Browsing Tag

bramhapur news

ଗଞ୍ଜାମ ଜିଲ୍ଲାର ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି (Assembly Constituency Development Committee - ACDC) ବୈଠକ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ
Read More...

ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ଠାରେ ତୃତୀୟ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ମହାତ୍ସବ ଆୟୋଜିତ ହେବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୫ ଦିନିଆ ତୃତୀୟ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ମହାତ୍ସବ-୨୦୨୬ ଚଳିତ ଫେବୃୟାରୀ ୧୧ ତାରିଖ ଠାରୁ ୧୫ ତାରିଖରୁ ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ଠାରେ ଆୟୋଜିତ ହେବ ବୋଲି ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ଚୂଡାନ୍ତ ହୋଇଛି ।
Read More...

୧୨୬ ବର୍ଷ ତଳର ଛତ୍ରପୁର ରେଳଷ୍ଟେସନ୍ ଆଜି ଚିର ଅବହେଳିତ

ଛତ୍ରପୁର ରେଳ ୟୁଜର୍ସ ୱାଲଫର୍ ଆସୋସିଏସନ୍ ପକ୍ଷରୁ ଆଗତ ବୈଠକରେ ମତପ୍ରକାଶ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ୧୨୬ ବର୍ଷ ତଳର ବହୁ ପୁରାତନ ଛତ୍ରପୁର ରେଳଷ୍ଟେସନ୍ ଆଜି ଚିର ଅବହେଳିତ ନେଇ ଛତ୍ରପୁରବାସୀ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଛତ୍ରପୁର ଗୌରୀ ଶଙ୍କର ମନ୍ଦିର
Read More...

ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କର ୯୦ତମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ସମାରୋହ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କର ୯୦ତମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଆଇ.ଓ.ବି. ଛତ୍ରପୁର ଶାଖା ଆନୁକୂଲ୍ୟରେ ବର୍ଣ୍ଣାଢ଼୍ୟ ସମାରୋହରେ ମଙ୍ଗଳବାର ପାଳିତ ହୋଇଯାଇଛି । ଆଇ.ଓ.ବି. ବ୍ୟାଙ୍କର ପ୍ରତିଷ୍ଠା ଉତ୍ସବ ଅବସରରେ ଆୟୋଜିତ ଆନୁଷ୍ଠାନିକ ସମାରୋହରେ
Read More...

ଡାକ୍ତର କେ. ଲକ୍ଷ୍ମୀବାଇଙ୍କ ଅମୂଲ୍ୟ ଜୀବନର ଏକ ନିଆରା ଇତିହାସ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମ୍ପତ୍ତି, ଖ୍ୟାତି ପ୍ରେରିତ ବ୍ୟକ୍ତିକେନ୍ଦ୍ରିକ ସମାଜରେ ଡ଼. କେ. ଲକ୍ଷ୍ମୀବାଇଙ୍କ ମହାନ ମାନବୀୟ ଜୀବନ କାହାଣୀ ଏକ ନିଆରା ଇତିହାସ ଅଟେ । ଯାହା ଓଡିଶାବାସୀଙ୍କ ମଧ୍ୟରେ ସୀମାବଦ୍ଧ ହେବା ଅନୁଚିତ । ଏହି କାହାଣୀ ଓଡ଼ିଶାର ସୀମା ଲଂଘି ତମାମ ଦେଶ
Read More...

କ୍ରାନ୍ତି ଓ କେ ସି ହାଇସ୍କୁଲ ଇଂରାଜୀ ମିଡ଼ିୟମ ତରଫରୁ ମାଗଣା କର୍କଟ ରୋଗ ନିରୂପଣ ଓ ସ୍ଵାସ୍ଥ୍ୟ ସଚେତନତା ଶିବିର…

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବ୍ରହ୍ମପୁର ସ୍ଥିତ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ କ୍ରାନ୍ତି ଓ କେ ସି ହାଇସ୍କୁଲ ଇଂରାଜୀ ମିଡ଼ିୟମର ମିଳିତ ସହଯୋଗରେ ୦୮ ତାରିଖ ରବିବାର ଦିନ ଗୋଷାଣୀ ନୂଆଗାଁ ସ୍ଥିତ କେ ସି ହାଇସ୍କୁଲ ଇଂରାଜୀ ମିଡ଼ିୟମ ପରିସରରେ ମାଗଣା କର୍କଟ ନିରୂପଣ ଓ ସ୍ଵାସ୍ଥ୍ୟ
Read More...

ଓଡିଶା ଚାରିଟେବଲ ଟ୍ରଷ୍ଟ ତରଫରୁ ଋତୁସ୍ରାବ ପରିମଳ ସ୍ୱଚ୍ଛତା ଉପରେ ସଚେତନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ସ୍ମୃତିର ଓଡିଶା ଚାରିଟେବଲ ଟ୍ରଷ୍ଟ ତରଫରୁ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅଧିନସ୍ଥ ମାଟିଖାଲ ଗ୍ରାମପଞ୍ଚାୟତର ମାଟିଖାଲ ଠାରେ ଋତୁସ୍ରାବ ସମୟରେ ପରିମଳ ଓ ସ୍ୱଚ୍ଛତା ବିଷୟରେ ଏକ ସଚେତନ ଶିବିର ରବିବାର
Read More...

ବୁଗୁଡ଼ାରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀରେ ୧୦୪ ଟି ଅଭିଯୋଗର ଶୁଣାଣୀ : ୧୫ ଟିର ତତକ୍ଷଣାତ୍ ସମାଧାନ

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ବାଣ୍ଟିଲେ ନୂତନ ପଟ୍ଟା ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ବୁଗୁଡା ନଗରିସ୍ଥ ବିରଞ୍ଚି ନାରାୟଣ ମନ୍ଦିର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଗଞ୍ଜାମ ଜିଲ୍ଲାସ୍ତରୀୟ ମିଳିତ ଜନଅଭିଯୋଗ ଶୁଣାଣି ସୋମବାର ଅନୁଷ୍ଠିତ ହୋଇଯାଇଛି ।
Read More...

ରାମଚଣ୍ଡୀ ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ସବ୍ୟସାଚୀଙ୍କ ଅଭିନୟ : ଓଡ଼ିଶୀ, ଢେମସା ନୃତ୍ୟ, ବାଘ ନାଚରେ ମଞ୍ଚ ମୁଖରୀତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ତିନିଦିନିଆ ରାମଚଣ୍ଡୀ ମହୋତ୍ସବ ରବିବାର ମଧ୍ୟରାତ୍ରୀରେ ଉଦଯାପିତ ହୋଇଯାଇଛି । ରାମଚଣ୍ଡୀ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଓଡ଼ିଆ ସିନେମା ତାରକା ସବ୍ୟସାଚୀ ମିଶ୍ରଙ୍କ ସମ୍ଭାଷଣରେ ଦର୍ଶକ ଯେତିକି ଚକିତ, ମହଲରେ ସେତିକି ବିମୋହିତ ହୋଇଛନ୍ତି ।
Read More...

ଋଷିକୂଲ୍ୟା ନଦୀର ସୁରକ୍ଷା ପାଇଁ ସ୍ୱର ଉତ୍ତୋଳନ

ବହ୍ମପୁର : ଗଞ୍ଜାମର ଜୀବନରେଖା ଭାବେ ପରିଚିତ ଋଷିକୂଲ୍ୟା ନଦୀର ଉପର ମୁଣ୍ଡରେ ସୋରଡ଼ା ବ୍ଲକର ପିପଳପଙ୍କା ଠାରେ ଏକ ଜଳଭଣ୍ଡାର ନିର୍ମାଣ କରିବାକୁ ବର୍ତ୍ତମାନର ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ଏହି ନଦୀବନ୍ଧ ଜରିଆରେ ଋଷିକୂଲ୍ୟାର ପାଣିକୁ ଶହେ କି.ମି ଲମ୍ବା ପାଇପ୍‌ ଲାଇନ୍‌ ଯୋଗେ
Read More...