Browsing Tag

congress news in kantabanji

କଂଟାବାଂଜି ଓ ତୁରେକେଲାରେ କଂଗ୍ରେସର ବନ୍ଦ ପାଳନ : ଡେଲି ମାର୍କେଟ ଓ ସାପ୍ତାହିକ ବଜାର ବ୍ୟତୀତ ସମସ୍ତ ଦୋକାନ ବଜାର…

କଂଟାବାଂଜି, (ମନିଶ କୁମାର ହଂସ) : କଂଟାବାଂଜି ସହରରେ କଂଗ୍ରେସର ଆହ୍ୱାନକ୍ରମେ ସୋମବାର ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା । ସୋମବାର ସାପ୍ତାହିକ ବଜାର ଥିବାରୁ ଉଭୟ ଡେଲି ମାର୍କେଟ ଓ ସାପ୍ତାହିକ ବଜାର ଉପରେ କୌଣସି ପ୍ରଭାବ ପଡି ନଥିଲା । ଏପରିକି ରେଲ ଚଳାଚଳରେ ମଧ୍ୟ ପ୍ରଭାବ ପଡି ନଥିଲା
Read More...