Browsing Tag

bramhapur news

ବ୍ରହ୍ମପୁରରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଆଜି ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଉପଜିଲ୍ଲାପାଳ ଡ଼. ଗୌରବମୟ
Read More...

ସର୍ତ୍ତକୁ ଅମାନ୍ୟ କରିବାରୁ ମିଲର୍‌ମାନଙ୍କ ବିରୁଦ୍ଧରେ ଚାଷୀମାନେ ଅଭିଯୋଗ ସ୍ୱରୂପ ଗଞ୍ଜାମ ଜିଲ୍ଲାପାଳଙ୍କୁ…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍ ଅନ୍ତର୍ଗତ ବାଘଳା ପଞ୍ଚାୟତର ଚାଷୀମାନେ ନିଜର ଧାନକୁ କିଭଳି ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ ମୂଲ୍ୟ ଦେଇ ବିକ୍ରୟ ହୋଇପାରିବ ସେନେଇ ଏକ ସ୍ମାରକପତ୍ର ମାଧ୍ୟମରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ
Read More...

ପୁରୀ ଶ୍ରୀମନ୍ଦିରରୁ ଆସିଥିବା ଜଗନ୍ନାଥଙ୍କ ଅର୍ପଣ ରଥକୁ ଛତ୍ରପୁରରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଶ୍ରୀମନ୍ଦିରରୁ ଆସିଥିବା ଜଗନ୍ନାଥଙ୍କ ଅର୍ପଣ ରଥ ସୋମବାର ଛତ୍ରପୁର ସହର ପରିକ୍ରମଣ କରିଛି । ଛତ୍ରପୁର ସହରରେ ପଦାର୍ପଣ ବେଳେ ଜଗନ୍ନାଥଙ୍କ ଅର୍ପଣ ରଥକୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁରସହରର
Read More...

ପ୍ରଧାନମନ୍ତ୍ରୀ ମତ୍ସ୍ୟସମ୍ପଦ ଯୋଜନାରେ ହିତାଧିକାରୀଙ୍କୁ ଚେକ୍ ବଣ୍ଟନ କଲେ କେନ୍ଦ୍ରମନ୍ତ୍ରୀ ପରଷୋତ୍ତମ ରୂପାଲା

ପ୍ରଧାନମନ୍ତ୍ରୀ ମତ୍ସ୍ୟସମ୍ପଦ ଯୋଜନାରେ ୬ଜଣ ହିତାଧିକାରୀଙ୍କୁ ଚେକ୍ ବଣ୍ଟନ କଲେ କେନ୍ଦ୍ରମନ୍ତ୍ରୀପ୍ରଧାନମନ୍ତ୍ରୀ କିଷାନ ବିକାଶ କାର୍ଡ ଓ ପ୍ରଧାନମନ୍ତ୍ରୀ ମତ୍ସ୍ୟ-ସମ୍ପଦ ଯୋଜନା ସମ୍ପର୍କରେ ଗୁରୁତ୍ତ୍ଵ ପ୍ରତିପାଦନ କରିଛନ୍ତି, କେନ୍ଦ୍ର ମତ୍ସ୍ୟ, ପଶୁପାଳନ ବିଭାଗ ମନ୍ତ୍ରୀ ପରଷୋତ୍ତମ
Read More...

ଲିଲି ଫାଉଣ୍ଡେସନର ରୋଟାରୀ ଇଷ୍ଟ ସହାୟତାରେ ରାମପଲ୍ଲୀରେ ସ୍ୱାସ୍ଥ୍ୟ ପରୀକ୍ଷା ଓ ମାଗଣା ଔଷଧ ପ୍ରଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କଲକୋତାସ୍ଥିତ ଲିଲି ଫାଉଣ୍ଡେସନ ତରଫରୁ ରୋଟରୀ କ୍ଲବ ଅଫ୍ ବ୍ରହ୍ମପୁର ଇଷ୍ଟ ସହଯୋଗିତାରେ ଛତ୍ରପୁର ବ୍ଳକ ରାମପଲ୍ଲୀ ଗ୍ରାମରେ ମହୁରୀ ଅଞ୍ଚଳ ପରିଷଦ କାଞ୍ଜି କୋଠାଘରେ ଏକ ମେଗା ସ୍ୱାସ୍ଥ୍ୟ ପରୀକ୍ଷା ଓ ମାଗଣା ଔଷଧ ବିତରଣ ଶିବିର ଅନୁଷ୍ଠିତ
Read More...

ଏମ୍‌ବିକେମାନଙ୍କ ତାଲିମ ଶିବିର ଉଦ୍‌ଯାପିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ପକ୍ଷରୁ ଓଡ଼ିଶାର ପ୍ରତ୍ୟେକ ପଞ୍ଚାୟତରେ କାମ କରୁଥିବା ଦକ୍ଷ ନଥିପତ୍ର ପରିଚାଳିକା(ଏମ୍‌ବିକେ)ମାନଙ୍କୁ ପ୍ରଯୁକ୍ତି ବିଦ୍ୟାରେ ସଶକ୍ତ କରିବା ପାଇଁ ଓକାକ୍‌ର ସହାୟତାରେ ଚାଲିଥିବା ଏକ ମାସିଆ ତାଲିମ ପ୍ରଦାନ
Read More...

ଗଞ୍ଜାମ ଜିଲ୍ଲାରେ ଅର୍ପଣ ରଥ ତ୍ରୟ ଭ୍ରମଣ ଆରମ୍ଭ ହୋଇଛି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପ୍ରଥମ ଦିବସରେ ଅର୍ପଣ ରଥ ତ୍ରୟ ନନ୍ଦିକ ଗ୍ରାମ, କଞ୍ଚୁରୁ ଗ୍ରାମ, ଦୟାପଲ୍ଲୀ ଗ୍ରାମ ଓ ଗୋଦରାପଲ୍ଲୀ ଗ୍ରାମରେ ଭ୍ରମଣ କରି ଶ୍ରଦ୍ଧାଳୁଙ୍କଠାରୁ ଭକ୍ତିପୂର୍ଣ୍ଣ ପରିବେଶରେ ସମବେତ ଜନତାଙ୍କ ଉପସ୍ଥିତିରେ ଅର୍ପଣ ସଂଗ୍ରହ କରିଛନ୍ତି । ନନ୍ଦିକ
Read More...

ପିଏମ୍ ବିଶ୍ୱକର୍ମା ଯୋଜନାର ସଫଳ ରୂପାୟନ ନିମନ୍ତେ ସଚେତନତା ଭିତ୍ତିକ କର୍ମଶାଳା ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପିଏମ୍ ବିଶ୍ଵକର୍ମା ଯୋଜନାର ସମୃଦ୍ଧି ଓ ହିତାଧିକାରୀଙ୍କୁ ସଚେତନ‌ତା ନିମନ୍ତେ ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରସ୍ଥିତ ଜିଲ୍ଲା ପରିଷଦ ଋଷିକୁଲ୍ୟା ଭବନଠାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ଯୋଜନା ମାଧ୍ୟମରେ ହିତାଧିକାରୀମାନେ
Read More...

ଭଞ୍ଜନଗର RMC ସଭା ଗୃହରେ ଧାନର ଗୁଣବତ୍ତା ଉପରେ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭଞ୍ଜନଗର ଉପ-ଜିଲ୍ଲାପାଳ ଅନିଲ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ RMC ସଭାଗୃହରେ ଧାନର ଗୁଣବତ୍ତା ନିର୍ଣ୍ଣୟ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ଉପଖଣ୍ଡ ଅନ୍ତର୍ଗତ ସମସ୍ତ ଆଠ ଗୋଟି ବ୍ଲକରେ ଥିବା ପ୍ରାଥମିକ କୃଷି ସମବାୟ
Read More...

ପାଣି ପଞ୍ଚାୟତ ପକ୍ଷ ପାଳନ ନିମିତ୍ତ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

ଅଣ ଧାନ ଚାଷ ଦିଗରେ ପ୍ରୋତ୍ସାହିତ ପାଣି ପଞ୍ଚାୟତ ପୁରସ୍କୃତ ହେବେ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପାଣି ପଞ୍ଚାୟତ ପକ୍ଷ ଚଳିତ ମାସ ୧୬ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ପାଳିତ ହେବ ଏବଂ ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ଦିବସ ୩୦ ତାରିଖରେ ରାଜ୍ୟସ୍ତରରେ
Read More...