Browsing Tag

binjharpur news

ଯୁବକଙ୍କ କଟୁରୀ ଚୋଟରେ ୨ ପୋଲିସ କର୍ମଚାରୀ ଗୁରୁତର

ବିଞ୍ଝାରପୁର : ବିଞ୍ଝାରପୁର ପୋଲିସ ଉପରକୁ ଯୁବକଙ୍କ ମରଣାନ୍ତକ ଆକ୍ରମଣ । ଗୁରୁତରଙ୍କୁ ପୋଲିସ ଉଦ୍ଧାର କରି ବିଞ୍ଝାରପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି। ସୂଚନାନୁଯାୟୀ, ବିଞ୍ଝାରପୁର ପଞ୍ଚାୟତ ୯ ନମ୍ବର ୱାର୍ଡ ବଳରାମ ରାଉଳଙ୍କ ପୁଅ ଦୀପ୍ତି ନାରାୟଣ ରାଉଳ ନିଜ ଘରେ
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୧ ମୃତ, ୨ ଆହତ

ବିଞ୍ଝାରପୁର : ଯାଜପୁର ବରପଦା-କପିଳା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ବିଞ୍ଝାରପୁର ପ୍ରୀତିପୁର ଗ୍ରାମ ପଞ୍ଚାୟତର ଚନ୍ଦନ ଦାସ, ଦିବ୍ୟଜ୍ୟୋତି ମହାନ୍ତି, ବିତନା ପଂଚାୟତର ଧନେଶ୍ୱର ବେହେରା
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ମହିଳା ମୃତ

ବିଞ୍ଝାରପୁର : ବିଞ୍ଝାରପୁର ବ୍ଲକ ମଇଁନ୍ଦା ପେଟ୍ରୋଲ ପମ୍ପ ନିକଟରେ ଶାଶୁ ଓ ବୋହୂ ସ୍କୁଟିରେ ଆସୁଥିବା ବେଳେ ହାଇୱା ଧକ୍କାରେ ଶାଶୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ମହିଳା ଜଣକ ଚନ୍ଦ୍ରମୁଁ ପଞ୍ଚାୟତ ବାଣପୁର ଗ୍ରାମର ସ୍ଵର୍ଣ୍ଣଲତା ରାଉତ ବୋଲି ଜଣାପଡ଼ିଛି । ଘଟଣା ପରେ ସ୍ଥାନୀୟ
Read More...