ଅନୁଦାନ ଆସିଛି, ଖର୍ଚ୍ଚ ହୋଇ ନି : ବଢୁଛି ଅସନ୍ତୋଷ
ଦେଓଗାଁ, (ମନୀଷ କୁମାର ସାହୁ) : ବହୁ ବର୍ଷର ଦାବୀ ପରେ ବଣ ଜଙ୍ଗଲ ଘେରା ଦେଓଗାଁ ବ୍ଲକର ବନ୍ଧପଡ଼ା ହାଇସ୍କୁଲକୁ ୨୦୨୩/୨୪ ଶିକ୍ଷା ବର୍ଷରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମାନ୍ୟତା ଦିଆଯାଇଛି । ୨୦୨୨/୨୩ ଶିକ୍ଷା ବର୍ଷରେ ୧୨୮ ଓ ୨୦୨୩/୨୪ ଶିକ୍ଷା ବର୍ଷରେ ୧୨୮ ମୋଟ ଦୁଇ ବର୍ଷରେ ୨୫୬!-->…
Read More...
Read More...