Browsing Tag

boudh news

ଏସଟିଏଫ ହାତରେ ଧରାହେଲେ ୨ଶିକାରୀ : ୨ହାତୀଦାନ୍ତ ଓ ୧ବାଘଛାଲ ଜବତ

ବୌଦ୍ଧ, (ବଂଶୀଧର ମାଝୀ) : ଆଜି ଓଡିଶା ପୋଲିସର ସ୍ୱତନ୍ତ୍ର ଟାସ୍କ ଫୋର୍ସ ନୟାଗଡ଼ ଜିଲା ଗଣିଆ ଥାନା ଅନ୍ତର୍ଗତ ଚାମୁଣ୍ଡିଆ ରୋଡର ମାଆ କଳାପାଟ ମନ୍ଦିର ନିକଟରେ ଚଢ଼ାଉ କରି ଗୋଟିଏ ଚିତାବାଘ ଛାଲ ସହ ଦୁଇଟି ହାତୀ ଦାନ୍ତ ଜବତ କରିଛି । ଏହାସହିତ ଏଥିରେ ସମ୍ପୃକ୍ତ ୨ ଜଣ ବେପାରୀଙ୍କୁ ମଧ୍ୟ
Read More...

ବିଷାକ୍ତ ସାପ କାମୁଡାରେ ୬୦ ବର୍ଷୀୟ ବୃଦ୍ଧାଙ୍କର ମୃତ୍ୟୁ

ବୌଦ୍ଧ, (ବଂଶୀଧର ମାଝୀ) : ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ କୁଶଙ୍ଗ ଗ୍ରାମ ପଞ୍ଚାୟତର ଦଳୁଆସାହିରେ ବିଷଧର ସାପ କାମୁଡ଼ାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ କୁଶଙ୍ଗ ଗ୍ରାମ
Read More...

ରାଜସ୍ୱ ନିରୀକ୍ଷକଙ୍କ ବିରୁଦ୍ଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ

ବୌଦ୍ଧ, (ମମତା ମହାକୁର) : ଚଳିତ ରବି ଋତୁରେ ଚାଷୀ ଧାନ ପଂଜିକରଣ କାର୍ଯ୍ୟରେ ଆବଶ୍ୟକ ରିପୋର୍ଟ ପ୍ରଦାନ କରିବାରେ ଅବହେଳା ପ୍ରଦର୍ଶନ କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର କଣ୍ଟାମାଳ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିବା
Read More...

ନନ୍ଦନବନକୁ ରାଜ୍ୟ ପରିବେଶ ପାର୍କ ଭାବେ ଗଢିବା ପାଇଁ ଜିଲ୍ଲାସ୍ତରୀୟ ଅଧିକିରୀଙ୍କ ପ୍ରସ୍ତୁତି ବୈଠକ

ବୌଦ୍ଧ, (ବଂଶୀଧର ମାଝୀ): ବୌଦ୍ଧ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟ ପରିବେଶ ଉଦ୍ୟାନ (ନନ୍ଦନ ବନ) ବୌଦ୍ଧରେ ପ୍ରତିଷ୍ଠା ସମ୍ବନ୍ଧରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ବନଖଣ୍ଡ ଅଧିକାରୀ ତଥା
Read More...

ଝାଙ୍କରପଡାରେ ହତ୍ୟାକାଣ୍ଡ ପୂର୍ବ ଶତ୍ରୁତାକୁ ନେଇ ହତ୍ୟା ସନ୍ଦେହ

ବୌଦ୍ଧ, (ବଂଶୀଧର ମାଝୀ) : ତା୨୨/୪ ବୌଦ୍ଧ ଥାନା ଆମ୍ବଝରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଝାଙ୍କରପଡା ଗ୍ରାମରେ ଗତକାଲି ରାତି ପ୍ରାୟ ୧୦ ଘଣ୍ଟା ସମୟରେ ଅଜଣା ବ୍ୟକ୍ତିଙ୍କ ମାରଣାସ୍ତ୍ରରେ ଆକ୍ରମଣ ଫଳରେ ଜଣେ ବ୍ୟକ୍ତି ବାଉଁଶୁଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧିନ ଅବସ୍ଥାରେ
Read More...

ଠିକାସଂସ୍ଥା ଡ୍ରାଇଭରର ବେପରୁଆ ଗାଡି ଚାଳନା ଯୋଗୁଁ ଗଲା ନିରୀହ ଜୀବନ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଠିକାସଂସ୍ଥା ଜେସିବି ଡ୍ରାଇଭରର ବେପରୁଆ ଗାଡି ଚାଳନା ଯୋଗୁଁ ଜଣେ ନିରୀହ ଯୁବକ ତାଙ୍କର ଅମୂଲ୍ୟ ଜୀବନ ହରାଇବାକୁ ପଡିଛି । ପ୍ରାପ୍ତ ସୂଚନା ମୁତାବକ, ବୁଟୁପାଲିରୁ ବଘିଆପଡା ରାସ୍ତା ନିର୍ମାଣ କରୁଥିବା ଏଆରଏସଏସ ନାମକ
Read More...

ସଂଜ୍ଞାହୀନ ଅବସ୍ଥାରେ ରାସ୍ତା କଡରୁ ନିଖୋଜ ନାବାଳିକା ଉଦ୍ଧାର

ବୌଦ୍ଧ, (ବଂଶୀଧର ମାଝୀ) : ଗତକାଲି ସନ୍ଧ୍ୟାରେ ବୌଦ୍ଧ ବ୍ଲକ୍‌ ମୁଣ୍ଡାପଡା ଗ୍ରାମ ପଞ୍ଚାୟତର ବାରପୁଡୁଗ୍‌ - ତରଭା ରାସ୍ତା ଉପରେ ଅଚେତ ଅବସ୍ଥାରେ ପଡିଥିବା ଜଣେ ନାବାଳିକା ଉଦ୍ଧାର ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ମୁଣ୍ଡାପଡା ଗ୍ରାମର ହାଇସ୍କୁଲ ପଢୁଆ ଜଣେ ନାବାଳିକା
Read More...

ମାଠିଆ ମେଣ୍ଟାଉଛି ଶୋଷ : ବୌଦ୍ଧରେ ଚାହିଦା ବେଶୀ

ବୌଦ୍ଧ, (ମମତା ମହାକୁର) : ଆଧୁନିକ ତାର ଛାପରେ ବି ଅଧିକାଂଶ ଲୋକ ସେହି ପୁରାତନ ସମୟରେ ବ୍ୟବହୃତ ମାଠିଆ ଆଜିବି ତାର ବେଶ ଚାହିଦା ରଖିପାରିଛି । ବୌଦ୍ଧ ଜିଲ୍ଲାରର ଗାଁଠୁ ସହର ସବୁଠି ଏବେ ଖରା ତାତିକୁ ବେଶ ମାଠିଆର ବିକ୍ରି ହୋଇପାରୁଛି । ଯାହା ଫଳରେ ମାଠିଆ କାରିଗର ତଥା କୁମ୍ଭାର
Read More...

ପୁରୀ ଘୋଷଯାତ୍ରା ପାଇଁ ୨ୟ ପର୍ଯ୍ୟାୟରେ ଗଲା ୩୧ଖଣ୍ଡ କାଠ

ବୌଦ୍ଧ, (ବଂଶୀଧର ମାଝୀ) : ପୁରୀରେ ହେବାକୁଥିବା ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା ସକାଶେ ରଥ ନିର୍ମାଣ ପାଇଁ ସୋମବାର ବୌଦ୍ଧ ବନଖଣ୍ଡ ଅଧିନସ୍ଥ ହାତୀଧରା ସଂରକ୍ଷିତ ଜଙ୍ଗଲରୁ ଦ୍ୱିତୀୟ ପର୍ଯ୍ୟାୟରେ ୩୧ଖଣ୍ଡ ଅସନ କାଠ ପଠାଗଲା । ସେଥି ମଧ୍ୟରୁ ୨୦ଫୁଟ ଲମ୍ବ ୩ଫୁଟ ଗୋଲେଇର ୧୦ଖଣ୍ଡ ଏବଂ ୧୨ଫୁଟ
Read More...

ଭାଲୁ କାମୁଡାରେ ଯୁବକ ଗୁରୁତର ଆହତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ବଘିଆପଡା ଗ୍ରାମ ପଞ୍ଚାୟତର ସମାପାଜ୍‌ ଗ୍ରାମ ନିକଟରେ ଥିବା ଜଙ୍ଗଲରେ ଭାଲୁ କାମୁଡ଼ାରେ ଜଣେ ଯୁବକ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି । ପ୍ରାପ୍ତ ସୂଚନା ମତେ ବଘିଆପଡା ପଞ୍ଚାୟତର ସମାପାଜ୍‌ ନିକଟସ୍ଥ
Read More...