ଅମଲାସଂଘର ଧାରଣା ତୃତୀୟ ଦିନରେ ପହଞ୍ଚିଲା : ସରକାରୀ ଫାଇଲ୍ କାର୍ଯ୍ୟ ଠପ୍, ଜନଅସନ୍ତୋଷ ବୃଦ୍ଧି
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ରାଜସ୍ୱ ଅମଲା ସଂଘର ନିର୍ଦ୍ଧେଶ କ୍ରମେ ଗତ ସୋମବାରଠାରୁ ସରକାରୀ କର୍ମଚାରୀ, କନିଷ୍ଠ କିରାଣୀ, ବରିଷ୍ଠ କିରାଣୀ, ଅଫିସରମାନେ ସମୂହ ଛୁଟି କାଟି ରାଜ୍ୟର ବିଭିନ୍ନ ସଦର ମହକୁମାରେ ଧାରଣାରେ ବସିଛନ୍ତି । ସମ୍ପ୍ରତି ରାଜ୍ୟର ଏକମାତ୍ର!-->…
Read More...
Read More...