Browsing Tag

delanga news

ଯୁବ ସମାଜସେବୀଙ୍କୁ ସହିଦ୍ ରଜନୀକାନ୍ତ ସେବା ସମ୍ମାନ -୨୦୨୪

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ତିରୋଧାନ ଦିବସ ଅବସରରେ ଗ୍ରାମୀଣ ସେବକ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର କସର୍ଦା ନିଆଳିଠାରେ ଗ୍ରାମୀଣ ମହୋତ୍ସବ ଏବଂ ତ୍ରିଦିବସୀୟ ଗାନ୍ଧୀ ସେବା ଶିବିର କର୍ମଶାଳା ଉଦ୍‌ଯାପିତ ହୋଇଯାଇଛି
Read More...

ବିଶ୍ୱ କର୍କଟ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ଵରେ କର୍କଟ ରୋଗ ହେଉଛି ମୃତ୍ୟୁହାରର ଏକ ପ୍ରମୁଖ କାରଣ । ପ୍ରାୟ ୧୯ ନିୟୁତ ନୂତନ ରୋଗ ଏବଂ ପ୍ରତିବର୍ଷ ପ୍ରାୟ ୧୦ ନିୟୁତ କର୍କଟ ଜନିତ ମୃତ୍ୟୁ (ଗ୍ଲୋବୋକାନ୍ ୨୦୨୦) ଘଟିଥାଏ । ବିଶ୍ଵରେ ୬୦%ରୁ ଅଧିକ ନିମ୍ନ ଏବଂ ମଧ୍ୟମ ଆୟ ଦେଶରେ କର୍କଟ ରୋଗ
Read More...

ଡେଲାଙ୍ଗରେ ନୂତନ ରାମ ମନ୍ଦିର ପ୍ରତିଷ୍ଠା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଅରିଶଲ ଗ୍ରାମରେ ନୂତନ ରାମ ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କଳସ ଯାତ୍ରାରେ ୩୦୦ରୁ ଅଧିକ ପୁରୁଷ ମହିଳା ଶ୍ରଦ୍ଧାଳୁ ସାମିଲ ହୋଇଥିଲେ । ସମଗ୍ର ଅଂଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି
Read More...

ଡେଲାଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭାଷା ସାହିତ୍ୟ ସୃଜନଶୀଳତା କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଭୟ ଚରଣ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧନରେ ଓ ଅଧ୍ୟକ୍ଷତାରେ ଓଡ଼ିଆ ଭାଷା ସାହିତ୍ୟ ସୃଜନ ଶୀଳତା ଓ ପୁସ୍ତକ, ହସ୍ତଶିଳ୍ପ ପ୍ରଦର୍ଶନ, ଗଳ୍ପ କଥନ, କବିତା ପାଠ,
Read More...

ଡେଲାଙ୍ଗ ବ୍ଲକସ୍ତରୀୟ ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ସ୍ଥିତ ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ୍ତ କୁମାର ନାୟକଙ୍କ ତତ୍ୱାବଧାନରେ ଆୟୋଜିତ ଉତ୍ସବରେ
Read More...

ଜାତୀୟ ନିଖୋଜ ବ୍ୟକ୍ତି ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ଫେବୃଆରୀ ୩ରେ ଆମେରିକା ଏବଂ ଅନ୍ୟାନ୍ୟ ଦେଶରେ "ଜାତୀୟ ନିଖୋଜ ବ୍ୟକ୍ତି ଦିବସ" ପାଳନ କରାଯାଏ । ଏହି ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଏହା ହଜାର ହଜାର ନିଖୋଜ ବ୍ୟକ୍ତିଙ୍କ ଦୃଷ୍ଟି ଆକର୍ଷଣ କରେ । ନିଖୋଜ ଥିବା ଲୋକମାନଙ୍କ ବିଷୟରେ ସାଧାରଣ
Read More...

ବିଶ୍ୱ ଆର୍ଦ୍ରଭୂମି ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆର୍ଦ୍ରଭୂମି ଗୁଡିକ ମୁଖ୍ୟତଃ ଜଳ ଦ୍ଵାରା ଆଚ୍ଛାଦିତ ଅଞ୍ଚଳ । ପ୍ରାଣୀ ଏବଂ ଉଦ୍ଭିଦ ଜୀବନ ସହିତ ଏକ ଇକୋସିଷ୍ଟମ ବା ପରିସଂସ୍ଥା । ଆର୍ଦ୍ରଭୂମି ଉଭୟ ମଧୁର ଜଳ, ସାମୁଦ୍ରିକ କିମ୍ବା ଉପକୂଳ ଜଳ ହୋଇପାରେ, ଯାହାକି ଜଳାଶୟ, ଆର୍ଦ୍ର ଘାସଭୂମି, ଲବଣାକ୍ତ
Read More...

ସାଧୁତା ଓ ନମ୍ରତା ହିଁ ଶିଷ୍ୟର ଶ୍ରେଷ୍ଠ ଆୟୁଧ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବର୍ତ୍ତମାନ ସମାଜରେ ଭଲ ମଣିଷର ଘୋର ଅଭାବ ପରିଲକ୍ଷିତ ହେଉଛି । ଭଲ ମଣିଷ ହେବାରେ ପ୍ରତ୍ୟେକ ଛାତ୍ରଛାତ୍ରୀର ସାଧୁତା ଓ ନମ୍ରତା ହିଁ ମହାନ୍ ଗୁଣ ।ଗୋଟିଏ ଶିଷ୍ୟ ବା ଶିଷ୍ୟା ବାଲ୍ୟକାଳରୁ ସାଧୁତା, ନମ୍ରତା ଓ ସଚ୍ଚୋଟତା ଆଦି ଗୁଣାବଳୀକୁ ଆପଣେଇ
Read More...

ପ୍ରିନ୍‌ସିପାଲ୍‌ ଡକ୍ଟର ଶରତ ଚନ୍ଦ୍ର ବିଶ୍ୱାଳଙ୍କୁ ସେବା ନିବୃତ୍ତ ସମ୍ଵର୍ଦ୍ଧନା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଶିକ୍ଷକ ଯିଏ କି ବି‌ଶ୍ୱରେ ଦ୍ୱିତୀୟ ଗୁରୁ ରୂପେ ସ୍ଥାନ ପାଇଛନ୍ତି । ଯିଏ ସ୍ଥାନରେ ନୁହେଁ କାମରେ ମଧ୍ୟ କରି କି ଦେଖାନ୍ତି । ଆପଣମାନେ ତ ବହୁତ ସ୍ଥାନରୁ ଶୁଣିଥିବେ ଦେଖିଥିବେ ଆଉ ବହୁତ ଗୁଡ଼ାଏ ଶିକ୍ଷକଙ୍କ ମଧ୍ୟ ନିଃସ୍ଵାର୍ଥପର କାର୍ଯ୍ୟ ବିଷୟରେ
Read More...

ଭାରତୀୟ ତଟରକ୍ଷୀ ବାହିନୀ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ଫେବୃଆରୀ ୧ରେ "ଇଣ୍ଡିଆନ୍ କୋଷ୍ଟଗାର୍ଡ ଡେ" ବା ଆଇସିଜି ଦିବସ ପାଳନ କରାଯାଏ । ଦେଶର ସାମୁଦ୍ରିକ ସୁରକ୍ଷା, ସାମୁଦ୍ରିକ ଅର୍ଥବ୍ୟବସ୍ଥା ଏବଂ ଦେଶର ଉପକୂଳ ଜଳର ସୁରକ୍ଷା ପାଇଁ ଭାରତୀୟ ତଟରକ୍ଷୀ ବାହିନୀର ଅବଦାନକୁ ସ୍ମରଣ କରିବା
Read More...