Browsing Tag

bodh news

ଗାଁରେ ମହାବଳ ବାଘ

ବୌଦ୍ଧ : ଆତଙ୍କିତ ଗାଁ ଲୋକ କାରଣ ଗାଁରେ ବୁଲୁଛି ବାଘ । ବାରିଙ୍ଗି ଗାଁରେ ମହାବଳ ବାଘ ବୁଲୁଥିବା ନେଇ ଭୟ ବଢିଯାଇଛି । ମୁଣ୍ଡେଶ୍ୱର ଜଙ୍ଗଲରେ ମହାବଳ ବାଘ ବୁଲୁଥିବା ଜଣାପଡିଛି । ଜଙ୍ଗଲ ନିକଟରେ ଏକ ପୋଖରୀ ଖୋଳା ଚାଲିଥିବା ବେଳେ ଜଙ୍ଗଲ ଭିତରୁ ବାହାରିଲା ବାଘ । ବୌଦ୍ଧ ବନଖଣ୍ଡ ମାଧପୁର
Read More...

୧୮ତମ ଗଙ୍ଗାରାମ ସ୍ମାରକୀ କ୍ରିକେଟ : ପଲଶାଗୋରା ସେମିଫାଇନାଲକୁ ପ୍ରବେଶ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଆମ୍ବଗାଁ ବିଜୁ ପଟ୍ଟନାୟକ ଖେଳ ପଡିଆରେ ୧୮ତମ ଗଙ୍ଗାରାମ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ ହୋଇ ଯାଇଛି । ପ୍ରଥମ ଲିଗ ମ୍ୟାଚ ଖେଳରେ ଉଡେନକୁ ୩ ୱିକେଟରେ ଖୁଣ୍ଟିଗୋରା ପରାସ୍ତ କରିଥିବା ବେଳେ ‌ଦ୍ୱିତୀୟ ଲିଗ ମ୍ୟାଚରେ ବରଡିପଦର ଦଳକୁ
Read More...