Browsing Tag

delanga news

ଡେଲାଙ୍ଗ ଆଦର୍ଶ ବିଦ୍ୟାଳୟରେ ଗୃହ ପ୍ରବେଶ ଓ ସ୍ଵାଗତ ସମ୍ବର୍ଦ୍ଧନା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବେରବୋଇ ସ୍ଥିତ ଡେଲାଙ୍ଗ ଆଦର୍ଶ ବିଦ୍ୟାଳୟରେ ଶୁକ୍ରବାର ଛାତ୍ରଛାତ୍ରୀମାନଙ୍କ ନୂତନ ଗୃହ ପ୍ରବେଶ ଅବସରରେ ଅଭିଭାବକ ମହାସଂଘ ତରଫରୁ ସ୍ଵାଗତ କରାଯିବା ସହ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଓ ଅଧ୍ୟକ୍ଷାଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ
Read More...

ଆନ୍ତର୍ଜାତୀୟ ଯୋଗ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଯୋଗ ବିଦ୍ୟା, ଯାହାର ସୃଷ୍ଟି ଭାରତରେ ହୋଇଥିବା କୁହାଯାଏ । ଏକ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ବିକାଶ କଳା କୈଶଳ ଅଟେ । ଚଳିତ ବର୍ଷ ଆନ୍ତର୍ଜାତୀୟ ଯୋଗ ଦିବସର ଦଶମ ବାର୍ଷିକୀ ପାଳନ କରାଯାଉଥିବାରୁ ଏହା ଏକ ବିଶେଷ ଗୁରୁତ୍ୱ ବହନ କରୁଛି ।
Read More...

ନବନିର୍ବାଚିତ ସାଂସଦ ଓ ବିଧାୟକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା : ସ୍ୱାସ୍ଥ୍ୟ କେନ୍ଦ୍ର ବୁଲିଲେ, ରୋଗୀଙ୍କୁ ଫଳ ବାଣ୍ଟିଲେ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପିପିଲି ବିଧାନସଭାର ନବନିର୍ବାଚିତ ବିଧାୟକ ଆଶ୍ରିତ ପଟ୍ଟନାୟକ ଓ ପୁରୀ ଲୋକସଭା ସାଂସଦ ଡ. ସମ୍ବିତ ପାତ୍ରଙ୍କୁ ଡେଲାଙ୍ଗ ବିକାଶ ପରିଷଦ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ସ୍ଥାନୀୟ ହାଟ ବଜାରସ୍ଥିତ ଡେଲାଙ୍ଗ ବିକାଶ ପରିଷଦ କାର୍ଯ୍ୟାଳୟରେ
Read More...

ବିଶ୍ୱ ଉତ୍ପାଦକତା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତ୍ୟେକ ଜୁନ୍ ୨୦ରେ 'ବିଶ୍ୱ ଉତ୍ପାଦକତା ଦିବସ' ପାଳନ ହୁଏ । କମ୍ ସମୟ ମଧ୍ୟରେ ଅଧିକ କାର୍ଯ୍ୟ ହାସଲ କରିବାର କୁଶଳ ଉପାୟ ଗୁଡ଼ିକୁ ଆଜିର ଦିବସ ପାଳନ ଅବସରରେ ଆଲୋକିତ କରାଯାଇଥାଏ । ଏହି ଦିନଟି କେବଳ କଠିନ ପରିଶ୍ରମ କରିବା ନୁହେଁ ବରଂ କର୍ମ
Read More...

ବିଶ୍ୱ ସିକିଲ୍ ସେଲ୍ ସଚେତନତା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ଜୁନ୍ ୧୯ରେ ସିକିଲ୍ ସେଲ୍ ରୋଗ (ଏସ୍‌ସିଡି) ବିଷୟରେ ଜନସଚେତନତା ବୃଦ୍ଧି ପାଇଁ 'ବିଶ୍ୱ ସିକିଲ୍ ସେଲ୍ ସଚେତନତା ଦିବସ' ପାଳନ କରାଯାଏ । ଦିବସଟି ଏହି ରୋଗ ବିଷୟରେ ଜନସାଧାରଣଙ୍କ ଜ୍ଞାନ ବୃଦ୍ଧି, ଶୀଘ୍ର ନିରାକରଣକୁ ପ୍ରୋତ୍ସାହିତ କରିବା
Read More...

ନିରନ୍ତର ଗ୍ୟାଷ୍ଟ୍ରୋନମି ବା ପୁଷ୍ଟିକର ଖାଦ୍ୟ ସେବନ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଗ୍ୟାଷ୍ଟ୍ରୋନମିକୁ ବେଳେବେଳେ ଖାଦ୍ୟର କଳା କୁହାଯାଏ । ଅନ୍ୟ ଅର୍ଥରେ, ଗ୍ୟାଷ୍ଟ୍ରୋନମି ପ୍ରାୟତଃ ସ୍ଥାନୀୟ ଖାଦ୍ୟ ଏବଂ ରୋଷେଇକୁ ବୁଝାଏ । ନିରନ୍ତର ବା ସ୍ଥିରତା ହେଉଛି ଏକ ଅବସ୍ଥା ଯେ, କିଛି (ଯଥା କୃଷି, ମତ୍ସ୍ୟଚାଷ କିମ୍ବା ଖାଦ୍ୟ ପ୍ରସ୍ତୁତି)
Read More...

ମୁଗ ମଣ୍ଡି ଉଦ୍‌ଘାଟନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅଧିନସ୍ଥ ବକୁଲବନ ମହିଳା କୃଷକ ଉତ୍ପାଦକ କମ୍ପାନୀ ଆନୁକୁଲ୍ୟରେ ତା୧୧/୬/୨୦୨୪ ରିଖ ସକାଳ ୧୦ଟା ସମୟରେ ଆନୁଷ୍ଠାନିକ ଭାବେ ରବି ୨୦୨୩-୨୪ନିମନ୍ତେ ମୁଗ ମଣ୍ଡିର ଶୁଭ ଉଦ୍‌ଘାଟନ ହୋଇ ଯାଇଛି । କମ୍ପାନୀର ନିର୍ଦ୍ଦେଶିକା
Read More...

ସତେଜ ପନିପରିବା ଦିବସ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ସତେଜ ପନିପରିବାର ପୁଷ୍ଟିକର ମୂଲ୍ୟ ଏବଂ ମାନବ ସ୍ୱାସ୍ଥ୍ୟ ପାଇଁ ଏହାର ମହତ୍ତ୍ୱକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଜୁନ୍ ୧୬ରେ 'ସତେଜ ପନିପରିବା ଦିବସ' ପାଳନ କରାଯାଏ । ସତେଜ ପନିପରିବା ହେଉଛି ମାଇକ୍ରୋନ୍ୟୁଟ୍ରିଏଣ୍ଟ୍ରର ସର୍ବୋତ୍ତମ ଉତ୍ସ ଯାହା ଜୈବ
Read More...

ନୂଆ ରୂପରେଖ ପାଇଲା ଗୋପାଳଜୀଉ ମନ୍ଦିର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ନୂଆ ରୂପରେଖ ପାଇଲା ଜଗଦଳପୁର ଗ୍ରାମର ୧୫୦ ବର୍ଷର ଗୋପାଳଜୀଉ ମନ୍ଦିର । ୫-ଟି ଅନୁଦାନରେ ମନ୍ଦିର ନିର୍ମାଣ ବିଗ୍ରହ ପ୍ରତିଷ୍ଠା ଜଗଦଳପୁର ଗ୍ରାମବାସୀ ମାନଙ୍କ ମିଳିତ ସହଯୋଗରେ ସମ୍ପର୍ଣ୍ଣ ହୋଇଛି । ଲୁଣା ନଦୀରୁ ୩୨ ଜଣ କଳସ ଧାରୀଙ୍କ ମନ୍ଦିର
Read More...

ବିଶ୍ୱ ବୟସ୍କଙ୍କ ପ୍ରତି ଅତ୍ୟାଚାର ସଚେତନତା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ୧୫ ଜୁନ୍ ଦିନ 'ବିଶ୍ଵ ବୟସ୍କଙ୍କ ପ୍ରତି ଅତ୍ୟାଚାର ସଚେତନତା ଦିବସ' (ଡବ୍ଲୁଇଏଏଡି) ପାଳନ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଏହି ବର୍ଷର ଥିମ୍ ହେଉଛି 'ଜରୁରୀକାଳୀନ ପରିସ୍ଥିତିରେ ବୟସ୍କ ବ୍ୟକ୍ତିଙ୍କ ଉପରେ ହେଉଥିବା ଅତ୍ୟାଚାର ବିଷୟରେ ଆଲୋକପାତ
Read More...