Browsing Tag

bramhapur news

୮୧ ତମ ଓଡ଼ିଶା ଅଗ୍ନିଶମ ସେବା ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଦମକଳ କେନ୍ଦ୍ର ତରଫରୁ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ୮୧ ତମ ଓଡ଼ିଶା ଅଗ୍ନିଶମ ସେବା ଦିବସ ପାଳିତ ହୋଇଯାଇଛି । ଜନ ସଚେତନତା ଅଭିଯାନ ସ୍ୱରୁପ ସପ୍ତାହ ବ୍ୟାପୀ ପାଳନ ଅବସରରେ ବିଭିନ୍ନ ସ୍ଥାନରେ ମୋକ୍ ଡ୍ରିଲ୍ କରାଯାଇ ଜନ
Read More...

ଓଡ଼ିଆ ଅସ୍ମିତାର ପ୍ରକୃତ ବାର୍ତ୍ତାବହ ଐତିହାସିକ “ନବୀନ’ : ମନ୍ତ୍ରୀ ବିଭୂତି ଜେନା

ବ୍ରହ୍ମପୁର, (କେପିଏନ୍‌ଏନ୍‌) : ସ୍ୱତନ୍ତ୍ର ଓଡ଼ିଶା ଗଠନରେ "ନବୀନ' ସମ୍ବାଦପତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ବିଶେଷକରି ଓଡ଼ିଆ ଲେଖକ-ଲେଖିକାମାନଙ୍କୁ ପ୍ରତିଷ୍ଠିତ କରିବାରେ "ନବୀନ' ସଦାସର୍ବଦା ଉତ୍ସାହିତ କରିଆସିଛି । "ନବୀନ' ଓଡ଼ିଆ ଅସ୍ମିତାର ପ୍ରକୃତ ବାର୍ତ୍ତାବହ ବୋଲି
Read More...

ବ୍ରହ୍ମପୁର ବିଶ୍ଵବଦ୍ୟାଳୟ କୁଳପତିଙ୍କଠାରୁ ୧୪ ଲକ୍ଷ ଟଙ୍କାର ଠକେଇ ମାମଲାରେ ଗୁଜୁରାଟରୁ ୨ ସାଇବର ଠକ ଗିରଫ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଡିଜିଟାଲ ଆରେଷ୍ଟ ନାମରେ ବ୍ରହ୍ମପୁର ବିଶ୍ଵବଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ଠାରୁ ୧୪ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଏ ସଂକ୍ରାନ୍ତିରେ ବିଳମ୍ବରେ ହେଲେ ମଧ୍ୟ ବ୍ରହ୍ମପୁର ପୋଲିସକୁ ମିଳିଛି, ଏକ ବଡ଼ ସଫଳତା ।
Read More...

କୋରାପୁଟରେ ବ୍ରହ୍ମପୁରର ନାଟକ ଉଚ୍ଚ ପ୍ରଶଂସିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ନାଟ୍ୟ ସଙ୍ଘ ଆନୁକୂଲ୍ୟରେ ଏବଂ କୋରାପୁଟ ସାଂସ୍କୃତିକ ସଂସଦର ସହଯୋଗରେ ଆୟୋଜିତ ଦକ୍ଷିଣାଞ୍ଚଳ ନାଟ୍ୟ ମହୋତ୍ସବରେ ବ୍ରହ୍ମପୁରର କଳାକାର ପ୍ରତିଷ୍ଠାନ ଦ୍ୱାରା ଗତ ୧୨ ତାରିଖରେ ମଞ୍ଚସ୍ଥ ହୋଇଥିଲା । ଉକ୍ତ ହାସ୍ୟବ୍ୟଙ୍ଗ ନାଟକ ମଞ୍ଚସ୍ଥ ହୋଇ
Read More...

ପ୍ଲାଷ୍ଟିକ୍‌ ଗୋଦାମ୍‌ରେ ଲାଗିଲା ନିଆଁ : ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପାଉଁଶ

ବ୍ରହ୍ମପୁର : ବ୍ରହ୍ମପୁର ବଡ଼ଜାର ଥାନା ଅନ୍ତର୍ଗତ ବାଛୁବାରୀ ସାହିରେ ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା ପ୍ଲାଷ୍ଟିକ ଗୋଦାମ । ଏହି ଅଗ୍ନିକାଣ୍ଡ ଲାଗି ଗୋଦାମରେ ଥିବା ଅନେକ ପ୍ଲାଷ୍ଟିକ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି । ସୂଚନା ଯୋଗ୍ୟ ଯେ, ସେହି ରାସ୍ତା ଦେଇ
Read More...

ବିଶ୍ୱବିଦ୍ୟାଳୟ ସ୍ନାତ୍ତକୋତ୍ତର ବାଣିଜ୍ୟ ବିଭାଗର ୪୯ତମ ବାର୍ଷିକ ଉତ୍ସବ ‘କମଔରା – ୨୦୨୫’ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତ୍ତକୋତ୍ତର ବାଣିଜ୍ୟ ବିଭାଗର ୪୯ତମ ବାର୍ଷିକ ଉତ୍ସବ ‘କମଔରା - ୨୦୨୫' ପାଳନ ହୋଇଯାଇଛି । ଏହି ଉତ୍ସବ ୨ଦିନ ଧରି (୧୦-୧୧ ଅପ୍ରେଲ, ୨୦୨୫) ହୋଇଥିଲା । ଉତ୍ସବର ଶୁଭାରମ୍ଭ କୁଳସଙ୍ଗୀତ ଗାନରେ ହୋଇଥିଲା । ବିଭାଗର
Read More...

ଦଣ୍ଡନାଚର ଅଭିନୟକାରୀ କିନ୍ନରଙ୍କ ମୃତ୍ୟୁ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ଦିଗପହଣ୍ଡି ଥାନା ଫାଶିଗୁଡ଼ା ଗାଁର ଏକ ଘଟଣା ଯାହାକି, ଦଣ୍ଡନାଚରେ ଅଭିନୟ କରୁଥିବା କିନ୍ନରଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ଘଟଣା ସମ୍ପର୍କରେ ଜଣାଯାଇଛି ଯେ' କିନ୍ନରଙ୍କ ରାତ୍ରି
Read More...

ସୃଜନ ସାହିତ୍ୟ ସଂସ୍କୃତି ସଂସଦର ସ୍ଵତନ୍ତ୍ର ସାରସ୍ୱତ ଆସର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ ସରକାରଙ୍କ ତରଫରୁ ଓଡ଼ିଆପକ୍ଷ ପାଳନ ଅବସରରେ ଛତ୍ରପୁରର ଅଗ୍ରଣୀ ସାହିତ୍ୟ ସଂଗଠନ ସୃଜନ ସାହିତ୍ୟ ସଂସ୍କୃତି ସଂସଦ ଆନୁକୂଲ୍ୟରେ ଏକ ସ୍ୱତନ୍ତ୍ର ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଓଡ଼ିଆ ଜାତୀୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ
Read More...

ଲକ୍ଷାଧିକ ଭକ୍ତଙ୍କ ସମାଗମରେ ବଡମାଧପୁରରେ ୨୪ତମ ପଞ୍ଚୁଦଣ୍ଡ ମହାମିଳନ ସମ୍ପନ୍ନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ଗ୍ରାମରେ ଦୀର୍ଘ ୨୪ ବର୍ଷ ଧରି ପ୍ରତି ବର୍ଷ ପାରମ୍ପରୀକ ଭାବେ ଏପ୍ରିଲ ୧୦ ତାରିଖ ଦିନଟିକୁ ପଞ୍ଚୁଦଣ୍ଡ ମହାମିଳନ ମହୋତ୍ସବ ଭାବେ ବର୍ଣ୍ଣାଢ଼୍ୟ ଏବଂ ଉତ୍ସବମୁଖର ଭାବେ ପାଳିତ ହୋଇଯାଇଛି । ଚଳିତ ବର୍ଷ ମଧ୍ୟ
Read More...

ବିଜିପୁର କାଳୀ ମନ୍ଦିର ନିକଟରେ ଯୁବକକୁ ଆକ୍ରମଣ ଘଟଣା : ୬ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଏକ ହତ୍ୟା ଉଦ୍ୟମ ମାମଲାରେ ଦୀର୍ଘ ୨ମାସ ଧରି ଫେରାର ଥିବା ଅଭିଯୁକ୍ତଙ୍କୁ ଧରିବାରେ ଟାଉନ ଥାନା ପୁଲିସକୁ ମିଳିଛି ସଫଳତା । ଗତ ଜାନୁୟାରୀ ୨୭ ତାରିଖରେ ରାତିରେ ବିଜିପୁର କାଳୀ ମନ୍ଦିର ନିକଟରେ ସୁଜନ ପାତ୍ର ଓ ଅବିନାଶ ମହାନ୍ତିଙ୍କୁ ଖଣ୍ଡାରେ
Read More...