ଦେଓଗାଁ ହାଇସ୍କୁଲରେ ଶିକ୍ଷାର୍ଥୀ – ପୋଲିସ ବାହିନୀ (ଏସ୍.ପି.ସି)ର ଶୁଭାରମ୍ଭ
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ ସମିତି ହାଇସ୍କୁଲ ସଭାଗୃହରେ ଗତକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଜନା ହୋଇଥିବା ଶିକ୍ଷାର୍ଥୀ - ପୋଲିସ ବାହିନୀ (ଏସ୍.ପି.ସି)ର ଶୁଭାରମ୍ଭ ହୋଇଯାଇଛି । ପ୍ରଧାନ ଶିକ୍ଷକ ଅମ୍ବରିଶ ଭୋଇଙ୍କ ସଭାପତିତ୍ୱରେ ହୋଇଥିବା କାର୍ଯ୍ୟକ୍ରମରେ!-->…
Read More...
Read More...