Browsing Tag

chilika news

ଚିଲିକାରେ ଆରମ୍ଭ ହୋଇଛି ଡଲଫିନ ଗଣନା

ଚିଲିକା, (କେପିଏନ୍‌ଏସ୍‌) : ଚିଲିକାରେ ଆରମ୍ଭ ହୋଇଛି ଡଲଫିନ ଗଣନା । ଚିଲିକା ଉନ୍ନୟନ କତ୍ତୃପକ୍ଷ ଓ ବନବିଭାଗ ପକ୍ଷରୁ ମିଳତ ଭାବରେ ଗଣନା କାର୍ଯ୍ୟ କରାଯାଉଛି । ଏହି ଗଣନାରେ ୧୮ଟି ଟିମ ଏବଂ ମୋଟ ୧୦୯ ଜଣ କର୍ମଚାରୀ ସାମିଲ ଅଛନ୍ତି । ଚିଲିକାର ସାତପଡ଼ା ରେଞ୍ଜରୁ ୮ଟି ଏବଂ ବାଲୁଗାଁ
Read More...

ଆଇଏନ୍‌ଏସ୍‌ ଚିଲିକାରୁ ୪୫୫ଜଣ ଭାରତୀୟ ନୌସେନା ଓ ତଟ ରକ୍ଷକ ପ୍ରଶିକ୍ଷାର୍ଥୀଙ୍କ ସ୍ନାତକ ହାସଲ

ପାରାଦ୍ୱୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ଭାରତୀୟ ନୌସେନା ଓ ତଟ୍ଟରକ୍ଷକ ୦୧/୨୦୨୦ ବ୍ୟାଚ୍‌ର ୪୫୫ଜଣ ପ୍ରଶିକ୍ଷାର୍ଥୀ ମାନେ ୨୦୨୧ ଜାନୁଆରୀ ୫ ତାରିଖରେ ଅନୁଷ୍ଠିତ ଏକ ଆକର୍ଷଣୀୟ ପାସିଙ୍ଗ ଆଉଟ୍‌ ପେରେଡ୍‌ରେ ଆଇଏନ୍‌ଏସ୍‌ ଚିଲିକାରୁ ସ୍ନାତକ ହାସଲ କରିଥିଲେ । ଏହା ପ୍ରାରମ୍ଭିକ ପ୍ରଶିକ୍ଷକ
Read More...

ଆଜି ଭୋର୍‌ରୁ ଚିଲିକାରେ ଆର‌ମ୍ଭ ହୋଇଛି ପକ୍ଷୀ ଗଣନା

ବାଲୁଗାଁ, (କେପିଏନ୍‌ଏସ୍‌) : ଆଜି ଭୋର୍‌ରୁ ଚିଲିକାରେ ଆର‌ମ୍ଭ ହୋଇଛି ପକ୍ଷୀ ଗଣନା । ଚିଲିକାର ୫ଟି ରେଞ୍ଜରେ ୨୧ଟି ଟିମ ପକ୍ଷୀ ଗଣନା କାର୍ୟ୍ୟ କରୁଛ‌ନ୍ତି । ପକ୍ଷୀଗଣନା ୧୧୧ ଜଣ ଟିମ ସଦସ୍ୟଙ୍କ ଦ୍ୱାରା ଚାଲୁଥିବା ବେଳେ ଜଳଭାଗରେ ୧୯ଟି ଟିମ, ସ୍ଥଳଭାଗରେ ୨ଟି ଟିମ ପକ୍ଷୀ ଗଣନା କରୁଛନ୍ତି
Read More...