Browsing Tag

delanga news

ବ୍ରହ୍ମଚାରୀଙ୍କ ପରଲୋକରେ ଶୋକ

ଡେଲାଙ୍ଗ, (ଦିଲ୍ଲିୀପ କୁମାର ଧାଉଡିଆ) : ବେଣାପଞ୍ଜୁରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବେଣାପଞ୍ଜୁରୀ ଗ୍ରାମର ବାସିନ୍ଦା ତଥା ଶାନ୍ତିପ୍ରିୟ ମଣିଷ ବ୍ରହ୍ମଚାରୀ ପ୍ରଧାନଙ୍କ( ୯୩) ବୟସରେ ସୋମବାର ରାତିରେ ବାର୍ଦ୍ଧକ୍ୟ ଜନିତ ମୃତ୍ୟୁ ହୋଇଯାଇଛି । ତାଙ୍କର ମୃତ୍ୟୁ ଖବର ଶୁଣିବା ପରେ ସମଗ୍ର
Read More...

ବିଶିଷ୍ଟ ସୁଲେଖିକା ଗୀତା ମେହେଟ୍ଟାଙ୍କୁ ଶ୍ରଦ୍ଧାଞ୍ଜଳି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ସୁକନ୍ୟା, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ସୁଲେଖିକା, ସାମ୍ବାଦିକା ତଥା ସାରସ୍ୱତ ସାଧିକା ଗୀତା ମେହେଟ୍ଟା ଗତକାଲି ଦିଲ୍ଲୀରେ ଇହଲୀଳା ସମ୍ବରଣ କରିଥିଲେ । ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା
Read More...

ଆଜି ପତ୍ନୀ ପ୍ରଶଂସା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପତ୍ନୀଙ୍କ ପ୍ରଶଂସା ଦିବସ ସେପ୍ଟେମ୍ବର ମାସର ତୃତୀୟ ରବିବାର (ସେପ୍ଟେମ୍ବର ୧୭)ରେ ପାଳନ କରାଯାଏ । ଏହି ଅବସରରେ ସାମ୍ବାଦିକ ଦିଲ୍ଲୀପ କୁମାର ଧାଉଡିଆ ନିଜ ପତ୍ନୀଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ, ଆମମାନଙ୍କ ମଧ୍ୟରୁ ଯେଉଁମାନେ ଭାଗ୍ୟବାନ
Read More...

ଆମେ ଜାଣିବା, ଆମେ ଜିଣିବା କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ପ୍ରଶାସନ (ମଙ୍ଗଳ)ବିଭାଗ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଅଭିଭାବକ ବୈଠକ ସହିତ ଆମେ ଜାଣିବା, ଆମେ ଜିଣିବା କାର୍ଯ୍ୟକ୍ରମ, ଶନିବାର ଡେଲାଙ୍ଗ ବ୍ଲକ ସ୍ଥିତ ଗୁଆଳିପଡ଼ା ସେବାଶ୍ରମ
Read More...

ବ୍ୟବସାୟୀଙ୍କ ପରଲୋକରେ ଶୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରାଡ଼ିଆ ଗ୍ରାମର ବାସିନ୍ଦା ତଥା ବ୍ୟବସାୟୀ କପିଳେଶ୍ଵର ସାହୁଙ୍କ(୮୪) ବାର୍ଦ୍ଧକ୍ୟ ଜନିତ କାରଣରୁ ମୃତ୍ୟୁ ହୋଇଯାଇଛି । ତାଙ୍କର ମୃତ୍ୟୁ ଖବର ଶୁଣିବା ପରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳି ଯାଇଛ । ଘୋରାଡ଼ିଆ ବଜାରରେ
Read More...

ଇତିହାସ ସୃଷ୍ଟି କଲା ରାଧାକାନ୍ତ ବିଦ୍ୟାପୀଠ ଷ୍ଟେସନ ଡେଲାଙ୍ଗ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ ବକ୍ସିଂ ଚାମ୍ପିଅନସିପ୍‌ରେ ସାତ ଜଣ ଖେଳାଳି ମନୋନୀତ ହୋଇଛନ୍ତି । ସୁହାନି ବେହେରା, ଅଙ୍କିତା ବେହେରା, ସୋନାଲିକା ବରାଳ, ସ୍ମୃତିପ୍ରଜ୍ଞା ବାରିକ୍, ଗାୟତ୍ରୀ ପରିଡ଼ା, ମାଧବ ସ୍ୱାଇଁ, ରୁଦ୍ର ମହାରଣା । ସବୁଠୁ ମୁଖ୍ୟ
Read More...

ଓଡିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର : ୬୫ ୟୁନିଟ୍ ରକ୍ତ ସଂଗ୍ରହ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡିଶା ମୋ ପରିବାର ଏବଂ ବିଜୁ ଜନତା ଦଳ ଡେଲାଙ୍ଗ-ପିପିଲି ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଗାଦିବ୍ରହ୍ମ ଡିଗ୍ରୀ ମହାବିଦ୍ୟାଳୟରେ ରବିବାର ଦିନ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ୧୬ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ପ୍ରସନ୍ନ ସାହୁ
Read More...

ଡେଲାଙ୍ଗ ବ୍ଲକ୍ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢା ଠପ୍

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ରାଜ୍ୟ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ଆହ୍ୱାନ କ୍ରମେ ଡେଲାଙ୍ଗ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଦ୍ୱିତୀୟ ଦିନର ଧାରଣା ଓ ପ୍ରତିବାଦ ସଭା ଜାରି ରଖିଥିଲେ । ଏହା ଫଳରେ ଡେଲାଙ୍ଗ ବ୍ଲକ୍‌ର
Read More...

ଡେଲାଙ୍ଗରେ ଭଗବାନ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିକୁ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିବସ ବା ଜନ୍ମାଷ୍ଟମୀ ରୂପେ ପାଳନ କରାଯାଏ । ହିନ୍ଦୁମାନଙ୍କର ଏହା ଏକ ମୂଖ୍ୟ ପର୍ବ । ଦ୍ଵାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ ଭାଦ୍ରବ ମାସ
Read More...

ଡେଲାଙ୍ଗ ମହୋତ୍ସବ କମିଟି ପକ୍ଷରୁ ଗୁରୁ ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆମର ରାଷ୍ଟ୍ରଗୁରୁ, ମହାନ ଦାର୍ଶନିକ, ରାଷ୍ଟ୍ରଦୂତ, ଉପରାଷ୍ଟ୍ରପତି ତଥା ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜୟନ୍ତୀ ଦିବସ ଅର୍ଥାତ ସେପ୍ଟେମ୍ବର ମାସର ପାଞ୍ଚ ତାରିଖ ଗୁରୁ ଦିବସ ରୂପେ ସାରା ଦେଶ ପାଳନ କରୁଛି । ଶିକ୍ଷକମାନଙ୍କର ସମ୍ମାନାର୍ଥେ
Read More...