Browsing Tag

bramhapur news

କୁଲାଡ଼-ବ୍ୟାଘ୍ରଦେବୀଙ୍କ ଯାତ୍ରାର ଅଷ୍ଟମ ସନ୍ଧ୍ୟା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ରିଜର୍ଭ ପୋଲିସ ଲାଇନ୍‌ରେ ଅନୁଷ୍ଠିତ ହେଉଥିବା ମା' କୁଲାଡ଼-ବ୍ୟାଘ୍ରଦେବୀଙ୍କ ଯାତ୍ରା ଗତ ୩ ତାରିଖରେ ଆରମ୍ଭ ହୋଇ ସୋମବାର ଅଷ୍ଟମ ସନ୍ଧ୍ୟାରେ ପହଞ୍ଚିଛି । ସୋମବାର ସନ୍ଧ୍ୟାରେ ମା' ବ୍ୟାଘ୍ରଦେବୀ ଆଡ଼ପ
Read More...

ଛତ୍ରପୁରସ୍ଥ ରାମଚଣ୍ଡୀ ପୀଠରେ ୧୦୮- ସପ୍ତଶତୀ ଚଣ୍ଡୀ ପାରାୟଣ ନିମନ୍ତେ ବ୍ୟାପକ ପ୍ରସ୍ତୁତି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଚଳିତ ଜୁଲାଇ ୨୧ତାରିଖ (ରବିବାର) ପବିତ୍ର ବ୍ୟାସ ଗୁରୁ-ପୂର୍ଣ୍ଣମୀ ଅବସରରେ ଛତ୍ରପୁରସ୍ଥ ମା' ରାମଚଣ୍ଡୀଙ୍କ ପୀଠରେ ୧୦୮-ସପ୍ତଶତୀ ଚଣ୍ଡୀ ପାରାୟଣ ଆୟୋଜନ ନିମନ୍ତେ ବ୍ୟାପକ ପ୍ରସ୍ତୁତି ଚାଲିଛି । ନିମନ୍ତ୍ରିତ ବିଜ୍ଞ ପ୍ରାଜ୍ଞ ବୈଦିକ ବ୍ରାହ୍ମଣ
Read More...

ବିରୁଳିଗଡ଼ର ରାଜମାତା ପ୍ରେମ ମଞ୍ଜରୀ ସିଂହଦେଓଙ୍କ ପରଲୋକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବିରୁଳିଗଡ଼ ରାଜବଂଶର ୨୬ତମ ପୀଢ଼ିର ରାଜମାତା ପ୍ରେମ ମଞ୍ଜରୀ ସିଂହଦେଓ (୮୯)ଙ୍କ ଶନିବାର ପ୍ରତ୍ୟୁଷରେ ବିରୁଳିଗଡ଼ ରାଜବାଟିରେ ପରଲୋକ ହୋଇଯାଇଛି । ସେ ଶାରୀରିକ ଅସୁସ୍ଥତା ଭିତ୍ତିରେ ବାର୍ଦ୍ଧକ୍ୟ ଜନିତ କାରଣରେ ତାହାଙ୍କ ପରଲୋକ ହୋଇଯାଇଛି ।
Read More...

କୁକୁଡାଖଣ୍ଡି ବ୍ଲକ ଅଧ୍ୟକ୍ଷଙ୍କ ଦେହାନ୍ତ : ବିଭିନ୍ନ ମହଲରେ ଶୋକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର କୁକୁଡାଖଣ୍ଡି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ରଙ୍କ ଦେହାନ୍ତ ହୋଇଯାଇଛି । ସେ କିଛି ଦିନ ହେଲା ଶାରୀରିକ ଅସୁସ୍ଥରେ ପୀଡ଼ିତ ଥିଲେ । ସେ ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ
Read More...

ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଅଞ୍ଚଳରେ ଦେଶୀ ଓ ବିଦେଶୀ ମଦର ବ୍ୟାପକ ଚୋରା କାରବାର ଅଭିଯୋଗ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ଦେଶୀମଦ ଓ ବିଦେଶୀ ମଦ ବେଆଇନ ଭାବେ ବିକ୍ରୀ କରାଯାଉଥିବା ସାଂଗକୁ ବ୍ୟାପକ ଚୋରା କାରବାର ହେଉଥିବା ଅଭିଯୋଗ ହୋଇଛି । ଏନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ, ଗଞ୍ଜାମ ଏସ୍‌ପି ତଥା ଗଞ୍ଜାମ ଜିଲ୍ଲା
Read More...

ଗୋପାଳପୁରର ଆର୍ମି ଏ. ଡି. କଲେଜରେ ଜୁଲାଇ ୨ରୁ ଆର୍ମିରେ ନିଯୁକ୍ତି ଚୟନ

ନିଯୁକ୍ତିରେ ଲାଞ୍ଚ କିମ୍ବା ଅର୍ଥ କାରବାର ଏକ ଦଣ୍ତନୀୟ ଅପରାଧ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ଠାରେ ଆସନ୍ତା ଜୁଲାଇ ୨ ତାରିଖ ଠାରୁ ୬ ତାରିଖ ପର୍ଯ୍ୟନ୍ତ ଆର୍ମିରେ ନିଯୁକ୍ତି ନିମନ୍ତେ ଚୟନ ପରୀକ୍ଷା ଅନୁଷ୍ଠିତ ହେବ । ଅଗ୍ନିପଥ ଯୋଜନାରେ
Read More...

ମା’ ରାମଚଣ୍ଡୀ ଟ୍ରଷ୍ଟ ପକ୍ଷରୁ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବର୍ତ୍ତମାନର ଯୁଗରେ ଯେତିକି କଂକ୍ରିଟ କୋଠା, ଅଟ୍ଟାଳିକାମାନ ହୁ ହୁ ହୋଇ ଗଢ଼ି ଉଠୁଛି, ଏହାର ଫଳସ୍ୱରୁପ ପରିବେଶ ଅବସ୍ଥା ଖୁବ୍ ଗମ୍ଭୀର ହେବାରେ ଲାଗିଛି । ପରିବେଶ ଅନୁକୂଳ ପରିବେଶ ବାତାବରଣ, ଅଦିନିଆ ଝଡ଼ ବର୍ଷା ହେଉଛି । ଠିକ୍ ସମୟରେ ବର୍ଷା
Read More...

ବିଧାନସଭା ନିର୍ବାଚନ ଫଳାଫଳ : ଗଞ୍ଜାମ ଜିଲ୍ଲାର ୧୩ଟି ବିଧାନସଭା ଆସନରୁ ୧୧ଟି ଆସନରୁ ବିଜେପି ପ୍ରାର୍ଥୀ ବିଜୟୀ,…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ୧୩ଟି ବିଧାନସଭା ଆସନରୁ ୧୧ଟି ଆସନରେ ବିଜେପି ପ୍ରାର୍ଥୀ ବିପୁଳ ଭୋଟରେ ବିଜୟୀ, ଲାଭ କରିଥିବା ବେଳେ ବିଜେଡ଼ି ଓ କଂଗ୍ରେସ ଦଳ ତରଫରୁ ଗୋଟିଏ ଆସନରେ ବିଜୟୀ ହୋଇଥିବା ଖବର ମିଳିଛ । ତେବେ ବାଜିମାତ୍‌ କରିଥିବା ଭାରତୀୟ
Read More...

ଛତ୍ରପୁରରେ ମା’ କୁଲାଡ଼ ବ୍ୟାଘ୍ର ଦେବୀଙ୍କ ଯାତ୍ରାରମ୍ଭ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ପୋଲିସ ଅନ୍ତେ-ନିବାସ କଲୋନୀରେ ଅବସ୍ଥାପିତ ମା' କୁଲାଡ଼ ବ୍ୟାଘ୍ର ଦେବୀଙ୍କ ଯାତ୍ରାରମ୍ଭ ହୋଇଛି । ଚଳିତ ବର୍ଷ ଏହି ଯାତ୍ରା ନବଦିନ ବ୍ୟାପୀ ବର୍ଣ୍ଣାଢ଼୍ୟ ସମ୍ଭାରରେ ଅନୁଷ୍ଠିତ ହେଉଛି । ଏହି ଯାତ୍ରା
Read More...

ଗଞ୍ଜାମ ଜିଲ୍ଲାରେ କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି କେନ୍ଦ୍ରମାନଙ୍କରେ ଆରମ୍ଭ ହୋଇଛି ଭୋଟ ଗଣତି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ କଡ଼ା ସୁରକ୍ଷା ମଧ୍ୟରେ ସମସ୍ତ ଭୋଟ ଗଣତି କେନ୍ଦ୍ରମାନଙ୍କରେ ନିର୍ଦ୍ଧାରୀତ ସମୟରେ ଆରମ୍ଭ ହୋଇଛି ଭୋଟ ଗଣତି । ବରିଷ୍ଠ ପ୍ରଶାସନିକ ଅଧିକାରୀ, ଆର୍‌. ଓ.ଏବଂ ନିର୍ବାଚନ ନିମନ୍ତେ ଅବସ୍ଥାପିତ ସଧାରଣ ପର୍ଯ୍ୟବେକ୍ଷକ,
Read More...