Browsing Tag

bramhapur news

ଦୀପାବଳି ପୂର୍ବରୁ ବେଆଇନ ବାଣ ବ୍ୟବସାୟ ଉପରେ ଚଢାଉ କଲା ବ୍ରହ୍ମପୁର ପୋଲିସ

ବ୍ରହ୍ମପୁର : ଦୀପାବଳି ପୂର୍ବରୁ ବେଆଇନ ବାଣ ବ୍ୟବସାୟ ଉପରେ ଚଢାଉ କଲା ବ୍ରହ୍ମପୁର ପୋଲିସ । ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଶିବ ଶକ୍ତି ନଗରରେ ଏହି ଚଢ଼ାଉ କରାଯାଇଥିବା ବେଳେ ବିପୁଳ ପରିମାଣର ବାଣ ଜବତ କରାଯାଇଥିବା ଜଣାପଡିଛି । ଜବତ ବାଣର ଆନୁମାନିକ ମୂଲ୍ୟ ୫ଲକ୍ଷରୁ ଅଧିକ ହେବ ବୋଲି
Read More...

ଅରକ୍ଷିତଙ୍କୁ ଦୈବ ସାହା : ଦିବ୍ୟାଙ୍ଗ ଦଣ୍ଡପାଣିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୦ ହଜାର ଟଙ୍କା ସହାୟତା…

ଗ୍ରାମବାସୀ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଲେ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଣମାଧ୍ୟମ ଜରିଆରେ ଖବର ପ୍ରସାରଣ ପରେ ଦିବ୍ୟାଙ୍ଗ ଦଣ୍ଡପାଣିଙ୍କୁ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୦ ହଜାର ଟଙ୍କା ସହାୟତା ମିଳିଲା । ଏବେ ଗ୍ରାମବାସୀ ବି ଖୁବ ଖୁସି ଅଛନ୍ତି,
Read More...

କୁମାରବେଗପଲ୍ଲୀ ରାସ୍ତାକଡ଼ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ବିଡ଼ିଓଙ୍କ ଯୋଗଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ପୋଡାପଦର ଗ୍ରାମ ପଞ୍ଚାୟତର କୁମାରବେଗପଲ୍ଲୀ ଗ୍ରାମର ଆତ୍ରେୟନଗର ସମ୍ମୁଖ ରାସ୍ତାରେ ସ୍ଥାନୀୟ ସରପଞ୍ଚ ସୁଜତା ଦାସଙ୍କ ପୌରହିତ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି
Read More...

କ୍ଷେତ୍ରୀୟ ଜ୍ଞାନ ବିଜ୍ଞାନ ମେଳାରେ ପ୍ରଥମ ହେଲେ ନମନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ନମନ କୁମାର ପାତ୍ର ବିଦ୍ୟାଭାରତୀ ପକ୍ଷରୁ ପୁରସ୍କୃତ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲାର ସୋରଠାରେ ବିଦ୍ୟାଭାରତୀ ପକ୍ଷରୁ ଆୟୋଜିତ କ୍ଷେତ୍ରୀୟ ଜ୍ଞାନ ବିଜ୍ଞାନ ମେଳା ସଂଗଠିତ ହୋଇଥିଲା ।
Read More...

ଆଇଆର୍‌ଇଏଲ୍ ତରଫରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଇ.ଆର.ଇ.ଏଲ୍. (ଇଣ୍ଡିଆ) ଭାରତ ସରକାରଙ୍କ ଏକ ପ୍ରତିଷ୍ଠିତ କମ୍ପାନୀ ସୌଜନ୍ୟରେ ଗୋଷ୍ଠୀଗତ ସାମାଜିକ ଦାୟିତ୍ୱ ଆନୁକୂଲ୍ୟରେ କମ୍ପାନୀର ପ୍ରଭାବିତ ଅଞ୍ଚଳ ଅଧୀନସ୍ଥ ଛତ୍ରପୁର ବ୍ଲକର ୭ଟି ଗ୍ରାମ ପଞ୍ଚାୟତ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଶିବିରର ଆୟୋଜନ
Read More...

ସାଇବର କ୍ରାଇମ ରୋକିବା ନିମନ୍ତେ ଗଞ୍ଜାମ ଜିଲ୍ଲା ପୋଲିସ ପ୍ରଶାସନର ଉଦ୍ୟମ ଓ ତତ୍ପରତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ବଢୁଛି ସାଇବର କ୍ରାଇମ । ଏହାକୁ ରୋକିବାକୁ ଗଞ୍ଜାମ ପୋଲିସ ପ୍ରଶାସନ ଓ ଗଞ୍ଜାମ ଜିଲ୍ଲା ସାଧାରଣ ପ୍ରଶାସନର ମିଳିତ ପ୍ରୟାସ ଆରମ୍ଭ ହୋଇଛି । ଏଥିପାଇଁ ପ୍ରତିଟି ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ତୃଣମୂଳ ସ୍ତରରୁ ସଚେତନତା ସଭା, ରାଲି
Read More...

ମତ୍ସ୍ୟଜୀବୀଙ୍କ ବିକାଶ ସହ ଆର୍ଜିପଲ୍ଲୀଠାରେ ମତ୍ସ୍ୟ-ଧରା ବନ୍ଦର ପ୍ରତିଷ୍ଠା ହେଉ : ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆର୍ଜିପଲ୍ଲୀଠାରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ନୂତନ କୋଠା ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି । ଆନୁଷ୍ଠାନିକ ଉଦ୍‌ଘାଟନୀରେ ପୂର୍ବତନ ଉପବାଚସ୍ପତି ତଥା ରାଜ୍ୟ କୃଷି- କୃଷକ ସଶକ୍ତିକରଣ ପରିଷଦର ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ
Read More...

ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ଛତ୍ରପୁରର ମା’ରାମଚଣ୍ଡୀ ମନ୍ଦିର ସ୍ଥାନୀତ ହେବାକୁ ଦାବୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୂଣ୍ୟତ୍ତୋୟା ଋଷିକୂଲ୍ୟାନଦୀ ଗର୍ଭର ଚତୁଃସୀମାରେ ଘେରି ରହିଛି ବଣ, ପାହାଡ଼, ପର୍ବତ, ନଦୀ, ଉପ-ନଦୀ, ଝରଣା, ସବୁଜିମା ପରିବେଶ, ଗଛ, ଗୁଳ୍ମର ପରିବେଷ୍ଟନି ମଧ୍ୟରେ ସୁଶୋଭିତ କୃଷି-ଉଦ୍ୟାନ କ୍ଷେତ୍ରରେ ଏକ ଅପୂର୍ବ ସମାହାର ଓ ସୃଷ୍ଟିର ଅନବୈଦ୍ୟ
Read More...

ଟିଟାନିୟମ୍‌ ପ୍ଲାଣ୍ଟ କର୍ମଚାରୀଙ୍କୁ ଛଟେଇ : ଶ୍ରମିକଙ୍କ ତିନିମାସର ଦରମା ମିଳିନି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପକଣ୍ଠସ୍ଥ ଟିଟାନିୟମ୍‌ ପ୍ଲାଣ୍ଟରେ ନିୟୋଜିତ କର୍ମଚାରୀଙ୍କୁ ଗତ ୩ ମାସ ହେଲା ଦରମା ମିଳିନି ଫଳରେ କର୍ମଚାରୀ ମାନଙ୍କ ପରିବାର ପ୍ରତିପୋଷଣରେ ଖୁବ କଷ୍ଟକର ବ୍ୟାପାର ହୋଇପଡିଛି । ମଙ୍ଗଳବାର ଟିଟାନିୟମ ଭୂ-ବିସ୍ଥାପିତ
Read More...

ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନର ଶାରଦୀୟ ସାହିତ୍ୟ ସମାରୋହ

ବ୍ରହ୍ମପୁର, (ଦେବାଶିଷ ମିଶ୍ର) : ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ତରଫରୁ ସ୍ଥାନୀୟ ନବୀନ ଭବନ ପରିସରରେ ରବିବାର ଅପରାହ୍ନରେ ରାଜ୍ୟସ୍ତରୀୟ ଶାରଦୀୟ ସାହିତ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାନର ସଭାପତି ରବି ରଥଙ୍କ
Read More...