Browsing Tag

bramhapur news

ନୂତନ ନ୍ୟାୟିକ ଡେପୁଟୀ ଡ଼ାଇରେକ୍ଟରଙ୍କ ରାମଚଣ୍ଡୀ ମନ୍ଦିର ପରିଦର୍ଶନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଗସ୍ତରେ ଆସି ପ୍ରମୁଖ ନ୍ୟାୟିକ ପଦାଧିକାରୀ ଗଣଙ୍କ ରବିବାର ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡ଼ା ଗ୍ରାମପଞ୍ଚାୟତର ନିଳାଦ୍ରୀପୁର ଗ୍ରାମରେ ଅବସ୍ଥିତ ଗଞ୍ଜାମ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ମା' ରାମଚଣ୍ଡୀଙ୍କର
Read More...

ସୃଜନ ସାହିତ୍ୟ ସଂସ୍କୃତି ସଂସଦର ସାହିତ୍ୟ ଆସର ଓ ପୁସ୍ତକ ଉନ୍ମୋଚନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ସାହିତ୍ୟ ସଂଗଠନ ସୃଜନ ସାହିତ୍ୟ ସଂସ୍କୃତି ସଂସଦର ଏକ ସ୍ୱତନ୍ତ୍ର ଆସର ରବିବାର ଅବସର ପ୍ରାପ୍ତ କର୍ମଚାରୀ ସଙ୍ଘ କାର୍ଯ୍ୟାଳୟ ଠାରେ ବର୍ଣ୍ଣାଢ଼୍ୟ ସମାରୋହରେ ସମ୍ପନ୍ନ ହୋଇଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲାର ସାହିତ୍ୟ ସାଧକଙ୍କ
Read More...

ବିଜେପି ପକ୍ଷରୁ ଛତ୍ରପୁର ସହରରେ ପରାକ୍ରମ ରାଲି ବାଇକ୍ ଶୋଭାଯାତ୍ରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ଜନତା ପାର୍ଟି ଛତ୍ରପୁର ନିର୍ବାଚନ ମଣ୍ଡଳୀ ତରଫରୁ ଅପରେସନ ସିନ୍ଦୁର ପରାକ୍ରମ ବର୍ଣ୍ଣାଢ଼୍ୟ ବାଇକ୍ ଶୋଭାଯାତ୍ରା ଶୁକ୍ରବାର ଆୟୋଜନ ହୋଇ ସହର ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରା ଛତ୍ରପୁର ଅପର ବସଷ୍ଟାଣ୍ଡ ଠାରୁ ବାହାରି ସହର
Read More...

ବହୁ ଚର୍ଚ୍ଚିତ ଶାନ୍ତି ମିଶ୍ର ହତ୍ୟା ଘଟଣା : ଫେରାର ମାଧବ ୧୨ ବର୍ଷ ପରେ ଗିରଫ

ବ୍ରହ୍ମପୁର : ବହୁ ଚର୍ଚ୍ଚିତ ଶାନ୍ତି ମିଶ୍ର ହତ୍ୟା ଘଟଣାର ଫେରାର ଅଭିଯୁକ୍ତ ମାଧବ ପାଣିଗ୍ରାହୀ ଗିରଫ । ୨୦୧୩ରୁ ସେ ଫେରାର ଥିବା ବେଳେ ଗୋସାଇଁନୂଆଗାଁ ଥାନା ପୁଲିସ ତାଙ୍କୁ ଗିରଫ କରିଛି । ସୂଚନା ମୁତାବକ, ୨୦୧୩ ମସିହାରେ ଶାନ୍ତି ମିଶ୍ରଙ୍କୁ ଗୋସାଇଁନୂଆଗାଁ ଗୁଣ୍ଡିଚା ମନ୍ଦିର ନିକଟରେ
Read More...

ସମାଜସେବୀଙ୍କ ମାତା ଶାନ୍ତି ପଣ୍ଡାଙ୍କ ଦ୍ଵାଦଶାହରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମାଜସେବୀ ସ୍ୱର୍ଗତ ତାରକେଶ୍ୱର ପଣ୍ଡା ଙ୍କ ମାଆ ଶାନ୍ତି ପଣ୍ଡାଙ୍କ ଦ୍ଵାଦଶାହ ଦିବସ ଶୁକ୍ରବାର ଛତ୍ରପୁର ଗୌରୀଶଙ୍କର ମନ୍ଦିରରେ ଏକ ଆଧ୍ୟାତ୍ମିକ ଧାରାରେ ପାଳିତ ହୋଇଯାଇଛି । ସ୍ୱର୍ଗତ ଶାନ୍ତି ପଣ୍ଡା ଜଣେ ସ୍ନେହୀ, ସାଧୂତାପରାୟଣୀ, ପରୋପକାରୀ ଓ
Read More...

ଭାରତର ବୀର ସେନାବାହିନୀଙ୍କ ବିଜୟୀ ଗୌରବ ଗାଥା ନେଇ ଭଞ୍ଜନଗରରେ ବିଶାଳ ତ୍ରିରଙ୍ଗା ବାଇକ୍ ଶୋଭାଯାତ୍ରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆତଙ୍କବାଦ ବିରୋଧୀ ଅଭିଯାନ 'ଅପରେସନ୍ ସିନ୍ଦୂର'ର ସଫଳତା ପରେ ଗୁରୁବାର ଭଞ୍ଜନଗରରେ, ଭାରତର ବୀର ସୈନିକମାନଙ୍କୁ ସେମାନଙ୍କ ସାହାସିକ ପଦକ୍ଷେପକୁ ସମ୍ମାନ ଜଣାଇ ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ବିଶାଳ ତ୍ରିରଙ୍ଗା ବାଇକ୍ ଶୋଭାଯାତ୍ରା ଯାତ୍ରା ଅନୁଷ୍ଠିତ
Read More...

ଅପରେସନ୍ ସିନ୍ଦୂର’ର ସଫଳତା ନେଇ ଭଞ୍ଜନଗରରେ ବିଶାଳ ତ୍ରିରଙ୍ଗା ଉଡ଼ାଇ ବାଇକ୍ ଶୋଭା ଯାତ୍ରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆତଙ୍କବାଦ ବିରୋଧୀ ଅଭିଯାନ 'ଅପରେସନ୍ ସିନ୍ଦୂର'ର ସଫଳତା ପରେ ଗୁରୁବାର ଭଞ୍ଜନଗରରେ, ଭାରତର ବୀର ସୈନିକମାନଙ୍କୁ ସେମାନଙ୍କ ସାହାସିକ ପଦକ୍ଷେପକୁ ସମ୍ମାନ ଜଣାଇ ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ବିଶାଳ ତ୍ରିରଙ୍ଗା ବାଇକ୍ ଶୋଭାଯାତ୍ରା ଯାତ୍ରା ଅନୁଷ୍ଠିତ
Read More...

ବ୍ରହ୍ମପୁର ମହାନଗର ତରଫରୁ ଅପରେସନ ସିନ୍ଦୁରର ସଫଳତାକୁ ନେଇ ମୋଟର ସାଇକେଲ ଶୋଭାଯାତ୍ରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗର ନିଗମ ତରଫରୁ ଅପରେସନ ସିନ୍ଦୁରର ସଫଳତାକୁ ରେଶମ ସହର ବାସୀଙ୍କ ନିକଟରେ ପହଞ୍ଚେଇବା ପାଇଁ ଆୟୋଜିତ ମୋଟର ସାଇକେଲ ଶୋଭାଯାତ୍ରା ବାହାରି ଜନ ସଚେତନତା ଅଭିଯାନ ସ୍ୱରୂପ ଏକ ବିଶାଳ ରାଲି ବାହାରିଥିଲା । ଜିଲ୍ଲା ପ୍ରଶାସନର
Read More...

ସଡକ ଦୁର୍ଘଟଣାଗ୍ରସ୍ତ ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା କରାଇଲେ ଚିକିଟି ବିଧାୟକ ଦ୍ୟାନ ସାମନ୍ତରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚିକିଟି ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଚିକିଟି ବ୍ଲକ ଅନ୍ତର୍ଗତ ଓଳପୁର ଗ୍ରାମ ଛକ ନିକଟରେ ଗୁରୁବାର ଜଣେ ମହିଳା ସଡକ ଦୁର୍ଘଟଣାର ଶିକାର ହୋଇ ରାସ୍ତାରେ ପଡ଼ିଥିବା ବେଳେ ଚିକିଟି ବିଧାୟକ ଦେଖିବାକୁ ପାଇଥିଲେ । ଦେଖିବା ମାତ୍ରେ ସଙ୍ଗେ ସଙ୍ଗେ ଉକ୍ତ
Read More...

ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ତ୍ରିରଙ୍ଗା ପତାକା ଉଡାଇ ବାଇକ୍ ଶୋଭାଯାତ୍ରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : "ଅପରେସନ ସିନ୍ଦୂର" ଭାରତୀୟ ସେନାର ଶୌର୍ଯ୍ୟ ଏବଂ ବୀରତାର ସମ୍ମାନ ଉଦ୍ଦେଶ୍ୟରେ ରାଜ୍ୟବ୍ୟାପୀ "ପରାକ୍ରମ ଶୋଭାଯାତ୍ରା" ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦରେ ଆୟୋଜିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଦିଗପହଣ୍ଡି ନଗରପାଳ ପ୍ରଫୁଲ୍ଲ ପଣ୍ଡା,
Read More...