Browsing Tag

delanga news

ଆନ୍ତର୍ଜାତୀୟ ବନ୍ଧୁତ୍ଵ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ଜୁଲାଇ ୩୦ରେ 'ଆନ୍ତର୍ଜାତୀୟ ବନ୍ଧୁତ୍ଵ ଦିବସ' ପାଳନ କରାଯାଏ । ଏହି ଦିବସରେ ବନ୍ଧୁମାନଙ୍କୁ ସମ୍ମାନିତ କରିବା ଏବଂ ଆମ ଜୀବନରେ ଉନ୍ନତି ଆଣିବାରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରଶଂସା କରିବା । ବନ୍ଧୁମାନେ ଆମ ଜୀବନକୁ
Read More...

ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ଜୁଲାଇ ୨୯ରେ 'ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ' ପାଳନ କରାଯାଏ । ମହାବଳ ବାଘ ଦୁନିଆର ଏକ ବୃହତ ଓ ବଡ ବଳବାନ ବନ୍ୟ ପ୍ରାଣୀ ହେବାର ସୁନାମ ଅର୍ଜନ କରେ । ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ ସମଗ୍ର ବିଶ୍ୱରେ ପାଳନ କରାଯାଏ ଯାହା ଦ୍ଵାରା ଆମେ
Read More...

ପୋଷଣ ଦିବସ ଓ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ ଶିକ୍ଷା ଶପଥ ସପ୍ତାହ ପାଳନ ଅବସରରେ ୬ଷ୍ଠ ଦିନରେ 'ମା' ପାଇଁ ଗଛଟିଏ ଓ ପୋଷଣ ଦିବସ' କାର୍ଯ୍ୟକ୍ରମ ଡେଲାଙ୍ଗ ବ୍ଲକର ବେଲପଡା ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିନିମନ୍ତେ ଆୟୋଜିତ ସଭାରେ
Read More...

ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ଜୁଲାଇ ୨୮ ରେ, 'ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ' ପାଳନ ହୁଏ । ସ୍ଵାସ୍ଥ୍ୟକର ପରିବେଶ ହେଉଛି ଏକ ସୁସ୍ଥ ସମାଜ ପାଇଁ ମୂଳଦୁଆ । ପ୍ରାକୃତିକ ସମ୍ପଦ ସୁରକ୍ଷାର ଗୁରୁତ୍ୱ ବିଷୟରେ ସଚେତନତା ଜାଗ୍ରତ କରିବା ପାଇଁ ଏହି ଦିବସ ପାଳନ ଏକ ସୁଯୋଗ
Read More...

‘ମା’ ପାଇଁ ଗଛଟିଏ’ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଶିକ୍ଷା ସପ୍ତାହ ପାଳନ ଅବସରରେ ଡେଲାଙ୍ଗ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ 'ମା ପାଇଁ ଗଛଟିଏ 'କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଅଭୟଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପ୍ରକୃତି ବନ୍ଧୁ ଶିକ୍ଷାବିତ୍
Read More...

କେନ୍ଦ୍ରୀୟ ରିଜର୍ଭ ପୋଲିସ ପ୍ରତିଷ୍ଠା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆର୍‌ର୍ପିଏଫ) ୨୭ ଜୁଲାଇ ୨୦୨୪ରେ ଏହାର ୮୬ତମ ସ୍ଥାପନା ଦିବସ ପାଳନ କରୁଛି । ଏହି ବିଶେଷ ଦିନ ଆମ ଦେଶର ଏକତା, ଅଖଣ୍ଡତା ଏବଂ ସାର୍ବଭୌମତ୍ୱକୁ ରକ୍ଷା କରିବାରେ ସିଆର୍‌ପିଏଫ୍‌ର ମହତ୍ଵପୂର୍ଣ୍ଣ ଭୂମିକା ତଥା
Read More...

ବିଶ୍ୱ ଲୁଣା ଜଙ୍ଗଲ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ଜୁଲାଇ ୨୬ରେ 'ବିଶ୍ୱ ଲୁଣା ଜଙ୍ଗଲ ଦିବସ' ବା 'ଆନ୍ତର୍ଜାତୀୟ ଲୁଣା ଜଙ୍ଗଲ ଦିବସ' ପାଳନ କରାଯାଏ । ଏହାକୁ ହେନ୍ତାଳ ବା ସୁନ୍ଦରୀ ବନ ଦିବସ ବୋଲି ମଧ୍ୟ କୁହାଯାଇପାରିବ । ମେନଗୃଭ ବା ଲୁଣା ଜଙ୍ଗଲ ଉଦ୍ଭିଦ ହେଉଛି ଏକ ପ୍ରକାର ଗ୍ରୀଷ୍ମ
Read More...

ପୃଥିବୀ ସୀମା ଲଙ୍ଘନ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରକୃତିର ନିୟମ ଅନୁସାରେ ପ୍ରତି ବର୍ଷ ପ୍ରାକୃତିକ ସମ୍ପଦ ସ୍ୱତ ସୃଷ୍ଟି ହୁଏ । 'ପୃଥିବୀ ଓଭରଶଟ୍ ଡେ' ବା 'ପୃଥିବୀ ସୀମା ଲଙ୍ଘନ ଦିବସ' ସେହି ଦିନକୁ ଇଙ୍ଗିତ କରେ ଯେତେବେଳେ ଏକ ବର୍ଷରେ ମାନବ ସମାଜର ଆବଶ୍ୟକୀୟ ମାନବ ସମ୍ବଳ ଚାହିଦା ପୃଥିବୀ ଯାହା
Read More...

ତାପଜ ଇଞ୍ଜିନିୟର ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ତାପଜ ଇଞ୍ଜିନିୟରିଂ ହେଉଛି ଉତ୍ତାପ ଶକ୍ତିର ଗତି ଏବଂ ଏହାର ସ୍ଥାନାନ୍ତର ବା ରୂପାନ୍ତର ବିଷୟରେ କାରିଗରୀ ଜ୍ଞାନ କୌଶଳ । ଶକ୍ତି ଦୁଇଟି ମାଧ୍ୟମ ମଧ୍ୟରେ ସ୍ଥାନାନ୍ତରିତ ହୋଇପାରେ କିମ୍ବା ଅନ୍ୟାନ୍ୟ ଶକ୍ତିରେ ରୂପାନ୍ତରିତ ହୋଇପାରେ । ଜଣେ ଥର୍ମାଲ୍
Read More...

‘ମା’ ପାଇଁ ଗଛ ଟିଏ’ କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗୋଡ଼ିପୁଟ ମାଟିଆପଡା ଗ୍ରାମ ପଂଚାୟତ ତାଳେଶ୍ୱର ମନ୍ଦିର ପରିସରରେ 'ମା' ପାଇଁ ଗଛ ଟିଏ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଡେଲାଙ୍ଗ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଯୋଗଦେଇ ମା'
Read More...