Browsing Tag

boudha news

ବୌଦ୍ଧରେ ନବମ କଲର୍ ବେଲ୍ଟ ପ୍ରମୋସନ୍‌ ଟେଷ୍ଟ ଓ ସେକଣ୍ଡ ବ୍ଲାକ ବେଲ୍ଟ ଗ୍ରେଡିଂ ଟେଷ୍ଟ ଅନୁଷ୍ଠିତ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ତାଏକୋଣ୍ଡୋ ଏକାଡେମୀ ବୌଦ୍ଧ ତରଫରୁ ସ୍ଥାନୀୟ ଟାଉନ୍ ହଲ୍ ଠାରେ ବୌଦ୍ଧ ଜିଲ୍ଲା କ୍ୟୁରୋଗି ଓ ପୂମସି ଚାମ୍ପିଅନ୍‌ସିପ୍‌ ଅନୁଷ୍ଠିତ ହୋଇଯାଇଛି । ଦୁଇଦିନ ଧରି ଚାଲିଥିବା ଏହି ଚାମ୍ପିଅନ୍‌ସିପ୍‌ର ଉଦ୍‌ଯାପନୀ ଉତ୍ସବରେ ଓଡ଼ିଶା ରାଜ୍ୟ ଲୋକପାଳ ସଭାପତି ଡ.
Read More...

ବୌଦ୍ଧ ରଥଯାତ୍ରା ପ୍ରସ୍ତୁତି ବୈଠକ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ଗୃହଠାରେ ଆଗାମୀ ରଥଯାତ୍ରାକୁ ମହାସମାରୋହରେ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଜେ. ସୋନାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା
Read More...

ବିଶ୍ୱଶାନ୍ତି ବିଷ୍ଣୁ ମହାଯଜ୍ଞ ଶୁଭସ୍ତମ୍ଭ ଶୋଭାଯାତ୍ରାର ଚତୁର୍ଥ ଦିନ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧଜିଲ୍ଲା ମାଳିକା ବର୍ଣ୍ଣିତ ପୀଠ ସିଦ୍ଧ ତପୋ ସେବାବନ ସିଦ୍ଧ ଗୁରୁ ମଠ, ଡମ୍ବରୁଗଡ଼ ଠାରେ ଆସନ୍ତା କାର୍ତ୍ତିକ ମାସରେ ଏକ ବିରାଟ ବିଶ୍ୱଶାନ୍ତି ବିଷ୍ଣୁ ମହାଯଜ୍ଞ ଅନୁଷ୍ଠିତ ହେବ । ଏହି ଯଜ୍ଞ ସାକାର ସହିତ ପ୍ରଚାର ପ୍ରସାର ନିମନ୍ତେ ଶ୍ରୀ ଜଗନ୍ନାଥ ଓ
Read More...

ବିଶ୍ୱଶାନ୍ତି ବିଷ୍ଣୁ ମହାଯଜ୍ଞ ଶୁଭସ୍ତମ୍ଭ ଶୋଭାଯାତ୍ରା ଦ୍ୱିତୀୟ ଦିନରେ ପୁରୀ ଜଗନ୍ନାଥଙ୍କ ବଡ଼ପଣ୍ଡା ଆଜ୍ଞାମାଳ ଦେଲେ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧଜିଲ୍ଲା ମାଳିକା ବର୍ଣ୍ଣିତ ପୀଠ ସିଦ୍ଧ ତପୋ ସେବାବନ ସିଦ୍ଧ ଗୁରୁ ମଠ, ଡମ୍ବରୁଗଡ଼ ଠାରେ ଆସନ୍ତା କାର୍ତ୍ତିକ ମାସରେ ଏକ ବିରାଟ ବିଶ୍ୱଶାନ୍ତି ବିଷ୍ଣୁ ମହାଯଜ୍ଞ ଅନୁଷ୍ଠିତ ହେବ । ଏହି ଯଜ୍ଞ ସାକାର ସହିତ ପ୍ରଚାର ପ୍ରସାର ନିମନ୍ତେ ଶ୍ରୀ ଜଗନ୍ନାଥ ଓ
Read More...

ବିଶ୍ୱଶାନ୍ତି ବିଷ୍ଣୁ ମହାଯଜ୍ଞ ଅବସରରେ ପଞ୍ଚସଖା ପୀଠରୁ ଶୁଭସ୍ତମ୍ଭ ଶୋଭାଯାତ୍ରା ଶୁଭାରମ୍ଭ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧ ଜିଲ୍ଲା ମାଳିକା ବର୍ଣ୍ଣିତ ପୀଠ ସିଦ୍ଧ ତପୋ ସେବାବନ ସିଦ୍ଧ ଗୁରୁ ମଠ, ଡମ୍ବରୁଗଡ଼ ଠାରେ ଆସନ୍ତା କାର୍ତ୍ତିକ ମାସରେ ଏକ ବିରାଟ ବିଶ୍ୱଶାନ୍ତି ବିଷ୍ଣୁ ମହାଯଜ୍ଞ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଯଜ୍ଞ ସାକାର ସହିତ ପ୍ରଚାର ପ୍ରସାର ନିମନ୍ତେ ଶ୍ରୀ
Read More...

ବୌଦ୍ଧ ଜିଲ୍ଲାର ପୁରପଲ୍ଲୀରେ ପାଳିତ ହେଉଛି ସାବିତ୍ରୀ ବ୍ରତ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ଆଜି ଜ୍ୟେଷ୍ଠ ମାସ ଅମାବାସ୍ୟା । ଓଡିଶାର ପୁରପଲ୍ଲୀରେ ସଧବା ନାରୀମାନେ ଭକ୍ତି ଓ ନିଷ୍ଠାର ସହିତ ପାଳନ କରୁଛନ୍ତି ସାବିତ୍ରୀ ବ୍ରତ । ସେହି ପରିପ୍ରେକ୍ଷୀରେ ବୌଦ୍ଧ ଜିଲ୍ଲାର ପୁରପଲ୍ଲୀରେ ମଧ୍ୟ ସଧବା ନାରୀମାନେ ଗୃହ, ମନ୍ଦିର ତଥା ସାହି ଗୁଢି ମାନଙ୍କରେ ଏହି
Read More...

ରାଷ୍ଟ୍ର କଲ୍ୟାଣ ନିମନ୍ତେ ବୌଦ୍ଧ ଜିଲ୍ଲା ବ୍ରାହ୍ମଣ ସମାଜ ପକ୍ଷରୁ ଜଳାଭିଷେକ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ଦେଶରେ ସାଧାରଣ ନିର୍ବାଚନ ସରିବା ପରେ ସୁଶାସନ ଓ ରାଷ୍ଟ୍ରହିତ ଉଦ୍ଦେଶ୍ୟରେ ବାବା ଶ୍ରୀଚନ୍ଦ୍ରଚୁଡ ମନ୍ଦିରରେ ଜଳାଭିଷେକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବ୍ରାହ୍ମଣ ସମାଜ ପକ୍ଷରୁ ସମସ୍ତ ସଦସ୍ୟ ମିଳିତ ଭାବେ ମହାନଦୀରୁ ୧୦୮ କଳସ ଜଳ ଆଣିଥିଲେ । ପଣ୍ଡିତ ରଣଜିତ୍
Read More...

ମିକ୍‌ଚର୍‌ ମେସିନ ଓଲଟି ଶ୍ରମିକ ମୃତ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧ-କନ୍ଧମାଳ ସୀମାନ୍ତ ରାଣୀପଥର ଠାରେ ରବିବାର ଅପରାହ୍ନରେ ଏକ ମିକ୍‌ଚର୍‌ ମେସିନ ଓଲଟି ଜନୈକ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାନୁସାରେ କନ୍ଧମାଳ ଜିଲ୍ଲା ରାଣୀପଥର ଠାରୁ ଖଜୁରିପଡା ପର୍ଯ୍ୟନ୍ତ ପାହାଡ଼ କାଟି ଏକ ରାସ୍ତା ନିର୍ମାଣ ଚାଲିଛି ।
Read More...

ଭୋଟ୍‌ ଗଣତି ପାଇଁ ତାଲିମ୍ ନେଲେ ନିୟୋଜିତ କର୍ମଚାରୀ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ଆସନ୍ତା ଜୁନ୍ ୪ ତାରିଖରେ ହେବାକୁ ଥିବା ଭୋଟ୍‌ ଗଣତି ପାଇଁ ନିୟୋଜିତ କର୍ମଚାରୀ ମାନଙ୍କୁ ବୌଦ୍ଧ ଜିଲ୍ଲପାଳଙ୍କ ସଦ୍‌ଭାବନା ସଭା ଗୃହ ଠାରେ ତାଲିମ୍ ପ୍ରଦାନ କରାଯାଇଥିଲା । ଉକ୍ତ ତାଲିମ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା ସମସ୍ତ ବିଭାଗୀୟ କର୍ମଚାରୀଙ୍କୁ
Read More...

ପାଣି ପାଇଁ ହନ୍ତସନ୍ତ ଗ୍ରାମବାସୀ : ଜିଲାପାଳଙ୍କୁ ଦୁଃଖ ଜଣାଇଲେ ଗ୍ରାମର ମହିଳା

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ଚଳିତ ବର୍ଷ ବୌଦ୍ଧ ଜିଲ୍ଲା ଗ୍ରୀଷ୍ମକାଳରେ ତାପମାତ୍ରା ପାଇଁ ରେକର୍ଡ ସୃଷ୍ଟି କରୁଛି । ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ଅସହ୍ୟ ହେଉଥିବା ବେଳେ ଜଳକଷ୍ଟ ଜୀବନକୁ ଦୁର୍ବିସହ କରିଦେଉଛି । ଶନିବାର ସକାଳେ ପ୍ରାୟ ୧୧ଟା ସମୟରେ ବୌଦ୍ଧ ଜିଲ୍ଲା ବାଉଁଶୁଣି
Read More...