Browsing Tag

bramhapur news

ଓ.ଏ.ଏସ. ପରୀକ୍ଷାରେ ୪୪୪ ନମ୍ୱର ରେଙ୍କ୍‌ ରଖି ମାନସ ବେହେରା କୃତକାର୍ଯ୍ୟ ହୋଇଛନ୍ତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ବ୍ଳକର ସାନରାମଚନ୍ଦ୍ରପୁର ପଞ୍ଚାୟତର ଗୌରଙ୍ଗପାଟଣା ଗ୍ରାମର ମଦୁସୂଦନ ବେହେରା ଓ ମାଁ ସ୍ୱର୍ଗତ ନକ୍ଷତ୍ର ବେହେରାଙ୍କ ପୁଅ ମାନସ ବେହେରା ଗଞ୍ଜାମ ବ୍ଳକପାଇଁ ଗୌରବ ଆଣିଛନ୍ତି । ଓ.ଏ.ଏସ. ପାଇଥିବା ମାନସ ବେହେରା ଓଡିଶା ପ୍ରଶାସନିକ ସେବା
Read More...

ମା’ ଗଜଲକ୍ଷ୍ମୀଙ୍କ ପାର୍ବଣ ପାଇଁ ଛତ୍ରପୁର ମେନ୍‌ ରୋଡ ବଡ଼ ବଜାର ଚଳଚଞ୍ଚଳ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ମା' ଗଜଲକ୍ଷ୍ମୀଙ୍କ ପାର୍ବଣ ସମ୍ଭାର ପାଇଁ ଛତ୍ରପୁର ସହର ଚଳଚଞ୍ଚଳ ହୋଇଉଠିଛି । ଛତ୍ରପୁର ମେନ୍‌ ରୋଡ ବଡ଼ ବଜାରର ପୂଜା କମିଟି ଦ୍ୱାରା ବର୍ଣ୍ଣାଢ଼୍ୟ ସମାରୋହରେ ଆୟୋଜିତ ହେଇଥିବା ମା' ଗଜଲକ୍ଷ୍ମୀଙ୍କ ପୂଜାମେଢ଼ ଖୁବ୍ ଉଚ୍ଚକୋଟୀର ହୋଇଛି । ଏନେଇ
Read More...

ରାମଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ବନ୍ଧୁମିଳନ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟସ୍ଥ ନିଳାଦ୍ରୀପୁର ଗ୍ରାମର ପାହାଡ଼ ଶୀର୍ଷ ଦେଶରେ ବିଦ୍ୟମାନ କରିଥିବା ମା' ରାମଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୨୦୧୫ ମସିହା ବେଚ୍
Read More...

ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁଙ୍କ ନାମରେ ସଙ୍ଗୀନ ଆରୋପ ଆଣିଲେ ପୂର୍ବତନ ବିଧାୟିକା ଲତିକା ପ୍ରଧାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : କବି ସୂର୍ଯ୍ୟନଗର ପୂର୍ବତନ ବିଧାୟିକା ଲତିକା ପ୍ରଧାନଙ୍କ ବିସ୍ଫୋରକ ବୟାନ ଆଣିଛନ୍ତି । ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁଙ୍କ ନାଁରେ ସଂଗୀନ ଆରୋପ ଆଣିଲେ ଲତିକା । ରଞ୍ଜିତା ସାହୁ ବିଭୀଷଣ ସାଜି ବିଜେଡ଼ି ଦଳୀୟ ପ୍ରାର୍ଥୀଙ୍କୁ ହରାଇଥିବା କହିଲେ
Read More...

ଅବକାରୀ କନେଷ୍ଟବଳ ସବ୍ୟସାଚୀ ମିଶ୍ରଙ୍କୁ ଆକ୍ରମଣ ଘଟଣାରେ ୭ ଗିରଫ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଅବକାରୀ କନେଷ୍ଟବଳ ସବ୍ୟସାଚୀ ମିଶ୍ରଙ୍କୁ ଆକ୍ରମଣ ଘଟଣାରେ ବୁଧବାର ଦିନ ପୋଲିସ ୭ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ତୁମ୍ବେଶ୍ୱର୍ ପାତ୍ର, ରଞ୍ଜିତ ପଟ୍ଟନାୟକ, ସମୀର ପ୍ରଧାନ, ସୁମନ ମହାପାତ୍ର, ଲକ୍ଷ୍ମୀନାରାୟଣ ବେହେରା ଓ ରମେଶ ପାତ୍ରଙ୍କୁ
Read More...

ମନ୍ତ୍ରଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଛି ଛତ୍ରପୁର ଲକ୍ଷ୍ମୀବଜାର ସ୍ଥିତ ଗଜଲକ୍ଷ୍ମୀ ପୂଜାମଣ୍ଡପ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଲୱେର ବସ୍‌ଷ୍ଟାଣ୍ଡ ସ୍ଥିତ ଲକ୍ଷ୍ମୀବଜାର ମାର୍କେଟ କମ୍ପ୍ଲେକ୍ସ ଏବେ ଚଳଚଞ୍ଚଳ ହୋଇଉଠିଛି । ଆୟୋଜିତ ହୋଇଛି, ମା' ଗଜଲକ୍ଷ୍ମୀଙ୍କ ପାର୍ବଣ ସମ୍ଭାର, ପୂଜାମଣ୍ଡପରେ ଶୋଭା ପାଉଛନ୍ତି, ଗଜବେଶ ଧାରଣ କରି ମା' ବିଷ୍ଣୁଙ୍କ ଘରଣୀ ଲକ୍ଷ୍ମୀ ।
Read More...

ତ୍ରିପୁର ସୁନ୍ଦରୀ ବେଶରେ ଦର୍ଶନ ଦେଲେ ମା’ ରାମଚଣ୍ଡୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆଦ୍ୟାଶକ୍ତି ସିଂହବାହିନୀ ପରମ ବୈଷ୍ଣବୀ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ପୂଣ୍ୟତ୍ତୋୟା ଋଷିକୂଲ୍ୟା ତୀରର କୁଳୁ କୁଳୁ ତାନ୍‌ରେ ସୁଶୋଭିତ ଛତ୍ରପୁର ନିକଟସ୍ଥ ନିଳାଦ୍ରୀପୁର ଗ୍ରାମର ଧଡ଼ା ପାହାଡ଼ ଶୀର୍ଷରେ ବିଦ୍ୟମାନ କରିଥିବା ମା'
Read More...

ଫୁଲଟା ଅଞ୍ଚଳ ଅଶାନ୍ତ : ସରପଞ୍ଚଙ୍କ ଘର ଉପରକୁ ବୋମା ମାଡ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଉପକଣ୍ଠ କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଫୁଲଟା ପଞ୍ଚାୟତ ସରପଞ୍ଚ ମମତା ନାହାକଙ୍କ ଘରଉପରକୁ ବୋମା ମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଯାହାକି, ମଙ୍ଗଳବାର ଦିନ ରାତି ପ୍ରାୟ ସାଢେ଼ ୧୧ଟାରେ କିଛି ଦୁର୍ବୃତ୍ତତ୍ତ ବୋମା ମାଡ କରି ଫେରାର
Read More...

ଆଲିଆବାଦ ଗ୍ରାମର ଦୁର୍ଗା ମେଢ଼ ଭସାଣୀ ସମ୍ପନ୍ନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଆଲିଆବାଦ ଗ୍ରାମରେ ପରାମ୍ପରୀକ ରୀତିନୀତିରେ ଶାରଦୀୟ ଦୁର୍ଗାପୂଜା ପାଳନ ସମ୍ପନ୍ନ ହେଇଯାଇଛି । ଏହା ମହାସପ୍ତମୀ ଠାରୁ ଆରମ୍ଭ ହୋଇ ବିଜୟୀ ଦଶମୀ ପର୍ଯ୍ୟନ୍ତ ଚାଲିଥିଲା । ଏହି ଶାରଦୀୟ ଦୁର୍ଗାପୂଜା
Read More...

କୁକୁଡାଖଣ୍ଡି ରାଉତ ବନ୍ଦ ନିକଟରେ ଭାରସାମ୍ୟ ହରାଇ ଗର୍ତ୍ତ ମଧ୍ୟରେ ଫସିଗଲା ବସ୍ : ଅଳ୍ପକେ ବଞ୍ଚିଲେ ସମସ୍ତ ବସ୍…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ସହରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ସମୟରେ ଏକ ଘରୋଇ ବସ୍ କୁକୁଡାଖଣ୍ଡି ରାଉତ ବନ୍ଦ ନିକଟରେ ଭାରସାମ୍ୟ ହରାଇ ଗର୍ତ୍ତ ମଧ୍ୟରେ ଫସିଗଲା । ସୂଜନା ଅନୁସାରେ ଘରୋଇ ବସ୍ ସାଇ ରାମ ବୋଲି କୁହାଯାଏ । ବସ୍‌ର
Read More...