Browsing Tag

bramhapur news

ପୁରୁଷୋତ୍ତମପୁର ଟାଏକୋଣ୍ଡୋ ଏକାଡେମୀର ପ୍ରଶିକ୍ଷାର୍ଥୀମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଷ୍ଟାଡିୟମ ସ୍ଥିତ ଇନଡୋର ହଲରେ ଆୟୋଜିତ ଗଞ୍ଜାମ ଜିଲ୍ଲାସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ ରନର୍ସ ଅପ ହୋଇଥିବା ପୁରୁଷୋତ୍ତମପୁର ଟାଏକୋଣ୍ଡୋ ଏକାଡେମୀର ପ୍ରଶିକ୍ଷାର୍ଥୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏକାଡେମୀ ପକ୍ଷରୁ
Read More...

ବ୍ରହ୍ମପୁର ରକ-ଗାର୍ଡେନ ପାର୍କରେ ଅସମ୍ଭାଳ ଭିଡ଼ : ଟିକଟ ମିଳିବା ଜଟିଳ, ଟିକଟ ପାଇଁ ଧସ୍ତାଧସ୍ତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ରକ-ଗାର୍ଡେନ ପାର୍କରେ ଅସମ୍ଭାଳ ଭିଡ଼ । ଯାହା ସ୍ପଷ୍ଟ ଏହି ଲୋକାରଣ୍ୟର ଦୃଶ୍ୟ । ଏହା କୌଣସି ଯାତ୍ରାର ଦୃଶ୍ୟ ନୁହଁ, ଦୃଶ୍ୟଟି ହେଉଛି ବ୍ରହ୍ମପୁରରେ ନୂତନ ଭାବେ ନିର୍ମିତ ହୋଇଥିବା ରକ-ଗାର୍ଡେନ ପାର୍କ ସାମ୍ନାର ଦୃଶ୍ୟ । ଟିକେଟ ବି
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ

ବ୍ରହ୍ମପୁର, ( କେ.ସତ୍ୟନାରାୟଣ ରେଡ୍ଡୀ ) : ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଛତ୍ରପୁରସ୍ଥ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ପରିସରରେ ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ଦିବସ ରବିବାର ପୂର୍ବାହ୍ନରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଭାତଫେରି ସ୍ୱରୂପ ଏକ ବିରାଟ ଶୋଭାଯାତ୍ରା
Read More...

ଜୁଆ ଖେଳକୁ ନେଇ ଚଳିତ ମାସରେ ୨୧୫ ଜୁଆଡ଼ିକୁ କାବୁ କଲାଣି ପୋଲିସ

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେଡ୍ଡୀ) : ବେଆଇନ ଜୁଆ ଖେଳକୁ ରୋକିବାରେ ଏବେ ଅଣ୍ଟା ଭିଡ଼ିଛି ବ୍ରହ୍ମପୁର ପୋଲିସ । ମିଳିଥିବା ସୂଚନା ଅନୁସାରେ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଜୁଆ ଖେଳକୁ ନେଇ ଚଳିତ ମାସରେ ୩୬ଟି ମାମଲା ରୁଜୁ କରିବା ସହ ୨୧୫ ଜୁଆଡ଼ିକୁ କାବୁ କରିଥିବା ବେଳେ ସେମାନଙ୍କ
Read More...

ବ୍ରହ୍ମପୁର ଉପଖଣ୍ଡସ୍ତରୀୟ ଭୋଟର ସଚେତନତା ପାଇଁ ୱାକଥନ୍ ଓ ପଥ ଉତ୍ସବ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଉପଖଣ୍ଡସ୍ତରୀୟ ଭୋଟର ତାଲିକାର ସଂକ୍ଷିପ୍ତ ସ୍ଵତନ୍ତ୍ର ସଂଶୋଧନ କାର୍ୟ୍ୟକ୍ରମ ୨୦୨୪ ପାଇଁ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଆଜି ୱାକଥନ୍ ଓ ପଥ ଉତ୍ସବ ଉପଖଣ୍ଡ ପ୍ରଶାସନ ତରପରୁ ଅନୁଷ୍ଠିତ ହୋଯାଇଅଛି । ଏହି ୱାକଥନ୍ ଓ ପଥ-ଉତ୍ସବକୁ
Read More...

ନାବାଳିକାକୁ ଅସଦାଚରଣ, ଅଶ୍ଳୀଳ ଭାଷାରେ କମେଣ୍ଟ ମାରିବା ଘଟଣାରେ ଉଲ୍ଲା ଗିରଫ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜଣେ ନାବାଳିକାକୁ ରାସ୍ତା ମଝିରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ,କମେଣ୍ଟ ମାରିବା ଓ ବିଭିନ୍ନ ଧମକ ଦେବା ଅଭିଯୋଗରେ ଗୋଷାଣୀ ନୂଆଗାଁ ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଦୀର୍ଘ ଛଅ ମାସ ହେଲା ସାହି ରାସ୍ତାରେ ଚାଲିଲା
Read More...

ଭୋଟର ତାଲିକା ବର୍ଦ୍ଧିତ ଓ ମାର୍ଜିତ କରିବାପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ଆହ୍ୱାନ

ବ୍ରହ୍ମପୁର, ( କେ.ସତ୍ୟନାରାୟଣ ରେଡ୍ଡୀ ) : ନୂତନ ଭୋଟରଙ୍କ ନାମ ଲେଖାଇବା ଏବଂ ଭୋଟର ତାଲିକାରେରେ ନିଜ ନାମ ଓ ପରିବାରର ନାମ ସଂଯୋଗ କରିବା, ଭ୍ରମ ସଂଶୋଧନ କରିବା ସହ ନିଜର ନାଗରିକ ଅଧିକାର ସାବ୍ୟସ୍ତ କରିବା ଆବଶ୍ୟକ ବୋଲି ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି । ନିଜନିଜର ସ୍ୱାଧୀନ ଭାବେ ମତଦାନ
Read More...

ବ୍ରହ୍ମପୁର ମହାନଗରର ଗଡ଼ ଜଗନ୍ନାଥ ମନ୍ଦିର ସହ ଅନ୍ୟ ଧର୍ମାନୁଷ୍ଠାନର ନବୀକରଣ ନିମନ୍ତେ ଶୁଭ ଅନୁକୂଳ

ବ୍ରହ୍ମପୁର, ( କେ.ସତ୍ୟନାରାୟଣ ରେଡ୍ଡୀ ) : ବ୍ରହ୍ମପୁର ଖାସ୍ପା ସାହି ଗଡ଼ ଜଗନ୍ନାଥ ମନ୍ଦିର ଓ ଆସ୍କା ରୋଡସ୍ଥ ଧାନମେରା ଅଞ୍ଚଳ ତଥା ହରିଜନ ସାହି ସ୍ଥିତ ଶ୍ରୀ ଶ୍ରୀ ଶିବକାଳୀ ମନ୍ଦିର ପରିସରରେ ନବୀକରଣ ନିମନ୍ତେ ଭୂମି ପୂଜନ ଶୁଭ ଅନୁକୂଳ ହୋଇଛି । ସୂଚନାଯୋଗ୍ୟ ଯେ' ମାନ୍ୟବର
Read More...

ଛତ୍ରପୁର ରୋଟାରୀ ସହଯୋଗରେ ପୋଟ୍ଟଲାମପୁର ଗ୍ରାମରେ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଳକ୍ ଅନ୍ତର୍ଗତ ପୋଟ୍ଟଲାମପୁର ଗ୍ରାମପଞ୍ଚାୟତ ଅଫିସ ନିକଟରେ ଗ୍ରାମୀଣସ୍ତରୀୟ ଏକ ଚକ୍ଷୁ ଚିକିତ୍ସା ଶିବିର ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଶଙ୍କର ଚକ୍ଷୁ ହସ୍ପିଟାଲ ସଂଗଠନ ଏବଂ ଛତ୍ରପୁର ରୋଟାରୀ କ୍ଲବର ମିଳିତ ଆନୁକୂଲ୍ୟରେ ଆୟୋଜିତ
Read More...

ଚିଦାନନ୍ଦ ଦିବ୍ୟଧାମ ପ୍ରତିଷ୍ଠାତା, ବରିଷ୍ଠ ସମାଜସେବୀ, ତ୍ୟାଗୀ ବିପ୍ରଚରଣ ପାତ୍ରଙ୍କ ୭୫ତମ ଜନ୍ମୋତ୍ସବ ପାଳିତ :…

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଚିଦାନନ୍ଦ ସରସ୍ୱତୀ ମହାରାଜଙ୍କ ଅସାଧାରଣ ଶିଷ୍ୟ, ବରିଷ୍ଠ ସମାଜସେବୀ, ତ୍ୟାଗୀ, ଆଧ୍ୟାତ୍ମିକବାଦୀ ଓ ଅନନ୍ୟ ଗୁରୁଭକ୍ତ ବିପ୍ରଚରଣ ପାତ୍ରଙ୍କ ୭୫ତମ ଜନ୍ମୋତ୍ସବ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଅଗସ୍ତି ନୂଆଗାଁ ସ୍ଥିତ ଚିଦାନନ୍ଦ ଦିବ୍ୟଧାମ ପରିସରରେ ପାଳିତ
Read More...