Browsing Tag

bramhapur news

ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ବାର୍ଷିକୀ ପୁରସ୍କାର ବିତରଣ ଉତ୍ସବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ମହାବିଦ୍ୟାଳୟ ତଥା ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ନୂଆଁ ଓ ଯୁବ-ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଯୋଜନାରେ ପ୍ରତିଭା-ବିକାଶ କାର୍ଯ୍ୟକ୍ରମ ସମାପ୍ତ ହୋଇଛି । ଏହି ଅବସରରେ ମଙ୍ଗଳବାର ବର୍ଷିକୀ ପୁରସ୍କାର
Read More...

ଛତ୍ରପୁରର ବିକାଶଧାରାକୁ ବର୍ଦ୍ଧିତ କରିବାକୁ ଦୃଷ୍ଟି ଆକର୍ଷଣ କଲେ ବିଜେଡି ଯୁବ ସଭାପତି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଥିବା ବେଳେ ଛତ୍ରପୁର ଡିଆର୍‌ଡିଏ ମୁଖ୍ୟ ଛକଠାରେ ଆମ ଓଡ଼ିଶା ନବୀନ ଓଡିଶା ତଥା ୫-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କୁ ଦଳୀୟ ବିଜେଡି ଏବଂ ଛତ୍ରପୁର ନାଗରିକଙ୍କ ତରଫରୁ ଉଚ୍ଛ୍ୱସୀତ ସମ୍ବର୍ଦ୍ଧନା ଦିଆଯାଇଛି । ଛତ୍ରପୁର
Read More...

ବ୍ରହ୍ମପୁରଠାରେ ଆୟୋଜିତ ଆନ୍ତଃ ମହାବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ-୨୦୨୩ ପାଳନ ଅବସରରେ ନୂଆଁ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ତରଫରୁ ପର୍ଯ୍ୟାୟ କ୍ରମେ ଆୟୋଜିତ ଆନ୍ତଃ ମହାବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା,ସାଂସ୍କୃତିକ କାର୍ଯ୍ୟକ୍ରମମାନ ପାଳନ ଅବସରରେ ଗୋପାଳପୁର ନିର୍ବାଚନ
Read More...

ଛତ୍ରପୁର ଅଗସ୍ତି ନୂଆଁଗାଁରେ ଆଇଆର୍‌ଇଏଲ୍ ପକ୍ଷରୁ ଏସ୍ଏଚ୍‌ଜି ମହିଳାମାନଙ୍କୁ ତାଲିମ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆଇଆର୍‌ଇଏଲ୍ (ଇଣ୍ଡିଆ) ପକ୍ଷରୁ ଗୋଷ୍ଠୀଗତ ସାମାଜିକ ଦାୟିତ୍ୱ ଆନୁକୂଲ୍ୟରେ ଏସ୍ଏଚ୍‌ଜି ମହିଳାମାନଙ୍କୁ ବୋଫେଇ ପ୍ଲେଟ ତିଆରି କରିବା, ସିଲେଇ କରିବା ଓ ଫିନାଇଲ ପ୍ରସ୍ତୁତି କରିବାର ପ୍ରଣାଳୀ ଆଦି ଶିକ୍ଷା ତାଲିମ ଦେବା ନିମିତ୍ତ ଅଗସ୍ତି ନୂଆଁଗାଁର
Read More...

ଭିକେ ପାଣ୍ଡିଆନଙ୍କୁ ଗୋପାଳପୁର ଛକଠାରେ ଉଚ୍ଛ୍ୱସୀତ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଗସ୍ତ କରି ଆମ ଓଡ଼ିଶା ନବୀନ ଓଡିଶା ତଥା ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଗୋପାଳପୁର ନିକଟସ୍ଥ ବାବା ଧବଳେଶ୍ୱରଙ୍କର ଦର୍ଶନ କରି ବିଭୂକୃପା ଲାଭ କରିଛନ୍ତି । ପ୍ରଭୁ ଧବଳେଶ୍ୱରଙ୍କ ଉନ୍ନତିକରଣ
Read More...

ଛତ୍ରପୁର ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର ବାର୍ଷିକ ସାଂସ୍କୃତିକ-ପ୍ରତିଭା ସମାରୋହରେ କୃତୀ ପ୍ରତିଭାଧାରୀଙ୍କୁ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥିତ ମହିଳା ଡିଗ୍ରୀ ମହାବିଦ୍ୟାଳୟର "ନୂଆ-ଓ ଯୁବ ଓଡିଶା, ନବୀନ ଓଡିଶା" କାର୍ଯ୍ୟକ୍ରମର ସାଂସ୍କୃତିକ ପ୍ରତିଭା ବିକାଶ କାର୍ଯ୍ୟକ୍ରମ ଛତ୍ରପୁରସ୍ଥ ଜିଲ୍ଲା ସଂସ୍କୃତି ଭବନ ପରିସରରେ ସୋମବାର ଦିନ ଉଦ୍‌ଘାଟିତ ହୋଇଯାଇଛି । ବାର୍ଷିକ
Read More...

ଆଇଆର୍‌ଇଏଲ୍ କମ୍ପାନୀର ସିଏସ୍ଆର୍‌ ଫଣ୍ଡରେ ପ୍ରିୟାପ୍ରୀତିତୋଷଣ ଅଭିଯୋଗ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆଇଆର୍‌ଇଏଲ୍ (ଇଣ୍ଡିଆ) ସୌଜନ୍ୟରେ ସିଏସ୍ଆର୍‌ ଫଣ୍ଡରେ ଏସ୍ଏଚ୍‌ଜି ମହିଳାମାନଙ୍କୁ ରୋଜଗାରକ୍ଷମ କରାଇବା ଯୋଜନାରେ ପ୍ରିୟାପ୍ରୀତିତୋଷଣ ଏବଂ ପକ୍ଷପାତ କରାଯାଉଥିବା ନେଇ ଜିଲ୍ଲା ପ୍ରଶାସନଠାରେ ଅଭିଯୋଗ ହୋଇଛି । ଆଇଆର୍‌ଇଏଲ୍ ଓସ୍କୋମ (ଇଣ୍ଡିଆ)
Read More...

ବଳରାମପୁର ଗ୍ରାମରେ ଯକ୍ଷ୍ମା ରୋଗର ନିରାକରଣ ଉପରେ ସଚେତନତା ସଭା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ସୁନ୍ଦରପୁର ଗ୍ରାମପଞ୍ଚାୟତର ବଳରାମପୁର ଗ୍ରାମରେ ଯକ୍ଷ୍ମା ରୋଗର ନିରାକରଣ ଉପରେ ଏକ ଗୋଷ୍ଠୀସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ରାମସ୍ତରରେ ବଳରାମପୁରକୁ ସମ୍ପୂର୍ଣ୍ଣ
Read More...

ଏସ୍ଏଚ୍‌ଜି ମହିଳାମାନଙ୍କ ସିଲେଇ ଓ ଫିନାଇଲ ଶିକ୍ଷା ତାଲିମ ଉଦ୍‌ଘାଟିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆଇଆର୍‌ଇଏଲ୍ (ଇଣ୍ଡିଆ) ପକ୍ଷରୁ ଗୋଷ୍ଠୀଗତ ସାମାଜିକ ଦାୟିତ୍ୱ ଆନୁକୂଲ୍ୟରେ ଏସ୍ଏଚ୍‌ଜି ମହିଳାମାନଙ୍କ ସିଲେଇ ଓ ଫିନାଇଲ ଶିକ୍ଷା ତାଲିମ ପୋଡାପଦର ଗ୍ରାମ ପଞ୍ଚାୟତର ହୁମର ଗ୍ରାମରେ ଏବଂ କୁମାରବେଗ ପଲ୍ଲୀଠାରେ ପେପର ପ୍ଲେଟ, ଖଲିପ୍ଲେଟ ଆଦିର
Read More...

ଗଞ୍ଜାମ ଜିଲ୍ଲାର ୭ଟି ନିର୍ବାଚନମଣ୍ଡଳୀର ଉନ୍ନୟନମୂଳକ ଭିତ୍ତିଭୂମି ଏବଂ ରୂପନ୍ତରୀକରଣ କାର୍ଯ୍ୟର ସମୀକ୍ଷା କରିବେ…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଚଳିତ ଡିସେମ୍ବର ୧୬ ଓ ୧୭ ତାରିଖ ଦୁଇଦିନିଆ ଗଞ୍ଜାମଗସ୍ତରେ ସଡ଼କପଥ ଦେଇ ବାହାନ ଯୋଗେ ୫ଟି ଅଧ୍ୟକ୍ଷ ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଆସୁଛନ୍ତି । ଗଞ୍ଜାମ ଜିଲ୍ଲାର ୭ଟି ନିର୍ବାଚନମଣ୍ଡଳୀର ଉନ୍ନୟନମୂଳକ ଭିତ୍ତିଭୂମି ଏବଂ
Read More...