ଶକ୍ତି ସଂରକ୍ଷଣ ସଂକଳ୍ପ ସୃଜନାୟନ
କଟକ, (ସସ୍ମିତା ପ୍ରଧାନ) : କୈବଲ୍ୟ ସାହିତ୍ୟ ସଂସଦ ଆନୁକୁଲ୍ୟରେ ଖାନ ନଗର ହାଇସ୍କୁଲରେ ଅନୁଷ୍ଠାନର ୬୪ତମ ସାହିତ୍ୟ ବିଜ୍ଞାନ ସମ୍ପର୍କିତ କାର୍ଯ୍ୟକ୍ରମ ଶକ୍ତି ସଂରକ୍ଷଣ ସଂକଳ୍ପ ସୃଜନାୟନ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ କବି କବୟିତ୍ରୀ "ଶକ୍ତି ସଂରକ୍ଷଣ"!-->…
Read More...
Read More...