ଗୁହାଳରେ ଲାଗିଲା ନିଆଁ : ୭ ଗୋରୁ ଜୀବନ୍ତ ଦଗ୍ଧ
ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନଏସିରେ ଭୀଷଣ ଅଗ୍ନିକାଣ୍ଡ । ରବିବାର ବିଳମ୍ବିତ ରାତିରେ ୱାର୍ଡ ନଂ-୧୩ ଗୋଲାଆଡ଼ିଆ ତଳବସ୍ତିରେ ଏକ ଗୋରୁ ଗୁହାଳରେ ନିଆଁ ଲାଗିଥିଲା । ଏହି ଭୟାବହ ଅଗ୍ନିକାଣ୍ଡରେ ୭ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା ରହିଛି ଖବର ପାଇ ଚାନ୍ଦବାଲି!-->…
Read More...
Read More...