାରର ନଷ୍ଟ ହେଉଥିବା
Read More...

ପତ୍ରାପାଲି ଗାଁରେ ଗୌରା ପୂଜା

ଧଣ୍ଡାମୁଣ୍ଡା, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ ପଡିଆ ବାହାଲ ପଞ୍ଚାୟତ ପତ୍ରାପାଲି ଗାଁରେ ମହାସମାରୋହରେ ଗୌରା ପୂଜା ପାଳିତ ହୋଇଯାଇଛି । କଳଙ୍ଗା ସମ୍ପ୍ରଦାୟ ପକ୍ଷରୁ ଏହି ପୂଜା କରାଯାଇଥିଲା । ପୂଜାରେ ଗାଁର ଗୌନ୍ତିଆ ଜୟଚନ୍ଦ୍ର ପଧାନ ଓ ସ୍ତ୍ରୀ ହେମଲତା ପଧାନ କର୍ତ୍ତା ରୂପେ ଦାୟିତ୍ୱ
Read More...

ଧଣ୍ଡାମୁଣ୍ଡାରେ କରମସାନୀ ମହୋତ୍ସବ

ଧଣ୍ଡାମୁଣ୍ଡା, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ଧଣ୍ଡାମୁଣ୍ଡା ଗୌନ୍ତିିଆପଡାରେ କରମସାନୀ ମହୋତ୍ସବ ପାଳିତ ହୋଇଛି । ଗାଁର ମହିଳାମାନେ ଉପବାସ ରହି ଅଧିଆ ପଡିଥିଲେ । ମହୋତ୍ସବରେ ୪ଟି ନୃତ୍ୟ ଦଳ ଯୋଗଦେଇ ନୃତ୍ୟ ପରିବେଷଣ କରିଥିଲେ । ଏହାକୁ ବହୁ ଲୋକ ଉପଭୋଗ
Read More...