Browsing Tag

cuttack news

ଆନ୍ତଃରାଜ୍ୟ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତଙ୍କୁ ଏନ୍‌କାଉଣ୍ଟର୍‌

କଟକ : ନିଶ୍ଚିନ୍ତକୋଇଲି ଅନ୍ତଃରାଜ୍ୟ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ସାହୁ ଓରଫ୍‌ ଲିପୁ(୩୨)ଙ୍କୁ ଗତକାଲି ରାତିରେ କଟକ ଗ୍ରାମାଞ୍ଚଳ ପୁଲିସ ଏନ୍‌କାଉଣ୍ଟର୍‌ କରିଛି । ଲିପୁଙ୍କ ବାମଗୋଡ଼ରେ ଗୁଳି ବାଜିଛି । ତାକୁ ଚିକିତ୍ସା ପାଇଁ ପ୍ରଥମେ ନିଶ୍ଚିନ୍ତକୋଇଲି ଓ ପରେ କଟକ ବଡ଼
Read More...

ଆମ ପରିବେଶ ଓ ଆମ ସଂସ୍କୃତି ସାହିତ୍ୟାୟନ

କଟକ, (ସସ୍ମିତା ପ୍ରଧାନ) : କଟକ କୈବଲ୍ୟ ସାହିତ୍ୟ ସଂସଦ, କଟକ ତରଫରୁ ବଖରାବାଗ ଗାନ୍ଧୀ ଭବନରେ ଆମ ପରିବେଶ ଓ ଆମ ସଂସ୍କୃତି ସହିତ୍ୟାୟାନ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ବହୁତ୍ ସଂଖ୍ୟାରେ କବି , କବୟିତ୍ରୀ ଏବଂ ସମାଜସେବୀ ଯୋଗଦାନ କରିଥିଲେ । କବିତା ପାଠ ଏବଂ
Read More...

ସାଇବର୍‌ ପୋଲିସ୍‌ ଦ୍ୱାରା ମହା ବ୍ଲାକ୍‌ମେଲର୍‌ ଗିରଫ୍‌

କଟକ : କଟକ ସାଇବର ପୋଲିସ ଦ୍ୱାରା ଜଣେ ମହା ବ୍ଲାକ୍‌ମେଲର୍‌ ଗିରଫ୍‌ ହୋଇଥିବା ଜଣାପଡ଼ିଛି । ଝିଅମାନଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆଇଡିରୁ ଫଟୋ ଆଣି ବ୍ଲାକମେଲ୍‌ କରୁଥିବା ଅଭିଯୋଗରେ ସାଇବର୍‌ ପୋଲିସ୍‌ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ୍‌ କରିଥିବା ଜଣାପଡ଼ିଛି । ଗିରଫ୍‌ ଅଭିଯୁକ୍ତ ଜଣକ ଦିନେଶ
Read More...

ନଦୀପଠାରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର

କଟକ : ଗୋପାଳପୁର ନିକଟ କାଠଯୋଡି ପୋଲ ତଳୁ ମିଳିଛି ଜଣେ ଛାତ୍ରଙ୍କ ମୃତଦେହ । ମୃତ ଛାତ୍ର ଜଣକ କଲ୍ୟାଣ ନଗର ଅଞ୍ଚଳର ସଂଗ୍ରାମ ଜେନାଙ୍କ ପୁଅ ସାହିଲ ଜେନା ବୋଲି ଜଣାପଡିଛି । ସୂଚନା ଅନୁସାରେ ସାହିଲ ସତସଙ୍ଗବିହାର ଦରଗାପାଟଣା ସ୍କୁଲରେ ଦଶମ ଶ୍ରେଣୀରେ ପାଠ ପଢୁଥିଲେ । ଶୁକ୍ରବାର ଦିନ
Read More...

ଘାତ ଖଣ୍ଡନ ନାଁରେ ଅସଦାଚରଣ ଅଭିଯୋଗ

କଟକ : କଟକ ବାଙ୍କୀ ଥାନା ଅନ୍ତର୍ଗତ ନରଗାଙ୍ଗ ଗାଁରେ ଘାତ ଖଣ୍ଡନ ପୂଜା ନାଁରେ ଜଣେ ନାବାଳିକାଙ୍କୁ ମନ୍ଦିର ପୂଜକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ତେବେ ଅଭିଯୁକ୍ତ ପୂଜକଙ୍କୁ ଧରି ଲୋକେ ପୋଲିସ ଜିମାରେ ଦେଇଥିବା ସୂଚନା ମିଳିଛି ।
Read More...

ରାଜ୍ୟସ୍ତରୀୟ ବାବା ଗୋରେଖନାଥ ଆଧ୍ୟାତ୍ମିକ ସାହିତ୍ୟ ସମ୍ମିଳନୀ

କଟକ : କୈବଲ୍ୟ ସାହିତ୍ୟ ସଂସଦ, କଟକ ତରଫରୁ ଜଗତସିଂହପୁର ଗୋରେଖନାଥ ପୀଠରେ ରାଜ୍ୟସ୍ତରୀୟ ବାବା ଗୋରେଖ ନାଥ ଆଧ୍ୟାତ୍ମିକ ସାହିତ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ବହୁତ୍ ଜିଲ୍ଲାରୁ ବହୁତ୍ ସଂଖ୍ୟାରେ କବି କବୟିତ୍ରୀ ସମାଜସେବୀ ଆଧ୍ୟାତ୍ମିକ ପ୍ରବକ୍ତା ଯୋଗଦାନ କରିଥିଲେ ।
Read More...

ଲାଞ୍ଚ ନେବାବେଳେ ଧରାପଡିଲେ ଷ୍ଟୋର ମ୍ୟାନେଜର

କଟକ : କଟକ ଆର୍‌ଏମ୍‌ଏସ୍‌ ଷ୍ଟୋର ମ୍ୟାନେଜର ପ୍ରିୟରଞ୍ଜନ ବେହେରାଙ୍କୁ ଗିରଫ କଲା ସିବିଆଇ ଟିମ୍‌ । କଟକ ବାଲିଯାତ୍ରା ପଡ଼ିଆ ପାଖରେ ସେ ଜଣେ ବ୍ୟକ୍ତିଙ୍କଠାରୁ ୫୦୦୦ ଟଙ୍କା ଲାଞ୍ଚ ନେବାବେଳେ ଧରା ପଡିଥିବା ଜଣାପଡିଛି ।
Read More...

ଗୀତା ଜ୍ଞାନାଲୋକ ଶିଶୁ ସାହିତ୍ୟ ଉତ୍ସବ ପାଳିତ

କଟକ : କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ଶେଖ ବଜାର ଆଦୃତା ଶିଶୁ ସେବା ସଦନରେ ଗୀତା ଜ୍ଞାନାଲୋକ ଶିଶୁ ସାହିତ୍ୟ ଉତ୍ସବ ପାଳିତ ହୋଇଯାଇଛି । ଉକ୍ତ ଅବସରରେ ପ୍ରଫେସର ଡକ୍ଟର କୁଳମଣି ନାୟକ ମୁଖ୍ୟ ଅତିଥିଭାବେ ପ୍ରଦୀପ ପ୍ରଜ୍ୱଳନ କରି ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଗୀତା
Read More...

ସମସ୍ତ ଜିଲ୍ଲାରେ ବୁଲିବା ଆରମ୍ଭ କଲା ସାଇବର ସୁରକ୍ଷା ରଥ

ଅକ୍ଟୋବର ୧୫ ପର୍ଯ୍ୟନ୍ତ ବୁଲିବ ୩୪ଟି ସାଇବର ସୁରକ୍ଷା ରଥବାଣ୍ଟିଲା ସଚେତନତାର ମନ୍ତ୍ର : 'ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ' କଟକ : ଆଜିଠାରୁ ସାଇବର ସୁରକ୍ଷା ରଥ ରାଜ୍ୟର ସମସ୍ତ ଜିଲ୍ଲାରେ ବୁଲିବା ଆରମ୍ଭ କରିବା ସହ ଲୋକଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟିବା ଆରମ୍ଭ କରିଛି ।
Read More...

ମହାତ୍ମା ସୃଜନାୟନ ସାହିତ୍ୟ ପର୍ବ ପାଳିତ

କଟକ : କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ବୀରେନ ମିତ୍ର ମହିଳା ମହାବିଦ୍ୟାଳୟରେ ମହାତ୍ମା ସୃଜନାୟନ ସାହିତ୍ୟ ପର୍ବ ପାଳିତ ହୋଇଯାଇଛି । ଉକ୍ତ ଅବସରରେ ଶିଶୁ ବିଶେଷଜ୍ଞ ଡାକ୍ତର ପ୍ରାକ୍ତନ ପ୍ରଫେସର ନିରଞ୍ଜନ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ମହାତ୍ମାଗାନ୍ଧୀଙ୍କ ଆଦର୍ଶରେ
Read More...