ଖେଳ ଶିକ୍ଷକ ବିରବଲ ଭୋଇଙ୍କ ବିୟୋଗରେ ଶୋକ
ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଗୋବଜୋର ହାଇସ୍କୁଲର ଖେଳ ଶିକ୍ଷକ ବିରବଲ ଭୋଇଙ୍କ ଆଜି ସକାଳେ ବିୟୋଗ ହୋଇ ଯାଇଛି । ଶ୍ରୀ ଭୋଇ ବରପାଲି ସ୍ଥିତ ଶଶୁର ଘରେ ରହୁଥଲେ । ତାଙ୍କୁ ଖାସ ଓ ଥଣ୍ଡା ହେଉଥିଲା । ସେ କୋଭିଡ ଟେଷ୍ଟ କଲାପରେ ପଜେଟିଭ୍ ଆସିଥିଲା । ତେବେ ତାଙ୍କ!-->…
Read More...
Read More...