ଆଜି ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ ଯୋଗ ଦେବେ ରାହୁଲ ଓ ଖଡ୍ଗେ
ଭୁବନେଶ୍ୱର : ଆଜି ଦିନ ୧୧ଟା ପରେ ରାହୁଲ, ଖଡଗେ ଓ କଂଗ୍ରେସ ମହାସଚିବ କେସି ଭେନୁଗୋପାଳ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ହୋଟେଲ ମେ ଫେୟାରକୁ ଯିବେ । ପରେ ବରମୁଣ୍ଡା ପଡ଼ିଆ ସମାବେଶରେ ପହଞ୍ଚିବେ । ଅପରାହ୍ନରେ କଂଗ୍ରେସ ଭବନରେ ଦଳର ବରିଷ୍ଠ ନେତୃମଣ୍ଡଳୀଙ୍କ ସହ ଆଲୋଚନା!-->…
Read More...
Read More...