ବାଇକକୁ ପିଟିଲା ଚାରି ଚକିଆ ଯାନ : ବାଇକ ଆରୋହୀ ଗୁରୁତର
ଚୁଡ଼ାପାଲି : ବଲାଙ୍ଗିର ସଦର ଥାନା ଚୁଡ଼ାପାଲି ପୋଲ ଉପରେ ଏକ ବାଇକକୁ ଗୋଟିଏ ଚାରି ଚକିଆ ଯାନ ସାମ୍ନା ପଟରୁ ଧକ୍କା ଦେବାରୁ ବାଇକ ଆରୋହୀ ଗୁରୁତର ହୋଇଛି । ଗୁରୁତର ଆହତ ଜଣକ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଜିରାଟମାଲ ଗ୍ରାମର ଅକ୍ଷୟ ମହାକୁର(୩୦) । ସୂଚନା ଅନୁସାରେ ବାଇକ୍ ଆରୋହୀ!-->…
Read More...
Read More...