Browsing Tag

bramhapur news

‘ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ’ର ନବବର୍ଷ କବିତା ପାଠୋତ୍ସବ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ନବବର୍ଷ ଉପଲକ୍ଷେ ସ୍ଥାନୀୟ ନବୀନ ଭବନ ପରିସରରେ ‘ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ’ ଆନୁକୂଲ୍ୟରେ ନବବର୍ଷ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ନବୀନର ସମ୍ପାଦକ ରବି ରଥଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାନର
Read More...

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଦିବସ ପାଳିତ

ଦକ୍ଷିଣ ଓଡ଼ିଶା ଲୋକ-ସଂସ୍କୃତି ସମ୍ମାନରେ ଦୁଇଜଣ ଗଞ୍ଜାମ ଲୋକନୃତ୍ୟ କଳାକାରଙ୍କୁ ସମ୍ମାନିତ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବର୍ଣ୍ଣାଢ଼୍ୟ ସମାରୋହରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଦିବସ ମଙ୍ଗଳବାର ପାଳିତ ହୋଇଯାଇଛି । ସୁରମ୍ୟ ଗୋପାଳପୁର ବେଳାଭୂମି ଓ
Read More...

ମତ୍ସ୍ୟବିଜ୍ଞାନ ଛାତ୍ରଛାତ୍ରୀମାନଙ୍କ ବ୍ୟବସାୟିକ ଓ ଶିଳ୍ପାନୁଷ୍ଠାନ ଦିଗରେ ଅଗ୍ରସର ନିମନ୍ତେ ଅଧିକ ଜ୍ଞାନ ଆହରଣ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଉପକଣ୍ଠସ୍ଥ ରଙ୍ଗେଇଲୁଣ୍ଡାଠାରେ ଅବସ୍ଥାପିତ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ (OUAT)ରେ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ ହୋଇ ଛାତ୍ର ଛାତ୍ରୀମାନଙ୍କୁ ଭବିଷ୍ୟତରେ ପୂର୍ଣ୍ଣ ରୋଜଗାରକ୍ଷମ ହେବାକୁ ଆଗଭର
Read More...

ବିଦ୍ୟାର୍ଥୀଙ୍କୁ ନେଇ ସଡକ ସୁରକ୍ଷା ସଚେତନତା ରାଲି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରରେ ସଡକ ସୁରକ୍ଷା ପରିବାର ରକ୍ଷା ସଂକ୍ରାନ୍ତ ସଚେତନତା ରାଲି ସୋମବାର ଦିନ ଅପରାହ୍ନରେ ବାହାରି ସହର ପରିକ୍ରମା କରିଥିଲେ । ଏହି ରାଲି ଛତ୍ରପୁର ମୁଖ୍ୟ ସଡ଼କପଥ ରିକାପଲ୍ଲୀ ଛକଠାରୁ ବାହାରିଥିଲା ।
Read More...

‘ନବୀନ’ ତରଫରୁ ଶଶିଭୂଷଣ ରଥଙ୍କ ଜୟନ୍ତୀ ପାଳନ ଅବସରରେ ନବୀନ ୱେବ୍‌ ଚେନାଲ ଓ କ୍ୟାଲେଣ୍ଡର ଉନ୍ମୋଚିତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବ୍ରହ୍ମପୁର ସ୍ଥାନୀୟ ନବୀନ ଭବନ ପରିସରରେ ‘ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ’ ଆନୁକୂଲ୍ୟରେ ସୋମବାର ଓଡ଼ିଆ ସାମ୍ବାଦିକତା ଜଗତର ଭୀଷ୍ମ ପିତାମହ ଶଶିଭୂଷଣ ରଥଙ୍କ ଜୟନ୍ତୀ ପାଳନ ସହ ନବୀନ ୱେବ୍‌ ଚେନାଲ ଓ କ୍ୟାଲେଣ୍ଡର ଅତିଥିମାନଙ୍କ ଦ୍ୱାରା
Read More...

ସୋନାପୁର ସୁଦୀର୍ଘ ବେଳାଭୂମିରେ ଜିରୋ ନାଇଟ ଓ ନୂଆବର୍ଷର ଖୁସି ମନାଇବା ପାଇଁ ଲକ୍ଷାଧିକ ଯାତ୍ରୀଙ୍କ ସମାଗମ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳ ଚିକିଟିବ୍ଲକ ଅନ୍ତର୍ଗତ ସୋନାପୁର ବେଳାଭୂମି ଏବେ ପର୍ଯ୍ୟଟକ ଓ ଆଞ୍ଚଳିକସ୍ତରର ଯାତ୍ରୀ ମାନଙ୍କ ପାଇଁ ଦର୍ଶନୀୟସ୍ଥାନ ଏବଂ ପିକନିକ ସ୍ପଟ ଭାବେ ସମସ୍ତଙ୍କର ଆକର୍ଷଣୀୟ କେନ୍ଦ୍ର ବିନ୍ଦୁ ପାଲଟିଛି । ନୂଆ
Read More...

ଏମ୍‌ବିକେମାନଙ୍କୁ ପ୍ରଯୁକ୍ତି ବିଦ୍ୟାରେ ତାଲିମ ଶିବିର ଓ ତଦାରଖ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ପକ୍ଷରୁ ଓଡ଼ିଶାର ପ୍ରତ୍ୟେକ ଗ୍ରାମ ପଞ୍ଚାୟତସ୍ତରରେ କାମ କରୁଥିବା ଦକ୍ଷ ନଥିପତ୍ର ପରିଚାଳିକା (ଏମ୍‌ବିକେ)ମାନଙ୍କୁ ପ୍ରଯୁକ୍ତି ବିଦ୍ୟାରେ ସଶକ୍ତ କରିବା ପାଇଁ ଓକାକ୍‌ର ସହାୟତାରେ ତାଲିମ ପ୍ରଦାନ
Read More...

ମାଛ ଧରିବାକୁ ଯାଉଥିବା ବେଳେ ଅଘଟଣ : ଡଙ୍ଗା ଓଲଟି ୧ ମୃତ

ବ୍ରହ୍ମପୁର : ସମୁଦ୍ରକୁ ମାଛ ଧରିବାକୁ ଯାଉଥିବା ବେଳେ ଓଲଟିଲା ଡଙ୍ଗା । ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ବର୍ତ୍ତି ଯାଇଛନ୍ତି । ମୃତକ ବି.ବୈରାଗୀ(୬୩) ବୋଲି ଜଣାପଡିଛି ।
Read More...

୧୩ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ

ରାସାୟନିକ ସାର ବିନା କୃଷିକର୍ମ ଉପରେ ଗୁରୁତ୍ତ୍ୱାରୋପ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଗୋଳନ୍ଥରାସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ୧୩ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । କୃଷି ବିଜ୍ଞାନ କେନ୍ଦ୍ର ଗଞ୍ଜାମ-୨ରେ
Read More...

ମତ୍ସ୍ୟ-ବିଜ୍ଞାନ ମହାବିଦ୍ୟାଳୟର ୨୮ତମ ବାର୍ଷିକ କ୍ରୀଡ଼ା ସାମାରୋହ ଉଦ୍‌ଯାପିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡାଠାରେ ଅବସ୍ଥାପିତ ରାଜ୍ୟର ଏକମାତ୍ର ମତ୍ସ୍ୟ-ବିଜ୍ଞାନ ମହାବିଦ୍ୟାଳୟର ୨୮ତମ ବାର୍ଷିକ କ୍ରୀଡ଼ା ସାମାରୋହ ଯୁବ-ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସୌଜନ୍ୟରେ ଦୁଇ ଦିନିଆ ଖେଳକୂଦ ସାମାରୋହ ଉଦ୍‌ଯାପିତ ହୋଇଯାଇଛି ।
Read More...