Browsing Tag

bramhapur news

ଗଞ୍ଜାମ ଜିଲ୍ଲାସ୍ତରରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗତ ଅକ୍ଟୋବର ୩୦ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ଚଳିତ ମାସ ୫ ତାରିଖରେ ଶେଷହେବ ବୋଲି କୁହାଯାଇଛି । ଏଥିନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ତରରେ ପ୍ରତିଯୋଗିତା, ଶୋଭାଯାତ୍ରା,
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସଭା ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ ଗୃହରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ
Read More...

ତାମ୍ପରାରେ ଡ଼ଙ୍ଗାବୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁରଠାରୁ ମାତ୍ର ତିନି କିମି ଦୂରରେ ପଡ଼େ ସୁଶୋଭିତ ପର୍ଯ୍ୟଟନ ସ୍ଥଳ ତାମ୍ପରା ଉପରେ ନିର୍ଭର କରି ଚଳୁଥିବା ଆଖପାଖ ଅଞ୍ଚଳର ଲୋକେ ଡ଼ଙ୍ଗାବାହୀ କାଠ ଆଣିବା ପାଇଁ ଆରପାରିକୁ ଯାଇଥାଆନ୍ତି । କାଠ ଆଣି ବିକ୍ରୀକଲେ
Read More...

ପୋଲସରା ଷ୍ଟାଡିୟମରେ “ଆମ ଓଡିଶା ନବୀନ ଓଡ଼ିଶା” ଭର୍‌ଚୁଆଲ୍ ସାମାରୋହରେ ବିଧାୟକ ଶ୍ରୀକାନ୍ତ ସାହୁଙ୍କ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୋଲସରା ନିର୍ବାଚନ ମଣ୍ଡଳୀ ବୁଗୁଡ଼ା ମିନି-ଷ୍ଟାଡିୟମ୍‌ଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫-ଟି ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି. କେ. ପାଣ୍ଡିୟାନ୍ ଭିଡିଓ
Read More...

ଜିଲ୍ଲା ମହକୁମା ଛତ୍ରପୁରଠାରେ ଆୟୋଜିତ ଭର୍‌ଚୁଆଲ୍ ସାମାରୋହରେ ୩ ହଜାର ମହିଳାଙ୍କ ସମାଗମ

ଛତ୍ରପୁର ନିର୍ବାଚନ ମଣ୍ଡଳୀର ଉନ୍ନୟନ ନିମନ୍ତେ ୧୬.୫ କୋଟି ଟଙ୍କା ଖର୍ଚ୍ଚ ବ୍ୟୟ ହେବ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ଷ୍ଟାଡିୟମରେ "ଆମ ଓଡିଶା ନବୀନ ଓଡ଼ିଶା" ଭର୍‌ଚୁଆଲ୍ ସାମାରୋହରେ ପ୍ରାୟତଃ ୩ ହଜାର ଜନସାଧାରଣ ତଥା ସଂଖ୍ୟା ଗରିଷ୍ଠ
Read More...

ଗଜଲକ୍ଷ୍ମୀ ପୂଜାର ସନ୍ଧ୍ୟା ଆରତୀରେ ଯୋଗଦେଲେ ବିଧାୟକ, ଜିଲ୍ଲାପାଳ ଏବଂ ଏସ୍‌ପି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଲୱେର ବସଷ୍ଟାଣ୍ଡ ନିକଟସ୍ଥ ଲକ୍ଷ୍ମୀବଜାର କମ୍ପ୍ଲେକ୍ସରେ ଦୀର୍ଘ ୨୩ ବର୍ଷ ଧରି ଗଜଲକ୍ଷ୍ମୀ ପୂଜା ପାର୍ବଣ ଆୟୋଜନ ହୋଇଆସୁଅଛି । ପାର୍ବଣର ଷଷ୍ଠ ଦିବସ ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ
Read More...

୪ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ବୁଗୁଡା ମହିଳା କନିଷ୍ଠ ଯନ୍ତ୍ରୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ଏନ୍.ଏ.ସି. କାର୍ଯ୍ୟାଳୟରେ କାର୍ଯ୍ୟରତ ମହିଳା କନିଷ୍ଠ ଯନ୍ତ୍ରୀ ଶ୍ରୀମତୀ ସାଗରିକା ମହାନ୍ତି ୪ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ । ସୂଚନା ଥାଉକି, ବୁଗୁଡ଼ା ସହରାଞ୍ଚଳର ୧ ନମ୍ବର ୱାର୍ଡ ବାସିନ୍ଦା
Read More...

ଗଞ୍ଜାମ ଜିଲ୍ଲା କାଞ୍ଚିଲି-ତୁମ୍ବାଞ୍ଚଳରେ ମହାବଳ ବାଘର ଆତଙ୍କ

୬ଟି ଗୋରୁଙ୍କୁ ମାରି ସାରିଲାଣି ମହାବଳ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା କାଞ୍ଚିଲି ଓ ତୁମ୍ବା ବନାଞ୍ଚଳରେ ଏକ ମହାବଳ ବାଘ ଘୁରି ବୁଲୁଥିବା ଜଣାଯାଇଛି । ଉକ୍ତ ବାଘର ସନ୍ଧାନ ନେଇ ଏକ ସିସିଟିଭିରେ କଏଦ ହୋଇଥିବା ଫଟୋ ମଧ୍ୟ ଭାଇରାଲ ହୋଇଥିବା କୁହାଯାଇଛି । ଖବର
Read More...

ଛତ୍ରପୁର ଓକିଲ ସଂଘ କମ୍ୟୁନିଟି ହଲ୍ ଭିତ୍ତିପ୍ରସ୍ତର ସ୍ଥାପନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ବହୁ ପ୍ରତିଷ୍ଠିତ ପୁରୁଣା ବାର-ଆସୋସିଏସନ ସ୍ଥାନରେ ଓକିଲ ସଂଘର କମ୍ୟୁନିଟି ହଲ୍ ନିର୍ମାଣ ନିମନ୍ତେ ରାଜ୍ୟ ସରକାରଙ୍କ ଫାଇଭ୍‌-ଟି ଯୋଜନାରେ ୪ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ଏହି କୋଠାର ନିର୍ମାଣ ନିମନ୍ତେ ୱର୍କ-ଆଉଟ ଅର୍ଡର ହୋଇଥିବା
Read More...

ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ମହେନ୍ଦ୍ରଗଡଠାରେ ଡିଜିଟାଲ ଶିକ୍ଷାଦାନ କେନ୍ଦ୍ରର ଶୁଭାରମ୍ଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦକ୍ଷିଣାଞ୍ଚଳର ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ରାମଗିରି-ଉଦୟଗିରି ବ୍ଲକର ମହେନ୍ଦ୍ରଗଡଠାରେ ଏକ ଡିଜିଟାଲ ଶିକ୍ଷାକେନ୍ଦ୍ର ଆରମ୍ଭ ହୋଇଛି । ଗଜପତି ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିବା ବେଳେ
Read More...