ବନ ବିଭାଗ ଓ ପୋଲିସର ମିଳିତ ଚଢ଼ାଉରେ ଲକ୍ଷାଧିକ ଟଙ୍କାର କାଠ ସାମଗ୍ରୀ ଜବତ : ମୁଖ୍ୟ ଅଭିଯୁକ୍ତ ଫେରାର୍, ୨ ଗିରଫ୍
ଦେଓଗାଁ, (କେପିଏନ୍ଏସ୍) : ଦେଓଗାଁ ରେଂଜ ଓ ସଇଁତଲା ରେଂଜ ସହ ତୁଷୁରା ପୋଲିସର ମିଳିତ ଚଢ଼ାଉରେ ତୁଷୁରା ଥାନା ଅନ୍ତର୍ଗତ ଲୁର୍କି ଗାଁରୁ ଲକ୍ଷାଧିକ ଟଙ୍କାର କାଠ ସାମଗ୍ରୀ ସହ କାଠ କାମରେ ବ୍ୟବହୃତ ଯନ୍ତ୍ରପାତି ଜବତ ହୋଇଥିବା ସୂଚନା ମିଳିଛି । ଏହି ମାମଲାରେ ସମରା ନିବାସୀ ବ୍ୟାସଦେବ ସେଠ!-->…
Read More...
Read More...