Browsing Tag

bramhapur news

ଭୁବନେଶ୍ୱର – କଟକ କମିଶନରେଟ୍‌ ପୋଲିସ ଅଧୀନରେ ଭରତପୁର ଥାନା ଏବେ ବଦନାମର ଚର୍ଚ୍ଚା ଜୋର ଧରିଛି

ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନ୍ୟାୟ କେବେ ମିଳିବ ? ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭୁବନେଶ୍ୱର - କଟକ କମିଶନରେଟ୍‌ ପୋଲିସ ଅଧୀନରେ ଥିବା ଭରତପୁର ଥାନା ଏବେ ବଦନାମର ଚର୍ଚ୍ଚା ଜୋର ଧରିଛି । ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ
Read More...

ତଟରକ୍ଷୀ ବାହିନୀ ଓ ଗୋପାଳପୁର ବନ୍ଦର ସୌଜନ୍ୟରେ ଆନ୍ତର୍ଜାତୀୟ ତଟକୂଳ ସ୍ୱଚ୍ଛତା ଦିବସ ପାଳିତ

ବଟେଶ୍ୱର ବେଳାଭୂମିରେ ସାମିଲ ହେଲେ ଶହ ଶହ ଏନ୍. ସି. ସି. ବିଦ୍ୟାର୍ଥୀ ଏବଂ ସ୍ଵେଚ୍ଛାସେବୀ ଓ ସାଧାରଣ ନାଗରିକ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବିଶ୍ୱର ସର୍ବବୃହତ ତଟକୂଳ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ 'ଆନ୍ତର୍ଜାତୀୟ ସ୍ୱଚ୍ଛତା ଦିବସ' ଅବସରରେ ଭାରତୀୟ ତଟରକ୍ଷୀ ବାହିନୀ
Read More...

ବ୍ରହ୍ମପୁର କଳାକାର ଏକତା ମଞ୍ଚ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ନାଟକ ଅଭ୍ୟାସ ପାଇଁ ଅବା ନାଟକ ରିହରସାଲ୍ ପାଇଁ ସ୍ଥାନ ଦେବା ସାଂଗକୁ ଓ ନାଟକ ମଞ୍ଚସ୍ଥ କରିବା ପାଇଁ ଆବଶ୍ୟକ ହେଉଥିବା ପ୍ରେକ୍ଷାଳୟର ସୁଲଭ ଦରରେ ଯୋଗାଇ ଦେବାକୁ ବ୍ରହ୍ମପୁର କଳାକାର ଏକତା ମଞ୍ଚ ପକ୍ଷରୁ ଗଞ୍ଜାମ ଜିଲ୍ଳାପାଳଙ୍କୁ ଦାବୀପତ୍ର
Read More...

ଛତ୍ରପୁର ବିଦ୍ୟୁତ ବିଭାଗୀୟ ବିଶ୍ୱକର୍ମା ପୂଜା ପରିଦର୍ଶନରେ ବିଧାୟକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଉପଖଣ୍ଡ ବିଦ୍ୟୁତ୍ ବିଭାଗୀୟ କାର୍ଯ୍ୟାଳୟର ପୂଜା ମଣ୍ଡପରେ ଆୟୋଜିତ ବିଶ୍ୱକର୍ମା ପୂଜା ସମ୍ଭାରର ୪ର୍ଥ ଦିବସର ସନ୍ଧ୍ୟାରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗଦେଇ ଠାକୁରଙ୍କ ବିଭୂକୃପା ଲାଭ କରିଥିଲେ । ବିଧାୟକ ତାଙ୍କରି
Read More...

ସମଗ୍ର ଶିକ୍ଷା ଯୋଜନା ଭିତ୍ତିକ ସ୍ୱତନ୍ତ୍ର ବୈଠକ

୧୨୬୪ ଜଣ କନିଷ୍ଠ ଶିକ୍ଷକ ନିଯୁକ୍ତି ତାଲିକାର ଅନୁମୋଦନ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ସମଗ୍ର ଶିକ୍ଷା ଯୋଜନା ଭିତ୍ତିକ ୧୨୬୪ ଜଣ କନିଷ୍ଠ ଶିକ୍ଷକ ନିଯୁକ୍ତି ତାଲିକାର ଅନୁମୋଦନ ସକାଶେ ଜିଲ୍ଲା ପରିଷଦର ସ୍ୱତନ୍ତ୍ର ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି ।
Read More...

ହିଞ୍ଜିଳି ବ୍ଲକ ଦାରୁଭଦ୍ରା ପଞ୍ଚାୟତ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଳା ହିଞ୍ଜିଳି ବ୍ଲକ ଅନ୍ତର୍ଗତ ଦାରୁଭଦ୍ରା ପଞ୍ଚାୟତ ସରପଞ୍ଚ ବିକାଶ ସେଠୀଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ ନିଜ ପଞ୍ଚାୟତର ୱାର୍ଡ ସଭ୍ୟ ଗଣ । ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟ ଏବଂ ଏକଛତ୍ରବାଦକୁ ନେଇ ୱାର୍ଡ ସଭ୍ୟସଭ୍ୟାଙ୍କ
Read More...

ବିଜେପି ଗଞ୍ଜାମ ଜିଲ୍ଲା-ସଭାପତି ଡା. ସୁବାଷ ଚନ୍ଦ୍ର ସାହୁଙ୍କ ଇସ୍ତଫା ପତ୍ର ପ୍ରଦାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବିଜେପି ଗଞ୍ଜାମ ଜିଲ୍ଲା-ସଭାପତି ଡା. ସୁବାଷ ଚନ୍ଦ୍ର ସାହୁ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି । ସେ ଦଳୀୟ ହାଇକମାଣ୍ଡଙ୍କୁ ତାଙ୍କରି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ବୋଲି ଜଣାଯାଏ । ଶ୍ରୀ ସାହୁ ଦୀର୍ଘ ଦିନ ଧରି ଗଞ୍ଜାମ ଜିଲ୍ଲାରେ ବିଜେପି
Read More...

ଛତ୍ରପୁରରେ ସୁଭଦ୍ରା ଯୋଜନାର ଲୋକାର୍ପଣ ଉତ୍ସବ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ସୁଭଦ୍ରା ଯୋଜନାର ଲୋକାର୍ପଣ ଉତ୍ସବ ଅଗଣିତ ଦର୍ଶକଙ୍କ ଉଦ୍ଦେଶ୍ୟରେ ବ୍ୟବସ୍ଥିତ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା । ମଙ୍ଗଳବାର ଜସ୍ଵସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଭୁବନେଶ୍ୱର
Read More...

ଆକ୍ସନ ମୋଡ଼ରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ

ପୂର୍ତ୍ତ ବିଭାଗ ନିର୍ମାଣାଧୀନ ରାସ୍ତା କାର୍ଯ୍ୟର କ୍ୱାଲିଟି ଯାଞ୍ଚ କଲେ ବିଧାୟକ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆକ୍ସନ ମୋଡ଼ରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ । ପୂର୍ତ୍ତ ବିଭାଗର ରାସ୍ତା କାମ ତଦାରଖ କରିବା ସହ ବ୍ୟାପକ ରାସ୍ତା ନିର୍ମାଣ କାର୍ଯ୍ୟରେ ଅନିୟମିତତା
Read More...

ଛତ୍ରପୁର ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟରେ ବିଶ୍ଵକର୍ମା ପୂଜା ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ବିଦ୍ୟୁତ୍‌ ବିଭାଗ ଉପଖଣ୍ଡ କାର୍ଯ୍ୟାଳୟ ପରିସରରେ ଆୟୋଜିତ ପୂଜା ମଣ୍ଡପରେ ପବିତ୍ର ବିଶ୍ଵକର୍ମା ପୂଜା ଯଥାରୀତିରେ ବିଧିବଦ୍ଧ ଭାବେ ବିଗତ ବର୍ଷ ମାନଙ୍କ ପରି ଚଳିତ ବର୍ଷ ମଧ୍ୟ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି ।
Read More...