ମଧୁସେତୁ ନିକଟରୁୁ ନବଜାତ ଶିଶୁ ଉଦ୍ଧାର
ଚୌଦ୍ୱାର : ମହାନଦୀର ନୂଆପାଟଣା ନିକଟ ମଧୁସେତୁ ତଳେ ନଦୀ ବାଲିରେ ପଡ଼ିଥିବା ଗୋଟିଏ ନବଜାତ ଶିଶୁ ପୁତ୍ରକୁ ଚୌଦ୍ୱାର ପୁଲିସ ଉଦ୍ଧାର କରିଛି । ଶନିବାର ସକାଳେ କିଛି ଲୋକ ସେତୁ ଉପରେ ଚାଲିବାକୁ ଯାଇଥିବା ବେଳେ ସେତୁ ତଳେ ଏକ ଶିଶୁର କାନ୍ଦଣା ଶୁଣିବାକୁ ପାଇ ପୋଲ ତଳକୁ ଉଣ୍ଡିବାରେ ଏକ ତଉଲିଆରେ!-->…
Read More...
Read More...