ଜନ୍ମ ଦିବସରେ ରକ୍ତ ଦାନ ଶିବିରର ଆୟୋଜନ : ଚର୍ଚ୍ଚାରେ ସୁଶାନ୍ତ ନାହାକଙ୍କ ପରିବାର
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜନ୍ମ ଦିନ ଭଳି ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ଦିବସକୁ ସ୍ମରଣୀୟ କରିବା ସହ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ଛତ୍ରପୁର ବ୍ଳକର ଅଗସ୍ତି ନୂଆଗାଁର ନାହାକ ପରିବାର । ସୁଶାନ୍ତ ନାହାକ ଓ ସୁମିତ୍ରା ନାହାକଙ୍କ ପୁତ୍ର ସମ୍ବିତର ୫ମ ଜନ୍ମ ବାର୍ଷିକୀ!-->…
Read More...
Read More...