Browsing Tag

bhubanewsar news

ଆତଙ୍କବାଦୀ ଆକ୍ରମଣରେ ସହିଦ ହେଲେ ଦେବାଶିଷ ବିଶ୍ୱାଳ : ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ପୁରୀ/ସାକ୍ଷୀଗୋପାଳ/ଭୁବନେଶ୍ୱର : ଜମ୍ମୁ କାଶ୍ମୀରର ପୁଞ୍ଚରେ ଆତଙ୍କବାଦୀ ଆକ୍ରମଣରେ ଓଡ଼ିଶାର ବୀର ଯବାନ ଦେବାଶିଷ ବିଶ୍ୱାଳ ସହିଦ ହୋଇଥିବା ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ନିଜର ଟ୍ୱିଟରରେ ସେ ଲେଖିଛନ୍ତି, ଜମ୍ମୁ କାଶ୍ମୀରର ପୁଞ୍ଛରେ
Read More...

ଆଜି ସ୍ୱର୍ଗଦ୍ୱାରରେ ହେବ ପିଣ୍ଟୁ ନନ୍ଦଙ୍କ ଅନ୍ତିମ ସତ୍କାର

ଭୁବନେଶ୍ୱର : ଓଲିଉଡ୍‌ ଅଭିନେତା ପିଣ୍ଟୁ ନନ୍ଦଙ୍କର ଶୁକ୍ରବାର ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସତ୍କାର କରାଯିବ । ଗୁରୁବାର ରାତିରେ ପିଣ୍ଟୁଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲା । ତାଙ୍କ ଶେଷ ଦର୍ଶନ କରିବା ପାଇଁ କଳାକାର, ପ୍ରଶଂସକ ଏବଂ ସମର୍ଥକମାନେ ବିମାନବନ୍ଦରରେ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୦୩ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୦୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୩୧ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୩୬୮ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୯ ଜଣ
Read More...

ପରିକ୍ରମାର ୫ମ ଦିନରେ ଅହିଂସା ରଥକୁ ସ୍ୱାଗତ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅହିଂସା ରଥ ପରିକ୍ରମାର ୫ମ ଦିନରେ ଦୁଇଟି ରଥ ପୁରୀ ଜିଲ୍ଲାର ସାତପଡା, ପୁରୀ ସଦର, ବରପାଳ, ନାଗେଶ୍ଵର ଓ ବ୍ରହ୍ମଗିରି ଅଞ୍ଚଳ ଗସ୍ତ କରିଥିଲା । ପୁରୀ ସହରର ଜିଲ୍ଲା ସ୍କୁଲରେ ସ୍ୱାଗତ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବ୍ରହ୍ମଗିରି ସମେତ
Read More...

ପୁରୀ ପୌରପାଳିକା ପକ୍ଷରୁ ଅହିଂସା ରଥକୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାର ସ୍ୱାଗତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପୁରୀ ପୌରପାଳିକା ପକ୍ଷରୁ ଅହିଂସା ରଥକୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାର ସ୍ୱାଗତ କରାଯାଇଥିଲା । ଏଥିସହିତ ପାରମ୍ପରିକ ବାଦ୍ୟଯନ୍ତ୍ର ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା
Read More...

ପୁରୀ ଜିଲ୍ଲାରେ ଅହିଂସା ରଥର ପରିକ୍ରମା ସମାପ୍ତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅହିଂସା ଓ ଶାନ୍ତିର ତଥା ଦେଶପ୍ରେମର ବାର୍ତ୍ତା ପ୍ରଚାର କରୁଥିବା ଅହିଂସା ରଥର ପୁରୀ ଜିଲ୍ଲାରେ ପରିକ୍ରମା ସମାପ୍ତ ହୋଇଛି । ଜିଲ୍ଲାର ସତ୍ୟବାଦି, କୋଣାର୍କ, ବ୍ରହ୍ମଗିରୀ, ପୁରୀ ସହର ସମେତ ବିଭିନ୍ନ ଅଞ୍ଚଳରେ ରଥଗୁଡିକୁ ଜନସାଧାରଣ ବିପୁଳ ଶ୍ରଦ୍ଧା ସହକାରେ
Read More...

ଓଡ଼ିଶା ଇତିହାସରେ ପ୍ରଥମ ଘଟଣା, ରାଜ୍ୟ ସରକାରଙ୍କ ସମ୍ପତ୍ତି ଜବତ କଲା ଏକ ଘରୋଇ ସଂସ୍ଥା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶା ଇତିହାସରେ ପ୍ରଥମ ଘଟଣା, ରାଜ୍ୟ ସରକାରଙ୍କ ସମ୍ପତ୍ତି ଏକ ଘରୋଇ ସଂସ୍ଥା ଜବତ କରିଛି । ଅଧିକାରୀମାନଙ୍କର ଅପାରଗତା ଓ ପରିଚାଳନାଗତ ତୃଟି ଯୋଗୁଁ ସରକାର ଏଭଳି ଏକ ଅଭାବନୀୟ ପରିସ୍ଥିତିର ସାମ୍ନା କରିଛନ୍ତି ବୋଲି ମତ ପ୍ରକାଶ ପାଉଛି । ସମ୍ବଲପୁରରେ
Read More...

ଅଗ୍ରାଧିକାର କ୍ଷେତ୍ର ହିତାଧିକାରୀଙ୍କୁ ଋଣ ପ୍ରଦାନରେ ଶ୍ରେଷ୍ଠ ବିବେଚିତ ବ୍ୟାଙ୍କମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅଗ୍ରାଧିକାର କ୍ଷେତ୍ର ହିତାଧିକାରୀଙ୍କୁ ଋଣ ପ୍ରଦାନରେ ଶ୍ରେଷ୍ଠ ବିବେଚିତ ବ୍ୟାଙ୍କମାନଙ୍କ ପାଇଁ "ମୁଖ୍ୟମନ୍ତ୍ରୀ ପୁରସ୍କାର" ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦାନ
Read More...

ରାଜ୍ୟର ଚାଷ ଜମିରେ ଜଳସେଚନ ବ୍ୟବସ୍ଥାକୁ ସୁଦୃଢ କରିବା ସହ ଜଳ ସଂରକ୍ଷଣ ଦିଗରେ ଆଗକୁ ବଢିବା ପାଇଁ ୮,୫୨୩ କୋଟି…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ଚାଷ ଜମିରେ ଜଳସେଚନ ବ୍ୟବସ୍ଥାକୁ ସୁଦୃଢ କରିବା ସହ ଜଳ ସଂରକ୍ଷଣ ଦିଗରେ ଆଗକୁ ବଢିବା ପାଇଁ PeoplesBudgetOdisha2022ରେ ୮,୫୨୩ କୋଟି ଆବଣ୍ଟିତ ହୋଇଛି । ଗତ ବର୍ଷ ତୁଳନାରେ ଏଥିରେ ୨୩% ବୃଦ୍ଧି ହୋଇଥିବା ବେଳେ ‘ନଦୀ ଗର୍ଭ ଜଳସଂରକ୍ଷଣ ପ୍ରକଳ୍ପ’,
Read More...

ଜରି ଗୋଟାଳି ପାଲଟିଥିବା ଜଟଣୀର ଜଣେ ଛାତ୍ରଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଠପଢା ପାଇଁ ସହାୟତା ପ୍ରଦାନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆର୍ଥିକ ଅନାଟନ ଯୋଗୁଁ ପାଠପଢା ଛାଡି ଜରି ଗୋଟାଳି ପାଲଟିଥିବା ଜଟଣୀର ଜଣେ ଛାତ୍ରଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଠପଢା ପାଇଁ ସହାୟତା ପ୍ରଦାନ କରାଯାଇଛି । ଷଷ୍ଠ ଶ୍ରେଣୀରେ ତାଙ୍କ ନାମ ଲେଖାଇବା ସହ ପୁସ୍ତକ, ସ୍କୁଲ୍ ଡ୍ରେସ୍ ଆଦି ପ୍ରଦାନ କରାଯାଇଛି ।
Read More...