Browsing Tag

bramhapur news

ହୁମ୍ମା ନିକଟସ୍ଥ ବଟେଶ୍ୱର ପର୍ଯ୍ୟଟନ ସ୍ଥଳରେ ଆନ୍ତର୍ଜାତୀୟ ବେଳାଭୂମି ସ୍ୱଚ୍ଛତା ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ତଟ-ରକ୍ଷା ବାହିନୀ ଗୋପାଳପୁର ଷ୍ଟେସନ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ବେଳାଭୂମି ସ୍ୱଚ୍ଛତା ଦିବସ ପାଳିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ହୁମ୍ମା ସମୁଦ୍ରକୂଳ ବେଳାଭୂମିସ୍ଥ ବଟେଶ୍ୱର ପର୍ଯ୍ୟଟନ କ୍ଷେତ୍ରରେ ଶନିବାର ଆୟୋଜିତ ଏହି ସ୍ୱଚ୍ଛତା
Read More...

ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ କୁମାର ପରିଡାଙ୍କ ବିୟୋଗରେ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ଶୋକ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ କୁମାର ପରିଡାଙ୍କ ବିୟୋଗରେ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦ ପତ୍ର ମହାସଂଘ ଓଡିଶା ରାଜ୍ୟ ସଭାପତି ତଥା ‘ନବୀନ'ର ସଂପାଦକ ରବି ରଥ ଗଭୀର ଶୋକବ୍ୟକ୍ତ କରିବା ସହ ତାଙ୍କ ବିୟୋଗରେ ଓଡିଶା ସାମ୍ବାଦିକତା ଜଗତର ଏକ ଅପୂରଣୀୟ କ୍ଷତି
Read More...

ଛତ୍ରପୁର ଉପଖଣ୍ଡ ହସ୍ପିଟାଲର ନବୀକରଣ ପ୍ରକ୍ରିୟାକୁ ତଦାରଖ କଲେ ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଉପଖଣ୍ଡ ହସ୍ପିଟାଲର ନବୀକରଣ ପ୍ରକ୍ରିୟାକୁ ଶୁକ୍ରବାର ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ତନଖି ଓ ତଦାରଖ କରିଛନ୍ତି । ଡିସେମ୍ବର ମାସ ଶେଷସୁଦ୍ଧା ଏହି ହସ୍ପିଟାଲର ରୂପରେଖ ବଦଳିଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ସମ୍ପ୍ରତି
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ସରପଞ୍ଚ ମହାସଙ୍ଘ ପକ୍ଷରୁ ବିକ୍ଷୋଭ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାସ୍ତରୀୟ ସରପଞ୍ଚ ମହାସଙ୍ଘ ପକ୍ଷରୁ ଛତ୍ରପୁରସ୍ଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧୫ଦଫା ଦାବୀ ନେଇ ଗୁରୁବାର ସରପଞ୍ଚମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସରପଞ୍ଚମାନଙ୍କ ଭତ୍ତା ୨୫୦୦ ଟଙ୍କା ପରିବର୍ତ୍ତେ ଅଧିକ ବୃଦ୍ଧି
Read More...

ଶୀତଳ ଯୁଦ୍ଧ ସହ ଛତ୍ରପୁର ପ୍ରେସକ୍ଲବର ନୂତନ କର୍ମକର୍ତ୍ତା ନିର୍ବାଚନ ସମ୍ପନ୍ନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରରୁ ପ୍ରତିନିଧିତ୍ୱ କରୁଥିବା ବହୁ ଦକ୍ଷତା ସମ୍ପନ୍ନ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ଗଠିତ ଛତ୍ରପୁର ପ୍ରେସ କ୍ଲବର ନୂତନ କର୍ମକର୍ତ୍ତା ନିର୍ବାଚନ ଶୃଙ୍ଖଳିତ ଭାବେ ମଙ୍ଗଳବାର ସମ୍ପନ୍ନ ହୋଇଯାଇଛି । ଏହି
Read More...

ହିଞ୍ଜିଳିକାଟୁ ଥାନାର ନୂତନ ଥାନାଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚର୍ଚ୍ଚିତ ସହର ହିଞ୍ଜିଳିକାଟୁ ଥାନାର ନୂତନ ଥାନା ଅଧିକାରୀ ଭାବେ ଶ୍ରୀନିବାସ ସେଠୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଥିପୂର୍ବରୁ ହିଞ୍ଜିଳିକାଟୁ ଥାନାରେ ଅଭିମନ୍ୟୁ ଦାସ ଥାନା
Read More...

ବରିଷ୍ଠ ପୂର୍ବତନ ବିଧାୟକ ଡ଼ା.ଚ୍ୟାଉ ପଟ୍ଟନାୟକଙ୍କ ପତ୍ନୀ ବିଜୟଲକ୍ଷ୍ମୀଙ୍କ ପରଲୋକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରର ବରିଷ୍ଠ ରାଜନେତା ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲାର ବିଜେଡି ସଭାପତି ଏବଂ ରାଜ୍ୟ ଯୋଜନାବୋର୍ଡ଼ ସଦସ୍ୟ ଡ଼ା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ପତ୍ନୀ ବିଜୟଲକ୍ଷ୍ମୀ ଚ୍ୟାଉ ପଟ୍ଟନାୟକଙ୍କ ୭୫ ବର୍ଷ ବୟସରେ ପରଲୋକ ହୋଇଯାଇଛି ।
Read More...

ଆଇ.ଆର.ଇ.ଏଲ୍ ତରଫରୁ ମାଗଣା ବହିଃଚିକିତ୍ସା ଶିବିର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଇ.ଆର.ଇ.ଏଲ୍. (ଇଣ୍ଡିଆ) ଭାରତ ସରକାରଙ୍କ ଏକ ପ୍ରତିଷ୍ଠିତ କମ୍ପାନୀ ସୌଜନ୍ୟରେ ଗୋଷ୍ଠୀଗତ ସାମାଜିକ ଦାୟିତ୍ୱ ଆନୁକୂଲ୍ୟରେ କମ୍ପାନୀର ପ୍ରଭାବିତ ଅଞ୍ଚଳ ଅଧୀନସ୍ଥ ପ୍ରମୁଖ ଅଞ୍ଚଳରେ ଭ୍ରାମ୍ୟମାଣ ବହିଃଚିକିତ୍ସା ସେବା କମ୍ପାନୀ ଯୋଗାଇ ଆସୁଅଛି ।
Read More...

ମାଛଚାଷରେ ଲକ୍ଷାଧିକ ଟଙ୍କାର ଆୟ ହେବା ଲକ୍ଷ୍ୟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମାଛଚାଷରେ ଗୋଟିଏ ପୋଖରୀରୁ ବାର୍ଷିକ ଲକ୍ଷାଧିକ ଟଙ୍କାର ଆୟ ହେବା ଲକ୍ଷ୍ୟ ରଖାଯାଇଛି । ଛତ୍ରପୁର ବ୍ଲକର ୭ଟି ଗ୍ରାମ ପଞ୍ଚାୟତରେ ପ୍ରାୟତଃ ୫ ଶହ ଜଣ ମହିଳା ସ୍ୱାବଲମ୍ବୀ ହୋଇଛନ୍ତି ବୋଲି ଆଇ.ଆର.ଇ.ଏଲ୍.(ଇଣ୍ଡିଆ) କର୍ତ୍ତୃପକ୍ଷ କହିଛନ୍ତି ।
Read More...

ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ପକ୍ଷରୁ କ୍ୟାରିଅର କାଉନ୍ସିଲିଂ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫୁଲ୍ଲ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ କ୍ୟାରିଅର କାଉନ୍ସିଲିଂ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ସମ୍ମାନିତ ଅତିଥି ରୂପେ ବିଖ୍ୟାତ
Read More...