ଭାରସାମ୍ୟ ହରାଇ ରାସ୍ତା କଡକୁ ଖସି ଓଲଟିଲା ବସ୍
ବୌଦ୍ଧ : ବୌଦ୍ଧ ଜିଲ୍ଲା ଚାରିଛକ ନିକଟସ୍ଥ ମାର୍ଡିଙ୍ଗ ଠାରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଖସି ଓଲଟିଲା ବସ୍ । ବିବାହ ପାଇଁ କନ୍ୟା ନେଇ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ତେବେ ଦୁର୍ଘଟଣାରେ କନ୍ୟା ସମେତ ୨୫ ଜଣ ଯାତ୍ରୀ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।!-->…
Read More...
Read More...